ରାଜ୍ୟପାଳଙ୍କ ଦ୍ୱାରା କିଟରେ କାର୍ଡିଓପଲ୍ମୋନାରୀ ରେସସାଇଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା କିଟରେ ବିଶାଳ କାର୍ଡିଓପଲ୍ମୋନାରୀ ରେସସାଇଟେସନ୍ (ସିପିଆର) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। କିଟ୍ ସହଯୋଗରେ ଶ୍ରୀ ଜଗନ୍ନାଥ ସର୍ଭିସ୍...