Month: November 2022

ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ “ଟିଏସ୍ଏସ୍ଡିଆଇ” ଉଦଘାଟିତ

• ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀଙ୍କ ସୁରକ୍ଷା ସମ୍ପର୍କିତ କୌଶଳ ବିକାଶକୁ ସୁନିଶ୍ଚିତ କରାଯିବ ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ...

ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

11.11.2022 :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ...

‘ଜାତୀୟ ଶିକ୍ଷା ଦିବସ’ରେ ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କଲେ ମାନ୍ୟବର ରାଷ୍ଟ୍ରପତି

ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ଦକ୍ଷତା ବିକଶିତ କରିବ- ମାନ୍ୟବର ରାଷ୍ଟ୍ରପତି ଓଡ଼ିଆଜନମାନସଓଓଡ଼ିଆଭାଷାପାଇଁସ୍ମରଣୀୟଦିନ– ଧର୍ମେନ୍ଦ୍ରପ୍ରଧାନ ‘ଜାତୀୟ ଶିକ୍ଷା ଦିବସ’ରେ ମାର୍ଗଦର୍ଶନ ଦେବା ପାଇଁ...

ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ 2 ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

11.11.2022 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ 2 ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର...

ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି “ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ ଅପ୍ ହବ ଏବଂ ବେଙ୍ଗାଲୁରୁର ଉତ୍ସାହ ହିଁ ଦେଶକୁ ବିଶ୍ୱର...

ଭୁବନେଶ୍ବରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ନିଜ ବିଦ୍ୟାଳୟ ଓ ଛାତ୍ରୀନିବାସ ପରିଦର୍ଶନ କରି ପୁରୁଣା ସ୍ମୃତିକୁ ମନେ ପକାଇଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଭୁବନେଶ୍ବରର ଜୟଦେବ ଭବନ ଠାରେ...

ଓଜେଏସ୍‍ ପରୀକ୍ଷାରେ କିସ୍‍ ଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୧ ।୧୧: ପ୍ରଥମ ଥର ଲାଗି କିସର ଛାତ୍ର ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା...

ଖୋର୍ଦ୍ଧା ଜିଲ୍ଲାର ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ଏକ ସ୍ବତନ୍ତ୍ର ବୈଠକ ଆସନ୍ତା ୧୩.୧୧.୨୦୨୨ ରେ ମୈତ୍ରୀ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି

ଠିକା ନିଯୁକ୍ତି ଯୁଗ ଶେଷ ପରି ଐତିହାସିକ ନିଷ୍ପତି ସରକାର ଙ୍କ ଦ୍ଵାରା ନିଆଯାଇଥିଲେ ମଧ୍ୟ ସେଥିରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ...

ସେବା ଗ୍ରୁପ୍‌କୁ ଶବବାହକ ଭ୍ୟାନ ଯୋଗାଇଲା ଜେଏସ୍‌ଡବ୍ଲ୍ୟୁ

ବଡ଼ବିଲ: ଗୋଷ୍ଠୀସେବାର ଏକ ଅଂଶବିଶେଷ ଭାବେ ଜେଏସ୍‌ଡବ୍ଲ୍ୟୁ ବଡ଼ବିଲର ଏକ କମ୍ୟୁନିଟି ସେଣ୍ଟର ସେବା ଗ୍ରୁପ୍‌କୁ ଗୁରୁବାର ଏକ ମର୍ଚୁରୀ ଭ୍ୟାନ ବା ଶବବାହକ ଗା଼ଡ଼ି ପ୍ରଦାନ...

ଷ୍ଟେଟ ବ୍ୟାଙ୍କରେ ସତର୍କତା ସଚେତନତା ସପ୍ତାହ-2022 ପାଳନ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଲ ତରଫରୁ ସତର୍କତା ସଚେତନତା ସପ୍ତାହ-2022 ତା 31 ଅକ୍ଟୋବର 2022 ରୁ 06 ନଭେମ୍ବର 2022 ପର୍ଯ୍ୟନ୍ତ  ପାଳନ ହୋଇଯାଇଛି...

ପ୍ରି-ଲୋଡ୍ ଗୀତ ସହିତ ସାରେଗାମାର ପ୍ରଥମ କିପ୍ୟାଡ୍ ଫୋନ୍ ବର୍ତ୍ତମାନ ଆସାମ ଏବଂ ଓଡିଶାରେ ଉପଲବ୍ଧ

ମୁମ୍ବାଇ, ନଭେମ୍ବର ୧୦, ୨୦୨୨: ବିଭିନ୍ନ ଶିଳ୍ପ ନିୟମ ଭାଙ୍ଗିବା ପରେ କାରୱାଂ ସହିତ ସାରେଗାମା କାରୱାଂ ମୋବାଇଲ୍ ଲଞ୍ଚ କରିଛନ୍ତି, ଯାହା ଏକ ଉପଯୋଗୀତା ଭିତ୍ତିକ...

୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୧୦ ।୧୧:  ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ISOCON ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। କଳିଙ୍ଗ...