ଆର୍ଟ ଟିଚର୍ସ ସରଫରାଜ ନୱାଜ୍ ଙ୍କ ତତ୍ତ୍ଵାଧୋନରେ ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କର ରାକ୍ଷୀ କମ୍ପିଟେସନ

ପ୍ରବାହ ନ୍ୟୁଜ୍‌ : ପ୍ରଗତି ପ୍ରାଙ୍ଗଣ ମହିଳା ସମିତି ତରଫରୁ କଟକର ୱିଡ କିଡ୍ସ ଠାରେ ସ୍ବର୍ଣ୍ଣ ରାଏ ଏବଂ ଆର୍ଟ ଟିଚର୍ସ ସରଫରାଜ ନୱାଜ୍ ଙ୍କ ତତ୍ତ୍ଵାଧୋନରେ ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କର ଏକ ରାକ୍ଷୀ କମ୍ପିଟେସନ ଗତ ୧୮/୦୮/୨୦୨୪ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଗତି ପ୍ରାଙ୍ଗଣର ଶ୍ରୀମତି ରାଜଶ୍ରୀ ମିଶ୍ର (ସମ୍ପାଦକ) ଓ ଶ୍ରୀ ସୁହାଗ କୁମାର ସିହ୍ନା (ଉପ-ସଭାପତି) ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପହାର ଦେଇ ପ୍ରୋତ୍ସାହିତ କରିଥିଲେ । ପ୍ରଗତି ପ୍ରାଙ୍ଗଣ ମହିଳା ସମିତି ଶସ୍ତୀକରଣ

Leave a Reply

Your email address will not be published. Required fields are marked *