Month: January 2025

ଷ୍ଟାର୍ଟଅପ ଓଡ଼ିଶା ଅର୍ଥନୀତି ପାଇଁ ଏକ ବରଦାନ

ଉତ୍କର୍ଷ ଓଡ଼ିଶା କନକ୍ଲେଭ -୨୦୨୫ରେ ଏମଏସଏମଇ ମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମୁଖ ଏମଓୟୁ ର ଘୋଷଣାନାମା ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ଓଡ଼ିଶା ଉଦ୍ୟୋଗ ଓ ସୃଜନଶୀଳତାର ଏକ...

ମେକ୍ ଇନ୍ ଓଡ଼ିଶାକୁ ସଫଳ କରିବା ପାଇଁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ପ୍ରତିଶୃତିବଦ୍ଧ

ଭୁବନେଶ୍ୱର: ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ଓଡ଼ିଶାର ଆର୍ôଥକ ବିକାଶ...

ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କ ପୁତ୍ର ବିୟୋଗ

ଭୁବନେଶ୍ବର:ପ୍ରବାହ ନ୍ୟୁଜ୍‌ : କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କ ପୁତ୍ର ସୌମ୍ୟରଞ୍ଜନ ଦାସଙ୍କ ୨୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ...

ବେଦାନ୍ତ ପକ୍ଷରୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ଓଡ଼ିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କା ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ପ୍ରାକୃତିକ ସମ୍ପଦ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ତଥା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା...

ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘ ଡାକରାରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଓଡ଼ିଶା ସରକାରଙ୍କ ଏକ ନିଗମ, ଯେଉଁଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶତାଧିକ କର୍ମଚାରୀ ବିଭିନ୍ନ ବିଭାଗରେ...

ଷ୍ଟେଟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ପ୍ରବାହ ନ୍ୟୁଜ୍‌ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୟ ଏମ୍ ଟୋନ୍ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ...

ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ପ୍ରବାହ ନ୍ୟୁଜ୍‌ : ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ...

ସରକାରୀ ହୋମିଓପାଥିକ ଚିକିତ୍ସାଳୟ, ଚମ୍ପତିପୁରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ପ୍ରବାହ ନ୍ୟୁଜ୍‌ : ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ,ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ଭରିଯାଇଛି ଦେଶପ୍ରେମ ର ଅପୂର୍ବ ଉନ୍ମାଦନା।ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା...

ବେଦାନ୍ତ ଆଲୁମିନିୟମ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ରେ ଏହାର ସାମାଜିକ-ଅର୍ଥନୈତିକ ପ୍ରଭାବ ଏବଂ ଉତ୍ପାଦନ ଉତ୍କର୍ଷତା ପ୍ରଦର୍ଶନ କରିବ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ୨୮, ୨୯ ଏବଂ ୩୦ ଜାନୁଆରୀ ୨୦୨୫ ରେ ଭୁବନେଶ୍ୱରର ଜନତା ମଇଦାନରେ...

କିଟ୍ ଓ କିସ୍‌ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଅନ୍ତର୍ଜାତୀୟ ଭଲିବଲ ସଂଘ...

ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ 76 ତମ ସାଧାରଣତନ୍ତ୍ର ଦିବସ

ପାରାଦୀପ,ପ୍ରବାହ ନ୍ୟୁଜ୍‌ : ରିଫାଇନରୀରେ 76 ତମ ସାଧାରଣତନ୍ତ୍ର ଦିବସ ଦେଶପ୍ରେମ ଓ ଉତ୍ସାହ ସହିତ ପାଳନ କରାଗଲା । ଏହି ଅବସରରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ...

ଜିନ୍ଦଲ ଷ୍ଟେନଲେସ ଷ୍ଟିଲ୍‌ର ଚାହିଦା ବଢ଼ାଇବା ପାଇଁ ମୂଳଭୂତ ଢାଂଚା ବ୍ୟୟକୁ ପ୍ରାଥମିକତା ଦେବାକୁ ପ୍ରସ୍ତାବ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତର ସବୁଠାରୁ ବଡ଼ ଷ୍ଟେନଲେସ ଷ୍ଟିଲ୍ ନିର୍ମାତା ଜିନ୍ଦଲ୍ ଷ୍ଟେନଲେସ ଆଶା କରୁଛି ଯେ ଆସନ୍ତା କେନ୍ଦ୍ରୀୟ ବଜେଟ୍ ରେ ଷ୍ଟେନଲେସ...

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

ଥେରୁବାଲି-ପ୍ରବାହ ନ୍ୟୁଜ୍‌ : ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଆଚରଣ-ଆଧାରିତ ସୁରକ୍ଷାରେ କୃତ୍ରିମ ବୁଦ୍ଧିମତା ସମ୍ପର୍ଣ୍ଣ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଓଡିଶା ସରକାରଙ୍କ...

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, କବିତା ଦାଶଙ୍କୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,ପ୍ରବାହ ନ୍ୟୁଜ୍‌ : ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା " ମୋ ଅନୁଷ୍ଠାନ ସାହିତ୍ୟ ସଂସଦ " ହ୍ବାର୍ଟସ୍ଅପ୍ ଗୃପ୍ ରେ ପ୍ରତି ରବିବାର...

ବାଳିକା ଉଚ୍ଚ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ

ପାରଳାଖେମୁଣ୍ଡି, ପ୍ରବାହ ନ୍ୟୁଜ୍‌ : ଗୋଷଣୀ ବ୍ଲକ ଅନ୍ତର୍ଗତ ବାଗଶାଳା ଗ୍ରାମରେ ରାଧା ଚରଣ ଦାସ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୭୬ତମ ସାଧାରଣ ତନ୍ତ୍ର ଦିବସ...