Year: 2022

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର/ସୁନ୍ଦରଗଡ଼: ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଆଜି ଫେବ୍ରୁଆରି ୧୩ ତାରିଖରେ...

‘ଆଇପିଏଲ୍’ ନିଲାମ୍: ସର୍ବାଧିକ ୧୨.୨୫ କୋଟି ଟଙ୍କାରେ ଶ୍ରେୟସ୍ ଆୟେର୍ଙ୍କୁ କିଣିଲା ‘କୋଲ୍‌କାତା ନାଇଡ୍ ରାଇଡର୍ସ’

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌। ତାଙ୍କୁ ୧୨.୨୫ କୋଟି ଟଙ୍କାରେ ନିଲାମ ଧରିଛି ‘କୋଲ୍‌କାତା...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ଇନଷ୍ଟାବିଜ୍‌’କୁ ଇଟଂରଅପରେବଲ୍ କରାଯାଇଛି,

ବ୍ୟବସାୟୀମାନେ ତୁରନ୍ତ ଡିଜିଟାଲ୍ ସଂଗ୍ରହ ସମାଧାନ ପାଇପାରିବେ ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ନିଜର ବ୍ୟବସାୟ ବ୍ୟାଙ୍କିଙ୍ଗ ମୋବାଇଲ୍ ଆପ୍...

ହିଜାବ୍ ବିବାଦ: ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ଅପିଲ୍; ଜରୁରୀକାଳୀନ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍ କୋର୍ଟ

ହିଜାବ୍‌ ବିବାଦରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଦାଏର କରାଯାଇଥିବା ପିଟିସନ୍‌ର ଜରୁରୀକାଳୀନ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ମନା...

ଗୋଦରେଜ୍ ଆପ୍ଳାଏନ୍‌ସେସ୍ ପକ୍ଷରୁ କ୍ଷୁଦ୍ର ପରିବାର ପାଇଁ କମ୍ପାକ୍ଟ କାଉଂଟର୍‌-ଟପ୍ ଡିସ୍‌ୱାସର୍ ଉନ୍ମୋଚିତ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ କ୍ଷୁଦ୍ର ପରିବାରର ବାସନ ମାଜିବା ଆବଶ୍ୟକତା ପୂରଣ କରିବା ଲାଗି ଗୋଦରେଜ୍ ଇଅନ୍ ମ୍ୟାଗ୍‌ନସ୍ କାଉଂଟର୍‌-ଟପ୍ ଡିସ୍‌ୱାସର୍...

ଆମାଜନ୍‍ ଆରମ୍ଭ କଲା ପ୍ରପେଲ ଷ୍ଟାର୍ଟଅପ ଆକ୍‍ସିଲରେଟର ସିଜନ ୨ଋପ୍ତାନି ବୃଦ୍ଧି ଏବଂ ଭାରତରେ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‍ ସୃଷ୍ଟି

କାର୍ଯ୍ୟକ୍ରମର ଲକ୍ଷ୍ୟ :- ଚା ସିକୋଇଆ କ୍ୟାପିଟାଲ ଇଣ୍ଡିଆ, ଫାୟାରସାଇଡ ଭେଞ୍ଚର୍ସ ସିଜନ ୧ରୁ ଭିସି ସହଭାଗୀରହିଛନ୍ତି, ଆସେଲ୍‍ ଏବଂ ଡିଏସ୍‍ଜି କଞ୍ଜୁମର ପାର୍ଟନର୍ସ ଏବେ ସାମିଲଚା...

ପ୍ରାପ୍ତ ବୟସ୍କ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ଭାରତରେ ଆରମ୍ଭ ହେଲା ପ୍ରଥମ ‘ନାଜାଲ୍‌ ସ୍ପ୍ରେ’

ନୂଆଦିଲ୍ଲୀ: କୋଭିଡ୍‌-୧୯‌ଦ୍ବାରା ଆକ୍ରାନ୍ତ ପ୍ରାପ୍ତ ବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ‘ସାନୋଟାଇଜ୍‌’ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ‘ଗ୍ଲେନ୍‌ମାର୍କ’ ଭାରତରେ ‘ନାଇଟ୍ରିକ୍‌ ଅକ୍ସାଇଡ୍‌ ନାଜାଲ୍‌ ସ୍ପ୍ରେ’ର (ଫେବିସ୍ପ୍ରେ)...

୭୦ଜଣଙ୍କୁ ନେଇ ମୁମ୍ବାଇରୁ ଉଡ଼ାଣ କରିବା ପରେ ଖସିପଡ଼ିଲା ବିମାନର ଇଞ୍ଜିନ କଭର

ମୁମ୍ବାଇ: ଇଞ୍ଜନ କଭର ବିନା ଉଡ଼ିଲା ବିମାନ। ୭୦ଜଣଙ୍କୁ ନେଇ ମୁମ୍ବାଇରୁ ଉଡ଼ାଣ କରିଥିବା ଆଲିଆନ୍ସ ଏୟାରର ଏକ ବିମାନର ଇଞ୍ଜନ କଭର ରନୱେ ଉପରେ ଖସିପଡ଼ିବା...

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଇକ୍ୱିଟି ଇଟିଏଫ୍‌ସ ଏଫ୍‌ଓଏଫ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସଂପତି ପରିଚାଳନା କଂପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ଇଟିଏଫ୍‌ସ ଏଫ୍‌ଓଏଫ୍‌ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି ।...

ଭାରତୀୟ ଜାତୀୟ ମୋଟରସାଇକଲ୍ ରେସିଂ ଚାମ୍ପିଆନ୍‌ସିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ୬୯ ରେସିଂ ଟିମ୍‌ର ରାଜୀବ ସେତୁଙ୍କ ଚମ୍‌ତ୍କାର ପ୍ରଦର୍ଶନ

ବନେଶ୍ୱର: ଚେନ୍ନାଇର ମାଡ୍ରାସ ମୋଟର ରେସ୍ ଟ୍ରାକ୍‌ରେ ଚାଲିଥିବା ଭାରତୀୟ ଜାତୀୟ ମୋଟରସାଇକଲ୍ ରେସିଂ ଚାମ୍ପିଆନ୍‌ସିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ୬୯ ରେସିଂ ଟିମ୍‌ର ରାଜୀବ ସେତୁ ଚମତ୍କାର...

ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ: ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ

ଭୁବନେଶ୍ବର: ସୋମବାରଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି। ଆଜିଠାରୁ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା...

ପଞ୍ଚାୟତ ନିର୍ବାଚନ ଲାଗି କଟକଣା କୋହଳ କଲେ ରାଜ୍ୟ ନିର୍ବାଚନ କମିସନ: ୩୦୦ରେ ସଭା ଓ ୨୦ଜଣରେ ପ୍ରଚାର

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ। ଏନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପାଢ଼ୀ ସୂଚନା ଦେଇ କହିଛନ୍ତି, ଏଣିକି...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଆଜି ପୂର୍ବହ୍ନରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ୧୩...

କରୋନାର ସଚେତନତା ର ବାର୍ତ୍ତା ନେଇ ବାହାରିଲେ ସାମ୍ବାଦିକ ଯୁଧିଷ୍ଠିର ସାହୁ

ସୁବର୍ଣ୍ଣପୁର - କରୋନା କୁ ନଡରି ତାର ମୁକାବିଲା କରନ୍ତୁ। ଟୀକା ନିଅନ୍ତୁ।ସର୍ବଦା ମାସ୍କ ପରିଧାନକରି ସାମାଜିକ ଦୂରତା ରକ୍ଷା କରନ୍ତୁ।ଅଯଥା ଜନଗହଳି କୁ ଯାଆନ୍ତୁ ନାହିଁ...

ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ: ଆରମ୍ଭ ହେଲା ଖୋଦନ, ମିଳିଲା ଲୁହାଖଣ୍ଡ

ପୁରୀ: ପୁରୀର ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହ ଉପୁଜିବା ପରେ ସେଠାରେ ଖୋଦନ ଆରମ୍ଭ ହୋଇଥିବାର ଖବର ମିଳିଛି। ମାଜିଷ୍ଟ୍ରେଟ୍, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ,...