Day: August 6, 2022

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ହେଲେ ମାନସ ମଙ୍ଗରାଜ

ନୁଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ...

ଆଦିତ୍ୟ ଆଲୁମିନିୟମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୨ ପାଳିତ

ଭୁବନେଶ୍ୱର: ବିଶ୍ୱ ସ୍ତନ୍ୟପାଳନ ସପ୍ତାହ ଅଭିଯାନ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ସ୍ତନ୍ୟପାନର ଫାଇଦା ସମ୍ପର୍କରେ ସଚେତନତା ବୃଦ୍ଧି ଘଟାଇବା...

ମହା ସ୍ୱାଧୀନତା ସଂଗ୍ରାମୀ ଫଜଲେ ହକ୍‌ ଖୈରାବାଦୀ(ଏମ୍‌ଡି ଇକ୍‌ବାଲ ଜାଫ୍‌ର)

ଭାରତର ୧୮୫୭ ସ୍ୱାଧୀନତା ସଂଗ୍ରାମ ଐତିହାସିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରଥମତଃ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସଂଗଠିତ ଭାବରେ ଭାରତୀୟମା[ଙ୍କ ଦ୍ୱାରା ଏହା ଥିଲା ପ୍ରଥମ...

ସରଳ ପେନସନ୍ ଯୋଜନା ଏଲ୍‌ଆଇସିର ପଲିସିରେ କେବଳ ଥରେ କରନ୍ତୁ ନିବେଶ ସାରା ଜୀବନ ପାଆନ୍ତୁ ପେନସନ୍

ନୁଆଦିଲ୍ଲୀ, (ଏଜେନସି): ସମସ୍ତେ ଉତ୍ତମ ଜୀବନ କାମନା କରିଥାନ୍ତି । ଖୁସିରେ ରହିବାକୁ କାହାକୁ ବା ପସନ୍ଦ ନୁହେଁ । ସମସ୍ତେ ଚାହାଁନ୍ତି ତାଙ୍କଆଗାମୀ ଭବିଷ୍ୟତ ଭଲରେ...

ୟେସ୍‌ ବ୍ୟାଙ୍କ ୧୨୭ ନୁଆ ଶାଖା ଖୋଲିବ

ଭୁବନେଶ୍ୱର : ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୩ ମାର୍ଚ୍ଚସୁଦ୍ଧା ୧୨୭ ନୁଆ ଶାଖା ଖୋଲାଯିବ । ବର୍ତ୍ତମା[ ଦେଶରେ ବ୍ୟାଙ୍କର ୧୧୨୨ଟି ଶାଖା ରହିଛି...

ହୃଦଘାତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିମସ୍ ଡାକ୍ତରଙ୍କ ସଞ୍ଜୀବନୀ ଗ୍ୟାଜେଟ୍‌

ଭୁବନେଶ୍ୱର: ଏଣିକି ହୃଦ୍‍ଘାତ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦ୍‍ଘାତର ସମ୍ମୁଖୀନ ହୋଇଥାନ୍ତି ।...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଆଜି ସକାଳ ୧୦ଟା ବେଳେ ସଂସଦରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ପ୍ରଥମ ଭୋଟ୍‌ଖଣ୍ଡକ...

କାବୁଲ୍‌ ବିସ୍ଫୋରଣରେ ୮ ମୃତ; ବିସ୍ଫୋରଣ ପାଇଁ ଦାୟୀ ବୋଲି କହିଲା ‘ଆଇଏସ୍‌’

କାବୁଲ: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍‌ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ...

ମହିଳା ଗୋଷ୍ଠୀ ଙ୍କୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର

ଖୋର୍ଦ୍ଧା(ନିପ୍ର,)ଖୋର୍ଦ୍ଧା ପ୍ରକଳ୍ପ ନିର୍ଦେଶକ ଆତ୍ମା ସହଯୋଗ ରେ ଖୋର୍ଦ୍ଧା ବ୍ଲକ ପଲ୍ଲା ତୋଟାପଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ମହାସଂଘ ଗୃହରେ  ଆଗ୍ରହୀ  ମହିଳା ସ୍ୱୟଂ...

You may have missed