Year: 2025

୨୨ତମ ସଂସ୍କରଣକର ଡ. ଚନ୍ଦ୍ର ଭାନୁଶତପଥୀଙ୍କ ଦ୍ଵାରା ଅଭିଭାଷଣ ପ୍ରଦାନ

ଭୁବନେଶ୍ଵର,ପ୍ରବାହ ନ୍ୟୁଜ୍‌ : ଆଧ୍ୟାତ୍ମିକ ଚିନ୍ତକ ତଥା ଲେଖକ ଡକ୍ଟର ଚନ୍ଦ୍ରଭାନୁ ସତପଥୀ ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୨ତମ ସଂସ୍କରଣରେ “ନୈତିକ କର୍ପୋରେଟ୍ମ୍ୟାନେଜମେଣ୍ଟ” ବିଷୟ...

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରବାସୀ ଭାରତୀୟ ଦିବସ ପାଳନ

ପ୍ରବାହ ନ୍ୟୁଜ୍‌ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ଜାନୁୟାରୀ ୮ ରୁ ୧୦ ତାରିଖ ପର‌୍ୟ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ...

ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଭୁବନେଶ୍ୱରରେ ୮ତାରିଖରୁ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗ୍ଲୋବାଲ୍‍ ଅର୍ଗାନାଇଜେସନ୍‍ ଅଫ୍‍...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନରେ ସେବା ଦିବସ ପାଳିତ

କେନ୍ଦୁଝର, ପ୍ରବାହ ନ୍ୟୁଜ୍‌ : କେନ୍ଦୁଝର ମାଟିର ନେତା ତଥା ଓଡିଶା ର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନକୁ ଆଜି ବିଜେପି...

କନକ ବର୍ଦ୍ଧନ ସିଂଦେଓଙ୍କୁ  ସାକ୍ଷାତ କରି ଜିଲ୍ଲାର ବିକାଶ ପାଇଁ ୧୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ପ୍ରବାହ ନ୍ୟୁଜ୍‌ : ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ ସର୍କିଟହାଉସଠାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓଙ୍କୁ  ସାକ୍ଷାତ କରି ଜିଲ୍ଲାର ବିକାଶ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ପ୍ରବାହ ନ୍ୟୁଜ୍‌ : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଜ୍ୟାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ବିଶେଷ କରି ପ୍ରଯୁକ୍ତି, ପ୍ରତିରକ୍ଷା,...

ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ...

ବେଦାନ୍ତ ପକ୍ଷରୁ ୨୦୨୪-୨୫ର ତୃତୀୟ ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ଆଲୁମିନିୟମ୍ ଉତ୍ପାଦନ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଆଲୁମିନିୟମ ଓ ଆଲୁମିନା ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରାଯାଇଛି ।...

କବିସୂର୍ଯ୍ୟଙ୍କ ଜନ୍ମ ଅ।ଠଗଡ଼ ନୁହେଁ ବିଜୟନଗରଗଡ଼ ସ୍ମୃତିକମିଟି ପକ୍ଷରୁ ଅଲୋଚନା ସଭା

ଦିଗପହଣ୍ଡି,ପ୍ରବାହ ନ୍ୟୁଜ୍‌ : ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଶନିବାର ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଅ ।ଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି...

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

ବାଲେଶ୍ବର, ପ୍ରବାହ ନ୍ୟୁଜ୍‌ : ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା " ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ", ଆଳଦା, ଖଇରା, ବାଲେଶ୍ବରର ପଞ୍ଚମ...

ବନ୍ଧ ଖଣିରୁ ବେଆଇନ୍ ଉତ୍ତଳନ ଓ ପରିବହନ ଘଟଣା, ଠିକାଦାରଙ୍କୁ ନୋଟିସ୍ କରି ଚୁପ୍ ବସିଛି ଖଣି ବିଭାଗ

କେନ୍ଦୁଝର,(ପ୍ରବାହ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ନିୟମିତ ଭାବେ ଖଣିଜ ସମ୍ପଦ ଚୋରିର ଅଭିଯୋଗ ହେଉଥିଲେ ମଧ୍ୟ ପୂର୍ବ ସରକାର କୌଣସି କାର୍ଯ୍ୟାନୁଷ୍ଠାନ...

ନିଖିଳ ଉତ୍କଳ ଦାସକାଠିଅ। କଳାକାର ସଂଘର ୪୪ ତମ ବାର୍ଷିକ ମହୋତ୍ସବ ଉଦଯାପିତ

ବ୍ରହ୍ମ୍ଠପୁର, ପ୍ରବାହ ନ୍ୟୁଜ୍‌ : ନିକଟସ୍ଥ ଭାବନ୍ଧ ଠାରେ ଥିବା ଶ୍ରୀ ପାଗଳବାବା ଅ ।ଶ୍ରମ ପରିସରରେ ଗତ ୪, ୫ ତାରିଖ (ଶନିବାର ଓ ରବିବାର)...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଜାନୁୟାରୀ ୮ ରୁ ୧୦ ତାରିଖ ଯାଏ ପାଳିତ ହେଉଥିବା...

‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ

ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’...

ମାଛଚାଷୀ ଓ ବୈଜ୍ଞାନିକ ବାର୍ତ୍ତାଳାପ କାର୍ଯ୍ୟକ୍ରମ

କୋରାପୁଟ, ପ୍ରବାହ ନ୍ୟୁଜ୍‌ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବାମୁଣିଆଗୁଡା ଠାରେ ବୈଜ୍ଞାନିକ ପଦ୍ଧତି ରେ ମାଛ ଚାଷରେ ହେଉଥିବା ଲାଭ ସମ୍ପର୍କରେ ଚାଷୀ ଓ...