Year: 2022

ହେଲ୍‌ଥ ଟପ୍‌-ଅପ ପ୍ଲାନ ମେଡିକାଲ ଜରୁରୀକାଳୀନ ପରିସ୍ଥିତି ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ

ନୂଆଦିଲ୍ଲୀ, ୧୭/୧୨: କରୋନ ମହାମାରୀ ପରେ, ଭାରତରେ ସ୍ୱାସ୍ଥ୍ୟ ବୀମା ସଚେତନତା ଏବଂ ଏହାର କ୍ରୟ ବିଶେଷ ଭାବେ ବୃଦ୍ଧି ପାଇଛି । ଚିକିତ୍ସା ଖର୍ଚ୍ଚ ବଢୁଥିବାରୁ...

ଜିନ୍ଦଲ ପାନ୍ଥର୍ କପ୍୨୦୨୨ : ମହିଳା ବର୍ଗରର ରେୟର ରେଭିଲ୍ସଚମ୍ପିୟାନ

ଅନୁଗୋଳ : ତା ୧୯.୧୨.୨୨ ରିଖ; ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତ-ବିଭାଗୀୟ ମହିଳା କ୍ରିକେଟ୍...

୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି, ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ, ୬୦୦୦ ଆତଙ୍କବାଦୀ କରିଛନ୍ତି ଆତ୍ମସମର୍ପଣ: କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର

ଅଧିକାଂଶ ସ୍ଥାନରୁ ଏଏଫଏସପିଏ ପ୍ରତ୍ୟାହାର, ଶାନ୍ତି ରାଜିନାମା ସ୍ବାକ୍ଷରିତ : କେନ୍ଦ୍ର ମନ୍ତ୍ରୀ ସଙ୍କଟରେ ପଡ଼ିଥିବା ଭାରତୀୟ ନାଗରିକଙ୍କ ପ୍ରତି ସରକାରଙ୍କ ପ୍ରାଥମିକତା, ବନ୍ଦେ ଭାରତ ଜରିଆରେ...

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସହ ଯୋଡ଼ି ହେଲା ସୁବର୍ଣ୍ଣରେଖା ବନ୍ଦର, ବାଲେଶ୍ୱରରେ କାର୍ଯ୍ୟକ୍ରମର ଶୁଭାରମ୍ଭ

• ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭରେ ସଂଯୋଜନା କରିବ ଟାଟା ଷ୍ଟିଲ୍ ଫାଉଣ୍ଡେସନ• ବସ୍ତା, ବାଲିଆପାଳ ଓ ରେମୁଣା ବ୍ଲକ୍‌ର ୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍ ବଂଟନ...

କିଟରେ ପେଡିକ୍ରିଟିକନ୍‍ -୨୦୨୨ ଉଦ୍‍ଯାପିତସମସ୍ତ ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ

ଭୁବନେଶ୍ୱର, ୧୯ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍‍ ଏକାଡେମୀ ଅଫ୍‍ ପେଡିଆଟ୍ରିକ୍‍ସ (ଆଇଏଏପି) ଇଣ୍ଟେନ୍‍ସିଭ୍‍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍‍-୨୦୨୨ ରବିବାର ଉଦ୍‍ଯାପିତ ହୋଇଯାଇଛି।...

ହାଉସିଂ ଓ ସହରାଂଚଳ ବିକାଶ ମନ୍ତ୍ରୀ ଉଷା ଦେବୀଙ୍କ ଦ୍ୱାରା ଦି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ) ଓଡ଼ିଶା ଚାପ୍ଟରର ପୂର୍ବାଚଂଳ ସମ୍ମିଳନୀ-୨୦୨୨ ଉଦ୍‌ଯାପିତ

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ ଭୁବନେଶ୍ୱରର ହୋଟେଲ୍ ମେ’ଫେୟାର କନ୍‌ଭେନ୍‌ସନ୍‌ରେ ଆୟୋଜନ...

ଖୋର୍ଦ୍ଧା ମହୋତ୍ସବ କମିଟିର ଅବ୍ୟବସ୍ଥା : ଦାଣ୍ଡରେ ପଡ଼ି ହାଟରେ ଗଡୁଛି

ଖୋର୍ଦ୍ଧା : ୧୮/୧୨(ପ୍ରବାହ ନିଉଜ୍) ଦୀର୍ଘ ଦୁଇ ବର୍ଷର କରୋନା କଟକଣା କୋହଳ ହେବାପରେ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ହାବେଳୀ ପଡ଼ିଆରେ ସ୍ବେଛାସେବୀ ଅନୁଷ୍ଠାନ ନ୍ୟୁ...

ଜିଏସଟି ପରିଷଦ ବୈଠକ : କୌଣସି ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇନାହିଁ

ନୂଆଦିଲ୍ଲୀ :  ଜିଏସଟି ପରିଷଦର ୪୮ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି । ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ...

ଆଗଲପୁର ବାଳକ ହାଇସ୍କୁଲରେ ଅଘଟଣ: ଛାତ୍ରର ବେକରେ ଜାଭଲିନ୍‌ ପଶି ଛାତ୍ର ଗୁରୁତର

ଭୁବନେଶ୍ବର/ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଘଟିଥିବା ଏକ ଅଭାବନୀୟ ଅଘଟଣ ନେଇ ଚିନ୍ତା ପ୍ରକଟ...

କିଟ୍‍ର କିଶୋର ବୈଜ୍ଞାନିକ ସ୍ନେହାଦୀପ୍‍ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟିର ଫେଲୋ ମନୋନୀତ

ଭୁବନେଶ୍ୱର,୧୬ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ୍‍ କୁମାର ସମ୍ମାନଜନକ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟି ଅଫ୍‍ ଲଣ୍ଡନର ଫେଲୋ ଭାବେ ମନୋନୀତ ହୋଇଛନ୍ତି। ଆଜି କିଟ୍‍ ଓ...

ରାଜ୍ୟ ସଂଗ୍ରହାଳୟ ପରିସରରେ “ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର” ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର  ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ "ମୌଖିକ ଓ ଜନଜାତି ସାହିତ୍ୟ...

ଖୋର୍ଦ୍ଧା ମହୋତ୍ସବ କାହା ସ୍ୱାର୍ଥରେ

ଖୋର୍ଦ୍ଧା: ୧୭/୧୨(ପ୍ରବାହ ନିଉଜ୍) ସ୍ଥାନୀୟ ହାବେଳୀ ପଡ଼ିଆଠାରେ ସ୍ବେଛାସେବୀ ଅନୁଷ୍ଠାନ ନ୍ୟୁ ଥିଙ୍କିଙ୍ଗ ଫୋରମ ଆନୁକୂଲ୍ୟରେଆୟୋଜିତ ଖୋର୍ଦ୍ଧା ମହୋତ୍ସବ ମହା ଆଡମ୍ବରରେ ଚାଲିଥିବା ବେଳେ ପ୍ରଥମ ସନ୍ଧ୍ୟାରେ...

ଟାଟା ଷ୍ଟିଲ ପକ୍ଷରୁ ଗ୍ରାମ ପ୍ରବେଶ ତୋରଣ ପାଇଁ ଭୂମିପୂଜନ

ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ଯୋଡ଼ା, ଡିସେମ୍ବର ୧୫, ୨୦୨୨: ସ୍ଥାନୀୟ ଲୋକମାନଙ୍କ ବିକାଶ ପ୍ରତି ନିଜ ପ୍ରତିବଦ୍ଧତା ଦିଗରେ ଆଉ ଏକ ପଦକ୍ଷେପସ୍ୱରୁପ...

ଉତ୍କଳ ଆଲୁମିନାର ସିଏସ୍‍ଆର ପ୍ରକଳ୍ପସମୂହକୁ ଫିକି, ସିଏସ୍‍ଆର ଟାଇମ୍ସ ଏବଂ ୟୁବିଏସ୍‍ ଫୋରମ୍‍ ପୁରସ୍କାର

ଭୁବନେଶ୍ୱର/ଟିକିରି: ରାୟଗଡା ଓ କଳାହାଣ୍ଡିର ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ୧୦୦ ପ୍ରତିଶତ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା...

ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ୧୯୫୦ ସଦସ୍ୟତା ହାସଲ

• ସମବାୟ ସଂସ୍ଥାର ତୃତୀୟ ବାର୍ଷିକ ସାଧାରଣ ସଭାର ସଫଳ ସମାପନ• ସଂସ୍ଥାର ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ସଦସ୍ୟମାନଙ୍କୁ ଉଦ୍ୟୋଗ ସ୍ଥାପନ ପାଇଁ ବିଭିନ୍ନ ବ୍ୟାଙ୍କ୍‌ରୁ...