ର୍ଣ୍ଣାଟକ ଟୁରିଜିମ ପକ୍ଷରୁ “କର୍ଣ୍ଣାଟକ ରୋଡ ସୋ” ଆୟୋଜିତ
କର୍ଣ୍ଣାଟକ ପର୍ଯ୍ୟଟକଙ୍କ ପାଇଁ ବର୍ଷ ତମାମ ଏକ ପର୍ଯ୍ୟଟନ ସ୍ଥଳ ଅଟେ; ୟୁନେସ୍କୋ ହେରିଟେଜ ସାଇଟ, ସୌନ୍ଦର୍ଯ୍ୟମୟୀ ସମୁଦ୍ରଉପକୂଳ ଓ ବନ୍ୟଜନ୍ତୁ ପର୍ଯ୍ୟଟନର ସ୍ୱତନ୍ତ୍ରତା ରହିଛି: ଟି....
କର୍ଣ୍ଣାଟକ ପର୍ଯ୍ୟଟକଙ୍କ ପାଇଁ ବର୍ଷ ତମାମ ଏକ ପର୍ଯ୍ୟଟନ ସ୍ଥଳ ଅଟେ; ୟୁନେସ୍କୋ ହେରିଟେଜ ସାଇଟ, ସୌନ୍ଦର୍ଯ୍ୟମୟୀ ସମୁଦ୍ରଉପକୂଳ ଓ ବନ୍ୟଜନ୍ତୁ ପର୍ଯ୍ୟଟନର ସ୍ୱତନ୍ତ୍ରତା ରହିଛି: ଟି....
ଯୋଡ଼ା -ଅଲ ଇଣ୍ଡିଆ ଡିଲର୍ସ ଫେଡେରେସନ ଓ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ଜେନା ଙ୍କ ନିର୍ଦେଶ କ୍ରମେ ଆଜି ଯୋଡ଼ା...
ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ୟାଟସ୍ର ଆୟୋଜନ କରାଯାଉଛି ଭୁବନେଶ୍ୱର, ଜୁଲାଇ ୦୧, ୨୦୨୨: ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ...
ଭୁବନେଶ୍ୱର, ୪ ।୭: ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ...
ଭୁବନେଶ୍ୱର, ୩ ।୭: ଆସନ୍ତା କାଲି କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏହି ସମାବର୍ତ୍ତନ ସମାରୋହରେ ବୌଦ୍ଧ ଗୁରୁ ତଥା ରିପା...
ଭୁବନେଶ୍ୱର ୧/୭/୨୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା 66 ତମ ବ୍ୟାଙ୍କ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ମହାପ୍ରବନ୍ଧକ ଭାବେ...
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ ରଥଯାତ୍ରାର ସମୀକ୍ଷା କରିଛନ୍ତି । ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ...
ଭୁବନେଶ୍ୱର/ଟିକିରି: ଏହି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା କ୍ଷେତ୍ରରେ ନିଜର ଅବଦାନ ରଖିବା ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା...
•ଜୁନ୨୦୨୨ରେରେକର୍ଡ-ଭାଙ୍ଗିବା ୬,୦୨୩ କାରବିକ୍ରି କରିଛି• ୨୦୨୨ରେ ଅର୍ଦ୍ଧ ବର୍ଷର ମାର୍କରେ୨୦୨୧ବାର୍ଷିକବିକ୍ରିକୁ ପଛରେ ପକାଇଛି: H୧ ୨୦୨୨ରେ ୨୮,୮୯୯ ରବିକ୍ରି୨୦୨୧ ରେ ୨୩,୮୫୮ ବାର୍ଷିକ ବିକ୍ରିଠାରୁ ଅଧିକ• ଭାରତରେ...
ଭୁବନେଶ୍ବର/ପୁରୀ, ୦୧।୦୭ :ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ...
ଭୁବନେଶ୍ୱର, ୧ ।୭: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି । ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି,...
30/06:(ପ୍ରବାହ ନିୟୂଜ)ରଥଯାତ୍ରା ପାଇଁ କିସ୍ ଶ୍ରୀବାଣୀ କ୍ଷେତ୍ରର ର ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେପହଞ୍ଚିଥିବା...
ମୁମ୍ବାଇ, ୨୯ ଜୁନ, ୨୦୨୨: ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡର ଋଣ ପ୍ରଦାନକାରୀ ସହାୟକ କମ୍ପାନୀ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ (ଏବିଏଫଏଲ) ଓଡ଼ିଶାରେ ଏହାର ୧୧...
ମୁମ୍ବାଇ: ରାଜନୈତିକ ସଙ୍କଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ନିଷ୍ପତ୍ତି। ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ୨ଟି ସହରର...
ମାଲକାନଗିରି: ଲାଲଗଡ଼ରେ ନକ୍ସଲ ମାତିଛନ୍ତି। ଗୋଟିଏ ପରେ ଗୋଟିଏ ରକ୍ତାକ୍ତ ଘଟଣା ଘଟାଉଛନ୍ତି। ଏବେ ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ସରପଞ୍ଚ ଯେତେଯାହା...