Day: January 6, 2025

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ପ୍ରବାହ ନ୍ୟୁଜ୍‌ : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଜ୍ୟାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବିଶେଷ କରି ପ୍ରଯୁକ୍ତି, ପ୍ରତିରକ୍ଷା,...

ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ...

ବେଦାନ୍ତ ପକ୍ଷରୁ ୨୦୨୪-୨୫ର ତୃତୀୟ ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ଆଲୁମିନିୟମ୍ ଉତ୍ପାଦନ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଆଲୁମିନିୟମ ଓ ଆଲୁମିନା ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରାଯାଇଛି ।...

କବିସୂର୍ଯ୍ୟଙ୍କ ଜନ୍ମ ଅ।ଠଗଡ଼ ନୁହେଁ ବିଜୟନଗରଗଡ଼ ସ୍ମୃତିକମିଟି ପକ୍ଷରୁ ଅଲୋଚନା ସଭା

ଦିଗପହଣ୍ଡି,ପ୍ରବାହ ନ୍ୟୁଜ୍‌ : ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଶନିବାର ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଅ ।ଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି...

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

ବାଲେଶ୍ବର, ପ୍ରବାହ ନ୍ୟୁଜ୍‌ : ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା " ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ", ଆଳଦା, ଖଇରା, ବାଲେଶ୍ବରର ପଞ୍ଚମ...

ବନ୍ଧ ଖଣିରୁ ବେଆଇନ୍ ଉତ୍ତଳନ ଓ ପରିବହନ ଘଟଣା, ଠିକାଦାରଙ୍କୁ ନୋଟିସ୍ କରି ଚୁପ୍ ବସିଛି ଖଣି ବିଭାଗ

କେନ୍ଦୁଝର,(ପ୍ରବାହ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ନିୟମିତ ଭାବେ ଖଣିଜ ସମ୍ପଦ ଚୋରିର ଅଭିଯୋଗ ହେଉଥିଲେ ମଧ୍ୟ ପୂର୍ବ ସରକାର କୌଣସି କାର୍ଯ୍ୟାନୁଷ୍ଠାନ...

ନିଖିଳ ଉତ୍କଳ ଦାସକାଠିଅ। କଳାକାର ସଂଘର ୪୪ ତମ ବାର୍ଷିକ ମହୋତ୍ସବ ଉଦଯାପିତ

ବ୍ରହ୍ମ୍ଠପୁର, ପ୍ରବାହ ନ୍ୟୁଜ୍‌ : ନିକଟସ୍ଥ ଭାବନ୍ଧ ଠାରେ ଥିବା ଶ୍ରୀ ପାଗଳବାବା ଅ ।ଶ୍ରମ ପରିସରରେ ଗତ ୪, ୫ ତାରିଖ (ଶନିବାର ଓ ରବିବାର)...