Year: 2022

ଏସ୍‌ବିଆଇ ପକ୍ଷରୁମିଳିତଭାବେଗୃହ ଋଣ ଦେବାଲାଗିହାଉସିଂ ଫାଇନାନ୍ସକଂପାନିଗୁଡ଼ିକସହସହଭାଗିତାସ୍ଥାପନ

ଭୁବନେଶ୍ୱର:ଗୃହ ଋଣ ପହଂଚୁନଥିବାକିମ୍ବା ଅଭାବରହୁଥିବାକ୍ଷେତ୍ର ପାଇଁଗୃହ ଋଣ ମଂଜୁରକରିବା ନିମନ୍ତେ ଭାରତରସର୍ବବୃହତ ଋଣ ପ୍ରଦାନକାରୀଭାରତୀୟଷ୍ଟେଟ୍‌ବ୍ୟାଙ୍କ (ଏସବିଆଇ) ପକ୍ଷରୁ ପାଂଚଟିହାଉସିଂ ଫାଇନାନ୍ସକଂପାନିସହିତସହଭାଗିତାସ୍ଥାପନ କରାଯାଇଛି ।ସେହିସଂସ୍ଥାଗୁଡ଼ିକହେଉଛି ପିଏନ୍‌ବିହାଉସିଂ ଫାଇନାନ୍ସଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ହୋମ୍...

ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜିଅନ୍ତା ପୋଡ଼ି ମାରିବା ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ଆଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମରେ ୮ଜଣ ବ୍ୟକ୍ତିଙ୍କୁ ଜୀବନ୍ତ ପୋଡ଼ି ମାରିବା ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିବା ଲାଗି କାଲ୍‌କାଟା ହାଇକୋର୍ଟ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’କୁ...

ୟୁନିଫର୍ମ ପିନ୍ଧିଥିବା ବେଳେ ତିଳକ ଲଗାଇବାକୁ ଭାରତୀୟ ବଂଶୋଦ୍ଭବ ସୈନିକଙ୍କୁ ଅନୁମତି ଦେଲା ଆମେରିକା ବାୟୁସେନା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ସୈନିକ ଥିବା ଭାରତୀୟ ବଂଶୋଦ୍ଭବ ଦର୍ଶନ ଶାହ ୟୁନିଫର୍ମ ପିନ୍ଧିଥିବା ବେଳେ ମଧ୍ୟ ତିଳକ ଲଗାଇ ପାରିବେ ବୋଲି ଅନୁମତି ପାଇଛନ୍ତି।...

ବ୍ରଜରାଜନଗର ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ଦଳ ଚାହିଁଲେ ସେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି କହିଛନ୍ତି। ଆଜି ପୌର ନିର୍ବାଚନ...

‘ହିରୋ ମୋଟୋକର୍ପ’ର ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ଅଫିସ ଓ ବାସଭବନରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରୁ ଚେୟାର୍‌ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ବାସଭବନ ସମତେ ‘ହିରୋ ମୋଟୋକର୍ପ’ର କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍‌ରେ ଆୟକର ବିଭାଗ ଚଢ଼ାଉ କରିଛି।...

ସା‌ମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାରୁ ସଲମାନଙ୍କ ନାଁରେ ସମନ ଜାରି

ମୁମ୍ବାଇ: ଆଇନ୍‌ଗତ ସମସ୍ୟାରେ ପ୍ରାୟତଃ ଅଧିକାଂଶ ସମୟରେ ଛନ୍ଦି ହୋଇପଡ଼ିଥାନ୍ତି ଅଭିନେତା ସଲମାନ ଖାନ୍। ନିକଟରେ ସେ ପୁଣି ଥରେ ଏକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତିି। ଜାଣିବାକୁ...

ଶେଷ ହେବ ଇମ୍ରାନଙ୍କ ଶାସନ ! ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ନୱାଜ ସରିଫଙ୍କ ଦଳ

ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଯାଇଛି। ବିରୋଧୀ ଦଳମାନେ ଏକଜୁଟ ହୋଇ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସନ୍ତାକାଲି ସଂସଦରେ...

କଶ୍ମୀର ପଣ୍ଡିତଙ୍କ ପାଇଁ ମୋ ହୃଦୟ କାନ୍ଦୁଛି, ସେ ଘଟଣା ପାଇଁ ମୁଁ ନୁହେଁ ଦିଲ୍ଲୀରେ ଥିବା ସରକାର ଦାୟୀ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ରିଲିଜ୍ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ...

ପିପିଲିରେ ନିର୍ବାଚନୀ ହିଂସା! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ

ପିପିଲି: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା...

ମଝିି ଆକାଶରେ ଚୀନ୍‌ର ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ, ଭିତରେ ଥିଲେ ୧୩୩ ଯାତ୍ରୀ

ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଚୀନର ଏକ ବିମାନ ଉଡ଼ାଣ କରିବା ପରେ ମଝି ଆକାଶାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ନିଆଁ ପିଣ୍ଡୁଳା...

ରାଉରକେଲାର ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି।  ତାଙ୍କ ସହ...

ଭରତପୁର ଅଞ୍ଚଳରେ ପୁଲିସର ଚଢ଼ାଉ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମାଆପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। ଏଥିସହ ଏହି ଘଟଣାରେ ଜଡ଼ିତ ମାଆପୁଅଙ୍କୁ...

ବକ୍ସ ଅଫିସରେ ଧମାଲ କରୁଛି ‘ଦ କଶ୍ମୀର ଫାଇଲସ୍’; ୫ଦିନରେ ଏତିକି କୋଟି ଆୟ କରିସାରିଲାଣି

ନୂଆଦିଲ୍ଲୀ: ସିନେମା ‘ଦ କଶ୍ମୀର ଫାଇଲସ’କୁ ଦର୍ଶକ ବେଶ ଭଲ ପାଇବା ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦେଶିତ ସିନେମା ବକ୍ସ ଅଫିସରେ ଭଲ ଆୟ କରୁଛି। ଗତ ୫ଦିନ...

ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ମିସ୍‌ ୱାଲ୍‌ର୍ଡ ୨୦୨୧; ପ୍ରଥମ ରନର୍‌ ଅପ୍‌ ହେଲେ ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ

ସାଏନ୍‌ ୱାନ୍‌: ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ୱାଲ୍‌ର୍ଡ ୨୦୨୧’ ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ...

ଆଜିଠାରୁ ଆରମ୍ଭ ହେଲା ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ରାଜ୍ୟ ବ୍ୟାପି ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି କେନ୍ଦ୍ରରେ ପ୍ରଥମେ ଆଜି ଟିକାକରଣ ଆରମ୍ଭ...