ବେଦାନ୍ତ ଆଲୁମିନିୟମ ୫ ଇଂଚ ବିଲେଟ୍ ଲଂଚ କରିବା ସହିତ ୧.୨୫ ଏମଟିପିଏ କ୍ଷମତା ପର୍ଯ୍ୟନ୍ତ ପୋର୍ଟଫୋଲିଓକୁ ସମ୍ପ୍ରସାରଣ କରିଛି
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏବଂ ଦେଶର ଶୀର୍ଷ ବିଲେଟ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ଆଜି ଆଲୁମିନିୟମ ଏକ୍ସଟ୍ରୁଜନ ଶିଳ୍ପ ପାଇଁ...