ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ଅଲ୍‌-ନିୟୁ ସ୍ଲାଭିଆ ୧.୦ ଟିଏସ୍‌ଆଇ₹ ୧୦.୬୯ଲକ୍ଷଟଙ୍କାରେ ଉପଲବ୍ଧ

  • ପ୍ରିମିୟମମିଡ୍‌ସାଇଜସେଡାନରତିନୋଟିଟ୍ରିମରହିବ: ଆକ୍ଟିଭ, ଆମ୍ବିଶନ, ଷ୍ଟାଇଲ୍‌
  • ମେଡ-ଫର-ଇଣ୍ଡିଆ ଏମ୍‌କ୍ୟୁବି-ଏ-୦ ଇନ୍ ପ୍ଲାଟଫର୍ମରେସ୍ଲାଭିଆହେଉଛି ଦ୍ୱିତୀୟଉତ୍ପାଦ
  • ସ୍ଲାଭିଆ ୧.୦ ଟିଏସ୍‌ଆଇ ଏକ ୬-ସ୍ପିଡ ମାନୁଆଲ୍‌ଏବଂ ୬-ସ୍ପିଡ ଟର୍କକନଭର୍ଟରସ୍ୱୟଂଚାଳିତଟ୍ରାନ୍ସମିସନ ପ୍ରଦାନ କରିବ
  • ସ୍ଲାଭିଆ ୧.୦ ଟିଏସଆଇରେ ୩-ସିଲିଣ୍ଡର ଇଞ୍ଜିନ ୮୫ କିଲୋୱାଟ୍ (୧୧୫ ପିଏସ୍‌) ଏବଂ ୧୭୮ ଏନଏମ୍‌ଟର୍କରହିଛି
  • ଟେଷ୍ଟ-ଡ୍ରାଇଭଏବଂଡେଲିଭରୀ ଆଜିଠାରୁ ଆରମ୍ଭ

ମୁମ୍ବାଇ, ୨୮ ଫେବୃଆରୀ, ୨୦୨୨:ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ଆଜି ଅଲ୍ ନ୍ୟୁସ୍ଲାଭିଆ ୧.୦ ଟିଏସଆଇସେଡନରବଜାର ପ୍ରବେଶକରାଯାଇଛି ।ଏହା₹୧୦.୬୯ଲକ୍ଷଟଙ୍କାରେ ଉପଲବ୍ଧ ହେଉଛି ।ସ୍ଲାଭିଆ ୧.୦ ଟିଏସ୍‌ଆଇ ୩ଟି ଭାରିଆଂଟ୍‌ଏବଂ ୨ଟି ଟ୍ରାନ୍ସମିଶନରେଏବଂଟପ୍ ଆଉଟ୍‌ରେ₹୧୫.୩୯ଲକ୍ଷଟଙ୍କାରେ ଫୁଲ୍‌ଲୋଡେଡ୍‌ଷ୍ଟାଇଲ୍‌ଭାରିଆଂଟରେ ୬ ସ୍ପିଡ୍‌ମାନୁଆଲଗିୟରବକ୍ସ୍‌ଟର୍କକନଭର୍ଟରସ୍ୱୟଂଚାଳିତଏବଂସନରୁଫ୍‌ରେ ଉପଲବ୍ଧ । ଭାରତରେ ୨୦ ବର୍ଷରୁ ଅଧିକ ସମୟ ଧରିବିଶ୍ୱସ୍ତରୀୟସେଡାନ ଉପଲବ୍ଧ ଜାରିରହିଛି ।
ଏହି ଅବସରରେ ସ୍କୋଡା ଅଟୋ ଇଣ୍ଡିଆରବ୍ରାଣ୍ଡ ନିର୍ଦ୍ଦେଶକଜେକହଲିସକହିଲେ, ଆମେ ଆମର ଗ୍ରାହକଙ୍କୁ ନ୍ୟୁ ଅଲ୍ ସ୍ଲାଭିଆ ୧.୦ ଟିଏସଆଇସହିତ ଅବିଶ୍ୱସନୀୟ ମୂଲ୍ୟ ପ୍ରଦାନ କରୁଛୁ ।ଯେହେତୁ ଆମେ କାର ପ୍ରଦର୍ଶନ କରୁଛୁତେଣୁଏହି ପ୍ରିମିୟମମିଡସାଇଜସେଡାନ ଏହାରଡିଜାଇନ ପାଇଁଉଲ୍ଲେଖନୀୟମତାମତଗ୍ରହଣକରିଛୁ ।ଏହା ଏକ ଉନ୍ନତ, ଦକ୍ଷ ଇଞ୍ଜିନ ଦ୍ୱାରା ପରିଚାଳିତ ଯାହା ଆବଶ୍ୟକ ଶକ୍ତିଏବଂଟର୍କଯୋଗାଇ ଦେଇଥାଏ ।ସ୍ଲାଭିଆ ୧.୦ ଟିଏସଆଇମୂଲ୍ୟଚାର୍ଟରେ ମଧ୍ୟ ଉଲ୍ଲେଖନୀୟ ।ମାଲିକାନାଏବଂରକ୍ଷଣାବେକ୍ଷଣମୂଲ୍ୟଉପରେ ଏକ ତୀକ୍ଷ୍‌ଣ ଧ୍ୟାନ ଦେଇ ଆମେ ଏହିସେଡାନକୁଇଞ୍ଜିନିୟରିଂଜ୍ଞାନକୌଶଳ ଆଧାରରେ ବିକଶିତକରିଛୁ ।କ଼ୁଶାକ୍‌ସହିତ ଅଲ୍ ନ୍ୟୁସ୍ଳାଭିଆ ଆମ ପାଇଁଭଲ୍ୟୁମଡ୍ରାଇଭରସାବ୍ୟସ୍ତହେବ । ଆମେ ଭାରତରେସ୍କୋଡାବ୍ରାଣ୍ଡ୍‌ରବିକାଶ ପାଇଁ ଆଶା ରଖିଛୁ ।
ମେଡ-ଫର-ଇଣ୍ଡିଆ ଏମକ୍ୟୁବି-ଏ-୦-ଇନ୍ ପ୍ଲାଟଫର୍ମରେ ୨୦୨୧ ରେବଜାର ପ୍ରବେଶହୋଇଥିବାକୁଶାକଏସୟୁଭିବିକଶିତହୋଇଥିଲା । ଅଲ୍ ନ୍ୟୁସ୍ଳାଭିଆ ୧.୦ ଟିଏସଆଇରେ ୧ ଲିଟର, ତିନିସିଲିଣ୍ଡରଟ୍ରୁର୍ବୋପେଟ୍ରୋଲଇଞ୍ଜିନ ଦ୍ୱାରାଚାଳିତ ।ଏହାର ୬-ସ୍ପିଡ ମାନୁଆଲ୍‌କିମ୍ବା ୬-ସ୍ପିଡ ଟର୍କକନଭର୍ଟର ଅଟୋମେଟିକ୍ ମାଧ୍ୟମରେ ୮୫ କିଲୋୱାଟ୍ (୧୧୫ ପିଏସ୍‌) ଶକ୍ତିଏବଂ ୧୭୮ ଏନ୍‌ଏମ୍‌ଟର୍କ ଉପଲବ୍ଧ କରାଇଥାଏ ।ଟିଏସ୍‌ଆଇଇଞ୍ଜିନ ୧୯.୪୭କିଲୋମିଟର /ଲିଟର ପର୍ଯ୍ୟନ୍ତ ଇନ୍ଧନ ଦକ୍ଷତାଯୋଗାଇ ଦେଇଥାଏ । ୧୦.୭ ସେକେଣ୍ଡରେଏହାଘଂଟା ପ୍ରତି ୧୦୦ କିଲୋମିଟରବେଗରେଗତିକରିବାକୁସକ୍ଷମ ।
ବିଭିନ୍ନ ପ୍ରକାରରଶ୍ରେଷ୍ଠବୈଶିଷ୍ଟ୍ୟ ପ୍ରଦାନ କରୁଥିବାସ୍ଲାଭିଆହେଉଛି ଏକ ଉପଯୁକ୍ତକାର୍ । ୧୭୫୨ ମିଲିମିଟରରେ, ସ୍କୋଡାସ୍ଳାଭିଆହେଉଛି ପ୍ରିମିୟମମିଡସାଇଜସେଡାନ ସେଗମେଂଟରସବୁଠାରୁ ପ୍ରଶସ୍ତକାର । ୧୫୦୭ ମିଲିମିଟରଉଚ୍ଚତାରେ, ସ୍ଲାଭିଆଏହିଶ୍ରେଣୀରଉଚ୍ଚତମକାର୍ ।ଏହାରହ୍ୱିଲ୍‌ବେସ୍ ୨୬୫୧ ମିଲିମିଟରରହିଛି ।ସ୍ଳାଭିଆସେଡାନ ୫ ଜଣ ବୟସ୍କଙ୍କବସିବା ପାଇଁସୁବିଧାଜନକହୋଇପାରିଥାଏ ।ଏହାକ୍ଷମତା ୫୨୧ ଲିଟର । ପଛ ସିଟଫୋଲଡକଲେକ୍ଷମତା ୧୦୫୦ ଲିଟରକୁବୃଦ୍ଧିହୋଇଥାଏ ।ଏହାରଗ୍ରାଉଣ୍ଡକ୍ଲିୟରାନ୍ସ ୧୭୯ ମିଲିମିଟରରହିଛି ।ଏହାଭାରତୀୟରାସ୍ତାରଚ୍ୟାଲେଞ୍ଜକୁସହଜରେଗ୍ରହଣକରିବାକୁସକ୍ଷମ ।
ସ୍ଲାଭିଆ ୧.୦ ଟିଏସ୍‌ଆଇରସୁରକ୍ଷାବୈଶିଷ୍ଟ୍ୟଗୁଡିକମଧ୍ୟରେ ୬ ଟିଏୟାରବ୍ୟାଗ, ଇଲେକ୍ରୋ୍ଟନିକ୍‌ଷ୍ଟାବିଲିଟିକଂଟ୍ରୋଲ, ବିକଶିତଟ୍ରାକ୍ସନ ପାଇଁଇଲେକ୍ରୋ୍ଟନିକ୍‌ଡିଫରେନସିଆଲସିଷ୍ଟମଏବଂମଲ୍ଟିକଲିଜନ ବ୍ରେକରହିଛି । ଯାହାକି ଦୁର୍ଘଟଣାସମୟରେସମ୍ଭାବ୍ୟ ଧକ୍କାକୁରୋକିଥାଏଏବଂକାରକୁସୁରକ୍ଷିତଭାବେ ଧୀରେଧୀରେହଲ୍ଟକୁ ଆଣିଥାଏ । ଏହାସହିତ ଏଥିରେ ପାର୍କିଂସେନ୍ସର, ଅଟୋମେଟିକ ବ୍ରେକଡିସ୍କକ୍ଲିନିଂ ଫଙ୍କଶନ, ରିୟରଭ୍ୟୁକ୍ୟାମେରା, ଟାୟାରପ୍ରେସରମନିଟରିଂ, ହିଲ୍‌-ହୋଲ୍‌ଡକଂଟ୍ରୋଲ୍‌, କ୍ରୁଇଜକଂଟ୍ରୋଲ୍‌, ଅଟୋ ହେଡଲ୍ୟାମ୍ପ ଏବଂୱିପରରହିଛି ।ୟଙ୍ଗର ପାସେଞ୍ଜରଙ୍କ ପାଇଁ ଏଥିରେସୁରକ୍ଷାବୃଦ୍ଧିହୋଇଛି । ଏଥିରେ ଆଇଏସଓଏପନଆଇଏକ୍ସ ଆଙ୍କର ଏବଂଟେଥର ପଏଂଟ ଆଙ୍କର ଚାଇଲ୍ଡ୍‌ସିଟ୍‌ରୁଫ୍‌ରେରହିଛି ।
ସାମ୍ନାରେବୃତାକାରଏସିଭେଂଟସହିତ ଧାଡିହୋଇରହିଥିବା ଏକ ଡ୍ୟାଶବୋର୍ଡରହିଛି ।ଏହାରଟଚସ୍କ୍ରିନ୍ ଦୁଇଟିକାର୍ଯ୍ୟକରିବାକୁଡିଜାଇନିଂକରାଯାଇଛି ।ଏହାରବାହାରେସ୍କୋଡାଗ୍ରୀଲ୍‌ର ପ୍ରତିଫଳନ ଏବଂଏହାରଟଚସ୍କ୍ରିନ୍‌କାରକୁଚଳାଇବା ପାଇଁଚାଳକ ପାଇଁଏର୍ଗୋନୋମିକ, ସୁବିଧାଜନକଏବଂସୁରକ୍ଷିତବ୍ୟବସ୍ଥା ଉପଲବ୍ଧ । ଡ୍ୟାଶରସେଂଟର-ଷ୍ଟେଜରେ ୨୫.୪ ସେମି (୧୦-ଇଂଚ)ର ଉନ୍ନତ ଟଚସ୍କ୍ରିନ ରହିଛି । ଯାହାକିସମସ୍ତସୂଚନାଏବଂ ନାଭିଗେସନ ଆବଶ୍ୟକତା ପାଇଁସ୍କୋଡାପ୍ଲେ ଆପ, ୱେରଲେସ୍‌ସ୍ମାର୍ଟଲିଙ୍କଏବଂସ୍କୋଡାକନେକ୍ଟଡାଉନଲୋଡକରିପାରିଥାଏ ।ଡ୍ରାଇଭରଙ୍କ ଅତିରିକ୍ତ ସୁବିଧା ପାଇଁ ଏଥିରେ ୨୦.୩୨ସେମି (୮-ଇଂଚ) ରଙ୍ଗୀନ ପ୍ରୋଗ୍ରାମେବୁଲଡିଜିଟାଲ୍‌କକ୍‌ପିଟ୍‌ରହିଛି । ପଛ ଯାତ୍ରୀମାନଙ୍କ ପାଇଁ, ପର୍ସନାଲଡିଭାଇସଚାର୍ଜକରିବା ପାଇଁଡୁଆଲ୍‌ଏସିଭେଂଟଏବଂଡୁଆଲ୍‌ୟୁଏସ୍‌ବିପୋର୍ଟରହିଛି ।
ସ୍ଲାଭିଆ ୧.୦ ଟିଏସଆଇଉପରେ ୪ ବର୍ଷ / ୧୦୦,୦୦୦ କିମିୱାରେଂଟି ଉପଲବ୍ଧ ହେଉଛି । ଏଥିସହ, ଗ୍ରାହକମାନେ ସ୍କୋଡା ଅଟୋ ଇଣ୍ଡିଆର ପିସ୍ ଅଫ୍ ମାଇଣ୍ଡ ଅନ୍ତର୍ଗତ ବିଭିନ୍ନରକ୍ଷଣାବେକ୍ଷଣ ପ୍ୟାକେଜରୁ ଚୟନ କରିପାରିବେ ।ମାଲିକାନାଖର୍ଚ୍ଚ ୯୫% ପର୍ଯ୍ୟନ୍ତ ଲୋକାଲାଇଜେଶନ୍‌ରେରହିଛି ।ଏହା ସୁନିଶ୍ଚିତ କରେ ଯେ ଏହାର ଅଧିକାଂଶ ପାର୍ଟସ୍‌ଏବଂକମ୍ପୋନେଟସ୍ଥାନୀୟଭାବରେ ନିର୍ମିତଏବଂସୁଲଭମୂଲ୍ୟରେ ତଥା ସହଜରେ ଉପଲବ୍ଧ ।
ସ୍ଲାଭିଆସେଡାନ ଏକ୍ସକ୍ଲୁସିଭକ୍ରିଷ୍ଟାଲ୍‌ବ୍ଲୁ, ଭାରତ ପାଇଁଟର୍ନାଡୋରେଡଏକ୍ସକ୍ଲୁସିଭ, କ୍ୟାଣ୍ଡିହ୍ୱାଇଟ୍‌, ବ୍ରିଲିଆଂଟ୍‌ସିଲଭରଏବଂକାର୍ବନ ଷ୍ଟିଲ ଆଦି ରଙ୍ଗରେ ଉପଲବ୍ଧ ।
ସ୍କୋଡାସ୍ଳାଭିଆ ୧.୫ ଟିଏସଆଇଇଞ୍ଜିନରେ ମଧ୍ୟ ଉପଲବ୍ଧ ହେବ । ଯାହାସେଡାନକୁ ଏକ ସମ୍ପୂର୍ଣ୍ଣ ଅନନ୍ୟ ଯାନ ଭାବେ ପ୍ରତିପାଦିିତକରିବାକୁ ସକ୍ଷମହେବ ।
ଏସମ୍ପର୍କିତସବିଶେଷ ତଥ୍ୟ ମାର୍ଚ୍ଚ ୩, ୨୦୨୨ ରେ ପ୍ରକାଶ ପାଇବ ।

Price Summary:

Model1.0 TSI (MT)1.0 TSI (AT)
Active10,69,000
Ambition12,39,00013,59,000
Style (Non-Sunroof Version)13,59,000
Style13,99,00015,39,000

Leave a Reply

Your email address will not be published. Required fields are marked *