Year: 2022

କଟପାଙ୍କ ଆଖିବୁଜା ଗୁଳି ଚାଳନାର କାରଣ ଅସ୍ପଷ୍ଟ, ୫ ବିଏସଏଫ ଯବାନ ମୃତ

ଅମୃତସର: ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଛି । ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୬ଜଣ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ସୁବର୍ଣ୍ଣପୁର ର ଜଳପରି ଅର୍ପିତାକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର ୫/୩ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ଝିଅ ରାଧାରାଣୀ ରାଜେଶ୍ବରୀ ସେଠୀ ଓରଫ୍ ଅର୍ପିତା ସେଠୀ(୬) ଏତେ...

ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ...

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା...

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର...

ସ୍କୋଡା ଅଟୋ ଇଣ୍ଡିଆ ଫେବୃୟାରୀ ୨୦୨୨ରେ ବାର୍ଷିକସ୍ତରରେ ୪୨୮% ଅଭିବୃଦ୍ଧି ହାସଲ କଲା

ଫେବୃଆରୀ ୨୦୨୨ରେ ୪,୫୦୩ ୟୁନିଟ ବିକ୍ରିର ରେକର୍ଡଫେବୃଆରୀ ୨୦୨୧ ତୁଳନାରେ ବାର୍ଷିକ ୪୨୮% ଅଭିବୃଦ୍ଧିକୌଶାକ୍‌ର ଭଲ୍ୟୁମ ବୃଦ୍ଧି ଜାରି ରହିଛିଅଲ୍ ନ୍ୟୁ ସ୍ଲାଭିଆ-୧.୦ ଟିଏସ୍‌ଆଇର ଟେଷ୍ଟ ଡ୍ରାଇଭ...

ସମସ୍ତ ରୁଷୀୟ ଧାରାବାହିକ ପ୍ରସାରଣ ସ୍ଥଗିତ ରଖିଲା ‘ନେଟ୍‌ଫ୍ଲିକ୍ସ’

ୱାସିଂଟନ୍‌: ୟୁକ୍ରେନ୍‌ ଉପରେ ରୁଷ୍‌ ସାମରିକ ଅଭିଯାନ ଚଳାଇବାରୁ ବୃହତ୍‌ ପ୍ରସାରଣକାରୀ ସଂସ୍ଥାନ ‘ନେଟ୍‌ଫ୍ଲକ୍ସ୍‌’ ଆଉ ରୁଷୀୟ ଧାରାବାହିକ ଆଦି ପ୍ରସାରଣ କରିବ ନାହିଁ। ଭ୍ଲାଦିମିର୍‌ ପୁଟିନ୍‌ଙ୍କ...

ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ଅଲ୍‌-ନିୟୁ ସ୍ଲାଭିଆ ୧.୦ ଟିଏସ୍‌ଆଇ₹ ୧୦.୬୯ଲକ୍ଷଟଙ୍କାରେ ଉପଲବ୍ଧ

ପ୍ରିମିୟମମିଡ୍‌ସାଇଜସେଡାନରତିନୋଟିଟ୍ରିମରହିବ: ଆକ୍ଟିଭ, ଆମ୍ବିଶନ, ଷ୍ଟାଇଲ୍‌ମେଡ-ଫର-ଇଣ୍ଡିଆ ଏମ୍‌କ୍ୟୁବି-ଏ-୦ ଇନ୍ ପ୍ଲାଟଫର୍ମରେସ୍ଲାଭିଆହେଉଛି ଦ୍ୱିତୀୟଉତ୍ପାଦସ୍ଲାଭିଆ ୧.୦ ଟିଏସ୍‌ଆଇ ଏକ ୬-ସ୍ପିଡ ମାନୁଆଲ୍‌ଏବଂ ୬-ସ୍ପିଡ ଟର୍କକନଭର୍ଟରସ୍ୱୟଂଚାଳିତଟ୍ରାନ୍ସମିସନ ପ୍ରଦାନ କରିବସ୍ଲାଭିଆ ୧.୦ ଟିଏସଆଇରେ ୩-ସିଲିଣ୍ଡର...

ୱାର୍ଡୱିଜାର୍ଡ ବିକ୍ରିରେ ରେକର୍ଡ, ପ୍ରଥମ ଥର ବିକ୍ରି ୪୦୦୦ ସ୍ତର ଟପିଲା

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ୨୦୨୨ ଫେବ୍ରୁଆରି ମାସରେ ୪,୪୫୦ଟି ଇଲେକ୍ଟ୍ରିକ୍...

ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ମୂଲ୍ୟ ବଢିଲେ ରାସ୍ତାକୁ ଓହ୍ଲାଇବୁ: କଂଗ୍ରେସ

ନୂଆଦିଲ୍ଲୀ: ବ୍ୟବସାୟିକ ରନ୍ଧନ ଗ୍ୟାସ ଏବଂ କ୍ଷୀରର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ଦଳ ସରକାରଙ୍କୁ ଆକ୍ରମଣ କରିଛି। ବିଧାନସଭା ନିର୍ବାଚନ ପରେ ଇନ୍ଧନର ମୂଲ୍ୟ ବୃଦ୍ଧି...

ରାଜଧାନୀରୁ ଧରାପଡିଲା ୧୨ କୋଟି ଟଙ୍କାର ସୁନା, ଟ୍ରେନ ଯୋଗେ ମୁମ୍ବାଇରୁ ଆସିଥିଲା ୩୨ କିଲୋଗ୍ରାମରୁ ଅଧିକ ସୁନା

ଭୁବନେଶ୍ୱର: ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା | ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ...

ଭାରତରେ ଚତୁର୍ଥ କୋଭିଡ୍ ଲହର ଜୁନରୁ ଆରମ୍ଭ ହୋଇପାରେ

୨ମାସ ପରେ କୋଭିଡ୍ ସଂକ୍ରମଣ ୧୦ ହଜାର ତଳେ ନୂଆଦିଲ୍ଲୀ: ଆଇଆଇଟି କାନପୁରର ଗବେଷକମାନଙ୍କ ଏକ ଅଧ୍ୟୟନ ଅନୁସାରେ ଜୁନ୍ ୨୨ ତାରିଖ ଆଡ଼କୁ ‌ଭାରତରେ କୋଭିଡ୍-୧୯ର...

ଆଜିଠାରୁ ୧୦୫ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଆଜିଠାରୁ ଏଲପିଜି ମୂଲ୍ୟ ୧୦୫ ଟଙ୍କା ବଢିଛି | ତେବେ ଏହି ବର୍ଦ୍ଧିତ ମୂଲ୍ୟ ବାଣିଜ୍ୟିକ ସିଲିଣ୍ଡର ପାଇଁ ଲାଗୁ...