କିଟ୍ ରେ ୪ର୍ଥ ଲୋକସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର,୫ ।୫: ବ୍ୟକ୍ତିଗତ ହେଉ ବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦୀନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ
ସମ୍ପର୍କର ଗୁରୁତପ୍ୱର୍ଣ୍ଣ ଭୂମିକା ରହିଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି କିଟ୍ ସ୍କୁଲ ଅଫ୍ ମାସ୍
କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ୪ର୍ଥଲୋକସମ୍ପର୍କ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ସାମନ୍ତ କହିଲେ, କଟି ବିଶ୍ଵ ବିଦ୍ୟାଳୟରେ
ବର୍ଷତମାମ ବିଭିନ୍ନ କାର୍ଯ୍ୟକମ୍ର ଅନଷ୍ଠୁତ ହେଉଛି । କିଟ୍ ମାସ୍ କମ୍ୟୁନିକେସନ୍ ସ୍କୁଲ୍ର ଛାତ୍ରଛାତ୍ରୀ ମାନେ ଏହାର ସୁଯୋଗ ନେବା
ଉଚତି । ଫଳରେ ସେମାନେ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍େର ର ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିପାରିବେ ।
ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳସ୍ଥିତ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଲେ,
ଲୋକସମ୍ପର୍କ ବୁଝି ହେଉ ନ ଥିବା ଭଳି ଏକ ବୃତ୍ତି ମଧ୍ୟରୁ ଅନ୍ୟତମ । କନ୍ତି ଏହା ଏକ ଅନୁଷ୍ଠାନର ଆଖି ଓ କାନ ଭାବେ କାର୍ଯ୍ୟ
କରିଥାଏ ।

ଏବେ ବି ଲୋକସମ୍ପର୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ କରାଯିବ ସେ ନେଇ ଆମେ ଅସ୍ପଷ୍ଟ ବୋଲି ସେ
କହିଥେô ଲ । ସେହିପରି କୋଲକାତାସ୍ଥିତ ଏସ୍ଆର୍ଏଫ୍ଟିଆଇର ନେି ର୍ଦ୍ଦଶକ ପ୍ରଫେସର ହିମାଂଶୁ ଖଟୁଆ କହିଲେ, କିଟ୍ ହେଉଛି
ଶୃଙ୍ଖଳା, ଭିତ୍ତିଭୂମି ଓ ବିଭିନ୍ନ ସୁବିଧାଯୋଗାଇ ଦେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ । ଛାତ୍ରଛାତ୍ରୀମାନେ ପାରସ୍ପରିକ ସମ୍ପର୍କକୁ
ଦୃଢ଼ କରିବା ଉପରେ ସେ ଜୋର ଦେଇଥେô ଲ । କଟି ୍ର ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ଟିଭି
ଚ୍ୟାନେଲ୍ ଓ ରେଡିଓ଼ ଷ୍ଟେସନ୍, ଡିଜିଟାଲ୍ ମିଡ଼ିଆ ଓ କଟି ୍ର ଲୋକସମ୍ପର୍କ ବଭି ।ଗ ଆଦିରେ ଥିବା ସୁଯୋଗର ସଦୁପଯୋଗ କରିବା
ଉଚତି ୍ବୋଲିସେ କହଥି ôଲେ ।
କିଟ୍ ବିଶ୍ଵ ବିଦ୍ୟାଳୟ କଳୁ ପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହେି ଲ, ମାନବ ସଭ୍ୟତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯୋଗଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛି । ପରବର୍ତ୍ତୀ ଅବସା୍ଥରେ ଏହା ସମ୍ପର୍କେ ର ରୂପାନ୍ତରିତ ହୋଇଛି । ଆମେ କେବଳ ସମ୍ପର୍କ ପାଇଁ କାମ କରୁଛୁ, ଶିକ୍ଷା ଲାଭ କରୁଛୁ ଏବଂ ଜୀବନଧାରଣ କରୁଛୁ । ଲୋକସମ୍ପର୍କ ହେଉଛି ଏହାର ଏକ ଅଂଶବିଶେଷ ବୋଲିସେ କହିଥେô ଲ । ପବକି ୍ଲ ୍ ରେି ଲସନସ୍ ସୋସାଇଟି ଅଫ୍ ଇଣ୍ଡିଆ ଭବୁ ନେଶର୍ୱ ଶାଖାର ଉପାଧ୍ୟକ୍ଷ ସଧୁ ୀର ରଞ୍ଜନ ମିଶ୍ରଦୈନନ୍ଦୀନ ଜୀବନରେ ଲୋକସମ୍ପର୍କ ବୃତ୍ତିରେ କାର୍ଯ୍ୟ କରୁଥିବାଲୋକମାନେ ଯେଉଁ ସବୁ ଚ୍ୟାଲେଞ୍ଜର ସମ୍ମଖୁ ୀନ ହେଉଛନ୍ତି
ତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳସଚବି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି,
ରେଭେନ୍ସା ବିଶ୍ୱବଦି ୍ୟାଳୟ ସହକାରୀ ପ୍ରଫେସର ସାର୍ଥକ ଅଭ୍ୟୁଦୟ, ରମାଦେବୀ ମହିଳା ବିଶ୍ୱବଦି ୍ୟାଳୟ ସହକାରୀ ପ୍ରଫେସର
ନରସିଂହ ମାଝୀ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଜ୍ଞାନ ରଞ୍ଜନ ମିଶ୍ର ଓ ବରିଷ୍ଠ ଲୋକସମ୍ପର୍କ ବିଶେଷଜ୍ଞ
ଧରିତ୍ରୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥେô ଲ । କଟି ୍ ମାସ୍ କମ୍ୟୁନିକେସନ୍ ସ୍କୁଲ୍ର ପାଠ୍ୟକ୍ରମ ସଂଯୋଜକ ଡ.
ରାଜୀବ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ବିଧୁଭୂଷଣ ଦାଶ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଆଲୋକପାତ
କରିଥିଲେ ଓ ଡ. ଅନିରୁଦ୍ଧ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।