ବିମାନବନ୍ଦର ପାଇଁ ସ୍ୱୟଂଚାଳିତ ହ୍ୱିଲ୍‌ଚେୟାର୍‌

0
download (2)

ହ୍ୱିଲ୍‌ଚେୟାର୍‌ଟି ସ୍ୱୟଂଚାଳିତ । ଏହାକୁ ପଛରୁ କେହି ଠେଲି ଠେଲି ନେବା ଦରକାର ନାହିଁ । କରୋନାଭାଇରସ୍‌ର ମୁକାବିଲା ସମୟରେ ଏହି ଅଟୋନମସ୍ ହ୍ୱିଲ୍‌ଚେୟାର୍ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବାରେ ସହାୟକ ହେବ । ଏହି ହ୍ୱିଲ୍‌ଚେୟାର୍ ଟୋକିଓର ହାନୋଡା ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏହାର ଅଟୋନମସ୍ ଡ୍ରାଇଭ୍ ସିଷ୍ଟମ୍ ଖୁବ୍ ଅ ।କୃଷ୍ଟ କରୁଛି ଯାତ୍ରୀମାନଙ୍କୁ ।
ଅତ୍ୟାଧୁନିକ ଜ୍ଞାନକୌଶଳର ଏହାର ନିର୍ମାଣ କରିଛି ହ୍ୱିଲ୍ (ଡବ୍ଲ୍ୟୁଏଚ୍‌ଅ ।ଇଅ ।ଇଏଲ୍‌) କମ୍ପାନୀ । କେଉଁ ରୁଟ୍‌ରେ ଏହା ଯିବ ତାକୁ ଦୃଷ୍ଟିରେ ରଖି ଏହି ଅଟୋନମସ୍ ହ୍ୱିଲଚେୟାର୍‌କୁ ପ୍ରି-ପ୍ରୋଗ୍ରାମିଂ କରିବାକୁ ପଡିଥାଏ । ଏହା ଉପରେ ବସିଥିବା ଯାତ୍ରୀ ଏହାକୁ ଏକ ଟାବ୍‌ଲେଟ୍ କଣ୍ଟ୍ରୋଲର୍ ସହାୟତାରେ ଷ୍ଟାର୍ଟ କରିପାରିବେ ଏବଂ ଷ୍ଟପ୍ ମଧ୍ୟ କରିପାରିବେ । ହ୍ୱିଲ୍‌ଚେୟାର୍ ଲିଥିୟମ୍‌-ଇଅନ୍ ବ୍ୟାଟେରୀରେ ଚାଲୁଛି । ଯେଉଁ ସ୍ଥାନରୁ ଏହାର ଷ୍ଟାର୍ଟ ଅ ।ରମ୍ଭ ହୋଇଥିଲା ସେହି ସ୍ଥାନକୁ ମଧ୍ୟ ଏହି ହ୍ୱିଲ୍‌ଚେୟାର୍ ଅ ।ପେ ଅ ।ପେ ଫେରିଅ ।ସିବ । ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନବନ୍ଦର ସମେତ ବିିଭିନ୍ନ ବିମାନବନ୍ଦରରେ ୨୦୧୯ ମସିହାରୁ କମ୍ପାନୀ ଏହି ହ୍ୱିଲ୍‌ଚେୟାର୍‌ର ଟ୍ରାଏଲ୍ କରିଛି ।

Leave a Reply

Your email address will not be published. Required fields are marked *