Day: February 19, 2026

ଚନ୍ଦ୍ରଶେଖରପୁରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍‌ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଭୁବନେଶ୍ୱର...

ପଶ୍ଚିମ ଓଡ଼ିଶାରେ ଗଭୀର ନିଯୁକ୍ତି ସଙ୍କଟର ଗ୍ରାଉଣ୍ଡ କନେକ୍ଟ ଫଳାଫଳ ପ୍ରକାଶିତ, ନିଯୁକ୍ତି-କେନ୍ଦ୍ରିକ ବିକାଶ ଉପରେ ଧ୍ୟାନ ଦେଲେ ୩୫,୦୦୦ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରହାର ପକ୍ଷରୁ କୁହାଯାଇଛି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ପ୍ରହାର - ନିଯୁକ୍ତି, ଜୀବିକା ଏବଂ ଆଂଚଳିକ ସମାନତା ଉପରେ କାର୍ଯ୍ୟ କରୁଥିବା ଏକ ନୀତି-କେନ୍ଦ୍ରିକ ବିକାଶ ସଂଗଠନ, ଅସହାୟତା ବିରୁଦ୍ଧରେ...

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ‘ଏଆଇ ସଖୀ’ କା~ðýକ୍ରମରେ ଓଡ଼ିଶାର ୩୧୫ ମହିଳା ସାମିଲ

-           ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୬୦୦eê ଊର୍ଦ୍ଧ୍ୱ ମହିଳା ସାମିଲ -           ଟାଟା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ମିଳିତ ପ୍ରୟାସରେ ନୂଆଦିଲ୍ଲୀର ଭାରତ...