ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତସଂଗ୍ରହ ହେଲା ୨୪୭ ୟୁନିଟ୍ ରକ୍ତ
ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଭବାନୀପାଟଣାର ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ଲାଞ୍ଜିଗଡ଼ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ...
