ଓଡ଼ଗାଁ କାର୍ଯ୍ୟକାରୀ ସମ୍ମିଳନୀରେ କର୍ମୀଙ୍କୁ ପରାମର୍ଶ ଲୋକଙ୍କ ସୁଖଦୁଃଖର ସାଥୀ ହୁଅ: ଡ. ସମ୍ବିତ ପାତ୍ର ରାଷ୍ଟ୍ରପତିଙ୍କୁ ଅପମାନ କରିଥିବା ବିଧାୟକଙ୍କୁ ବହିଷ୍କାର କରାଯାଉ
ଭୁବନେଶ୍ୱର,୧୨ା୧୧ (ନି.ପ୍ର) : ଲୋକଙ୍କ ସହ ମିଶି କାମକର । ସେମାନଙ୍କ ସୁଖଦୁଃଖରେ ଠିଆହୁଅ । ସେମାନଙ୍କ ହକ୍ ଦେବାକୁ ଲଢ଼େଇ ଜାରି ରଖ । ଲୋକମାନେ...