Month: January 2026

ବେଦାନ୍ତ ଲିମିଟେଡ ରେକର୍ଡ ସହିତ ତୃତୀୟ ତ୍ରୈମାସିକ ରିପୋର୍ଟ ପ୍ରକାଶ କରିଛି: ଲାଭ ୬୦% ବୃଦ୍ଧି ପାଇ ୭,୮୦୭ କୋଟି ଟଙ୍କାରେ ପହଂଚିଛି, ରାଜସ୍ୱ ୧୯% ବୃଦ୍ଧି ପାଇଛି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ବେଦାନ୍ତ ଲିମିଟେଡ (ଈଝଋ: ୫୦୦୨୯୫ ଌ ଘଝଋ: ଠଋଊଖ) ୩୧ ଡିସେମ୍ବର ୨୦୨୫ ରେ ଶେଷ ହୋଇଥିବା ତୃତୀୟ ତ୍ରୈମାସିକ ଏବଂ...

ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଶକ୍ତି ବିଭାଗର ପାଭିଲିୟନକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଟିପିସିଓଡିଏଲ୍ ପକ୍ଷରୁ ଉପଭୋକ୍ତା-କୈନ୍ଦ୍ରିକ ପଦକ୍ଷେପ ପ୍ରଦର୍ଶିତ ରାଉରକେଲାରେ ଚାଲିଥିବା ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ଭିଜନକୁ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ...

ବେଦାନ୍ତ ଆଲୁମିନିୟମ କର୍ମଚାରୀ ତଥା ସମ୍ପ୍ରଦାୟର ଅଂଶଗ୍ରହଣ ସହିତ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟରେ କର୍ମଚାରୀ, ପରିବାର, ଛାତ୍ର ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ଏକତ୍ର କରି ଭାରତର...

ବେଦାନ୍ତ ଆଲୁମିନିୟମ ଓଡ଼ିଶା ଏବଂ ଛତିଶଗଡ଼ରେ ଜାତୀୟ କନ୍ୟା ଦିବସ ପାଳନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଓଡ଼ିଶା ଏବଂ ଛତିଶଗଡ଼ରେ ଏହାର କାର୍ଯ୍ୟ ପରିସରଭୁକ୍ତ ଅଂଚଳର ଝିଅ ଏବଂ ଯୁବତୀମାନଙ୍କୁ...

ବେଦାନ୍ତ ଭାରତର ଉତ୍ପାଦନ କ୍ଷେତ୍ରରେ ୨,୫୦୦ କୋଟି ଟଙ୍କାର ସର୍ବବୃହତ କର୍ମଚାରୀ ଇକ୍ୱିଟି ଅନୁଦାନ ପ୍ରଦାନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ଅଗ୍ରଣୀ ଧାତୁ, ତୈଳ ଏବଂ ଗ୍ୟାସ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସମନ୍ୱୟ ବେଦାନ୍ତ ଲିମିଟେଡ୍ (ଏନଏସଇ:ଭିଇଡିଏଲ) ଗତ...

କିସରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦିନିକିଆ ଜାତୀୟ ଆଲୋଚନାଚକ୍ର

ଯୋଗଦେଲେ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ସ୍ଥାୟୀ ବିକାଶ ଲକ୍ଷ୍ୟ ଓ କିସ୍‍: ପରିବର୍ତ୍ତନକାରୀ ଶିକ୍ଷା, ସ୍ୱେଚ୍ଛାସେବା ଓ ସମାଜ କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ...

ଧାମରା ବନ୍ଦରରେ ନୂତନ ରେଳ ଲାଇନର ଶୁଭାରମ୍ଭ

-           ବଢ଼ିବ ପଣ୍ୟ କାରବାର କ୍ଷମତା ଧାମରା, ପ୍ରବାହ ନ୍ୟୁଜ୍ : ଧାମରା ବନ୍ଦର ପ୍ରକଳ୍ପ ଅଞ୍ଚଳରେ ଏକ ନୂତନ ମାନୁଆଲ୍ ରେଳପଥ ସଫଳତାର ସହ କାର୍ଯ୍ୟକ୍ଷମ...

ଜାତୀୟ ବିଦ୍ୟୁତ ମାନ୍ୟତାରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ବଡ଼ ସଫଳତା, ଶକ୍ତି ମନ୍ତ୍ରଣାଳୟର ୧୪ତମ ସମନ୍ୱିତ ରେଟିଂ ରିପୋର୍ଟରେ ହାସଲ କଲେ ସର୍ବୋଚ୍ଚ ଗ୍ରେଡ୍‌

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଶକ୍ତି କ୍ଷେତ୍ରରେ ଓଡ଼ିଶାର ସଫଳତା ପୁଣି ଥରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୫ ଆର୍ôଥକ...

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ କାର୍ଯ୍ୟକ୍ଷେତ୍ରକୁ ଫେରୁଥିବା ମହିଳା ପେସାଦାରଙ୍କ ପାଇଁ ‘ନୂଆ ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍ : ଗତବର୍ଷର ମହିଳା କ୍ୟାରିୟର କମ୍‌ବ୍ୟାକ୍ କାର୍ଯ୍ୟକ୍ରମର ଉତ୍ସାହଜନକ ସଫଳତା ପରେ, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ଆଜି ‘ନୂଆ...

ଗ୍ରାମାଞ୍ଚଳରେ ବିଦ୍ୟୁତ ସଂସ୍କାର ପାଇଁ ଟିପିସିଓଡିଏଲକୁ ଏଡିକନ ୨୦୨୬ରେ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ନୂଆଦିଲ୍ଲୀରେ ଅନୁଷ୍ଠିତ ଏଡିକନ ୨୦୨୬ ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) କୁ ଗ୍ରାମାଞ୍ଚଳରେ ଉନ୍ନତ ରାଜସ୍ୱ ଆଦାୟ ପାଇଁ...

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କଳିଙ୍ଗନଗର, ପ୍ରବାହ ନ୍ୟୁଜ୍ : ସାମାଜିକ କଲ୍ୟାଣ ଏବଂ ସ୍ୱାସ୍ଥ୍ୟସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ପକ୍ଷରୁ ବୁଧବାର, ପ୍ଲଟ୍-୨ ଅଡିଟୋରିୟମଠାରେ...

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କିସ୍‍ ରେ ଆଜି ସର୍ବଭାରତୀୟ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି।ସାମଗ୍ରିକ ଜାତୀୟ ବିକାଶରେ ପ୍ରୌଢ଼ ଶିକ୍ଷାର ଭୂମିକା ଉପରେ ଆଲୋଚନା ନିମନ୍ତେ ଏହି ସମ୍ମିଳନୀରେ ଶିକ୍ଷାବିତ୍‍, ନୀତି...

ଏଡିକନ ୨୦୨୬ ଅବସରରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ ଜାତୀୟ ସ୍ତରରେ ସମ୍ମାନିତ

ନୂଆଦିଲ୍ଲୀ : ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟୁତ ବିତରଣ ସଂସ୍ଥା ଭାବରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ବିଦ୍ୟୁତ...

ଟିପିଡବ୍ଲୁଓଡିଏଲର ‘ଉଲା ଯୋଜନା’ଅଧିନରେ ସୋଲାର ପ୍ୟାନେଲ୍ ସ୍ଥାପନ କରିବା ଦ୍ୱାରା ୧୭୭ ପରିବାରଙ୍କ ବିଦ୍ୟୁତ୍ ବିଲ୍ ହେଲା ଶୂନ

ମୋଟ୍ ୪୪୯ ଗ୍ରାହକ ‘ଉଲା ଯୋଜନା’ ଅଧିନରେଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ କରିଛନ୍ତି । ଏମାନଙ୍କ ମଧ୍ୟରୁ୧୭୭ଜଣ ଗ୍ରାହକଙ୍କ ନଭେମ୍ବର ମାସର ବିଦ୍ୟୁତ୍ ବିଲ୍ ଶୂନ...

ବେଦାନ୍ତ ଝାରସୁଗୁଡାର ମାର୍ଶାଲ ଆର୍ଟସ ତାଲିମ କେନ୍ଦ୍ରର ଖେଳାଳିମାନେ ଜାତୀୟ ଚାମ୍ପିଅନ ଭାବରେ ଉଭା ହୋଇଛନ୍ତି

ଝାରସୁଗୁଡା,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ନୂଆଦିଲ୍ଲୀରେ ଜାତୀୟ କରାଟେ ଫେଡେରେସନ ଦ୍ୱାରା ଆୟୋଜିତ ଜାତୀୟ କରାଟେ ଚାମ୍ପିଅନସିପ୍ ୨୦୨୫ ରେ...