ଗ୍ରାମୀଣ ଓଡ଼ିଶାରେ ଏସଟିଇଏମ ଶିକ୍ଷାର ବିକାଶ ଲାଗି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦଘାଟନ କରିଛି

ଲାଞ୍ଜିଗଡ଼, କଳାହାଣ୍ଡିଜିଲ୍ଲା, ଓଡ଼ିଶା, ୧୬.୦୩.୨୪: ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡଆଲୁମିନାଉତ୍ପାଦନକାରୀ ମିନିସାଇନ୍ସସେଣ୍ଟ ର୍ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ ଛାତ୍ରଙ୍କଲାଗି ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ) ଉପରେ ପିଲାମାନଙ୍କୁ ବୁଝିବା ଓ ଶିକ୍ଷାକୁ ସହଜ କରାଇବାଲାଗି ଏହି ଅଭିନବ କେନ୍ଦ୍ର ପରିକଳ୍ପନା କରାଯାଇଛି ।
ମିନିସାଇନ୍ସ ସେଣ୍ଟର୍ହ୍ୟାଣ୍ଡସ ଅନମଡେଲ, ଗ୍ରାଫିକବ୍ୟାଖ୍ୟା, ପ୍ଲଗ ଓ ପ୍ଲେସିଷ୍ଟମତଥାଅନ୍ୟାନ୍ୟ ପାରସ୍ପରିକ ମଡ୍ୟୁଲଉଭୟ ଇଂରାଜୀ ଓ ଆଞ୍ଚଳିକ ଭାଷାରେଉ ପଲବ୍ଧ ହେବ। ପଞ୍ଚମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହା ବିଶେଷ ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ଅଭିଜ୍ଞତାକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି । ଏଥିରେ ଉଭୟ ରାଜ୍ୟ ତଥା କେନ୍ଦ୍ର ବିଦ୍ୟାଳୟର ପାଠ୍ୟକ୍ରମ ଆଧାରିତ ଶିକ୍ଷା ବ୍ୟବସ୍ଥା ରଖାଯାଇଛି ।
ମିଳିତ ଜାତିସଂଘର ଗୁଣବତା ବିକାଶ ଲକ୍ଷ୍ୟ (୪) ସହ ଏହି ପଦକ୍ଷେପଟି ସମାନ ଅଟେ । ଏହି ପ୍ରୟାସ ଜରୀଆରେକଂପାନିଗ୍ରାମୀଣଦୂରବର୍ତ୍ତୀଅଞ୍ଚଳ ଛାତ୍ରଛାତ୍ରୀମାନଙ୍କୁ ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ) ଉପରେ ଉଚ୍ଚଶିକ୍ଷା ଚୟନ କରିବାକୁ ପ୍ରେରଣା ଯୋଗାଇବ ।
ଗୁଣାତ୍ମକ ଶିକ୍ଷା ଉପରେ ମତ ଦେଇ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ , ସିଇଓ, ଆଲୁମିନାବ୍ୟବସାୟ, ବେଦାନ୍ତଲିମିଟେଡ଼,କହିଛନ୍ତିଯେବେଦାନ୍ତର ଏହୀ ମିନି ବିଜ୍ଞାନ କେନ୍ଦ୍ର ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଲାଞ୍ଜିଗଡ଼ ଗୁଣାତ୍ମକ ଶିକ୍ଷାର ବ୍ୟାପକ ବିସ୍ତାର ପାଇଁ କାର୍ଯ୍ୟ କରୁଛି । ଆଜିର ଯୁବକମାନଙ୍କ ପାଇଁ ଏପରି ଏକ ଉପଯୋଗୀ ପ୍ଲାଟଫର୍ମ ପ୍ରସ୍ତୁତ କରିଆମେଶିକ୍ଷାରପରିବର୍ତ୍ତନଶୀଳଶକ୍ତିରସଦୁପଯୋଗ ଓ ବିସ୍ତାର କରିବାକୁ ଚାହୁଁଛୁ । ଏହାଦ୍ୱାରାଆମଅଞ୍ଚଳର ପିଲାମାନଙ୍କଠାରେ ବୌଦ୍ଧିକ ବିକାଶ ସହ ସାମର୍ଥ୍ୟ ବୃଦ୍ଧି ପାଇବ ।
ରାୟଗଡ଼ା ଜିଲ୍ଲାର ସହକାରୀ ଶିକ୍ଷା ଅଧିକାରୀ ସହଦେବ ଚିଚୁଆନ ବେଦାନ୍ତର କାର୍ଯ୍ୟକ୍ରମକୁ ସମର୍ଥନ କରି କହିଥିଲେଯେବେଦାନ୍ତରମିନିସେଣ୍ଟର୍ଯୁବକମାନଙ୍କଶିକ୍ଷାପାଇଁ ଏକ ଉନ୍ନତ ପ୍ଲାଟଫର୍ମ ଯୋଗାଇବ । ଏହା ଦ୍ୱାରା ସଂପୃକ୍ତ କ୍ଷେତ୍ରରେ ଶିକ୍ଷାଲାଭକରୁଥିବାଛାତ୍ରଛାତ୍ରୀମାନେଆଗକୁବଢିବାପାଇଁଉତ୍ସାହିତହୋଇପାରିବେ । ବେଦାନ୍ତଲାଞ୍ଜିଗଡ଼ଜଣେପ୍ରକୃତଗୋଷ୍ଠୀସହାୟକଭାବରେସ୍ଥାନୀୟଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମୁଁ ଏହାର କାର୍ଯ୍ୟକୁ ପ୍ରଶଂସା କରୁଛି ।
ବେଦାନ୍ତ ଲାଞ୍ଜିଗଡ଼ର ସାମାଜିକ ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତିଭୂମି, ମହିଳା ସଶକ୍ତିକରଣ, ପରିମଳ, ପରିବେଶର ଉନ୍ନତି ଓ ତୃଣମୂଳ ସ୍ତରୀୟ କ୍ର୍ରୀଡ଼ା ପ୍ରତି ସମର୍ଥନ ସହ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିବଦ୍ଧ ଓ ୬୭ରୁ ଅଧିକ ଗ୍ରାମରେ ଏହାର କାର୍ଯ୍ୟକ୍ରମକୁ ବିସ୍ତାର କରିଛି । ଏହାର ୩୭୮ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି । ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣମାନର ଓ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଲାଞ୍ଜିଗଡ଼ରେ ଶିକ୍ଷାର ପ୍ରସାର ଲାଗି ଡିଏଭି ଆନ୍ତର୍ଜାତିକ ବିଦ୍ୟାଳୟ ପ୍ରତିଷ୍ଠା କରିଛି । ଉଲ୍ଲେଖନୀୟ ପଦକ୍ଷେପ ଯଥା ନନ୍ଦଘର ଆଧୁନିକ ଅଙ୍ଗନବାଡ଼ି ଜରିଆରେ ୪୦୦୦ରୁ ଅଧିକ ପିଲା ଓ ୮୦୦ ମହିଳାଙ୍କ ପୋଷଣ କରୁଛି । ସମାଜରେ ମା ଓ ଶିଶୁ ମାନଙ୍କ ଯତ୍ନ ପାଇଁ କାର୍ଯ୍ୟ କରୁଛି । ଆହୁରି ମଧ୍ୟ ଗ୍ରାମୀଣ ଯୁବକମାନଙ୍କ ଶିକ୍ଷାର ବିକାଶ ଲାଗି ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ଯତ୍ନବାନରହିଛି ।