Month: July 2022

ଇସ୍ତଫା ଦାବିରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନକୁ କବଜା କଲେ ବିକ୍ଷୋଭକାରୀ, ଜୁଲାଇ ୧୫ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ସ୍ଥିତି। ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଏବେ ଶ୍ରୀଲଙ୍କାରେ ବିକ୍ଷୋଭକାରୀଙ୍କ ହିଂସାକୁ...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ, ମୋଦୀ ସମେତ ବାଇଡେନ ଏବଂ ଅନ୍ୟାନ୍ୟ ନେତା କଲେ ନିନ୍ଦା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ତାଙ୍କ ପଛରେ ଠିଆ...

ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ, ବିଜେଡି କହିଲା ଭଉଣୀକୁ ଉପହାର ଦେଇଛନ୍ତି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ କହି ସମ୍ବୋଧନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସମ୍ବୋଧନ...

ଏସ୍‌ବିଆଇ ପକ୍ଷରୁ ପ୍ରତିରକ୍ଷା ବେତନ ପ୍ୟାକେଜ୍ ପାଇଁ ଭାରତୀୟ ବାୟୁସେନା ସହ ଏମ୍‌ଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରତିରକ୍ଷା ବେତନ ପ୍ୟାକେଜ୍ ସ୍କିମ୍ ମାଧ୍ୟମରେ ଭାରତୀୟ ବାୟୁସେନା ପାଇଁ କାମ କରୁଥିବା ସମସ୍ତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର...

ସୁକିନ୍ଦାରେ ଆଦିମ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ‘ଆକାଂଶା’ ର ଶୁଭାରମ୍ଭପାଶ୍ୱର୍ବର୍ତ୍ତୀ ଗ୍ରାମର ୨୦ ଜଣ ଛାତ୍ରଛାତ୍ରୀ ପ୍ରକଳ୍ପରେ ସାମିଲ

ସୁକିନ୍ଦା, ଜୁନ୍ ୦୬, ୨୦୨୨: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଏହାର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍...

ମାଟ୍ରିକ୍‍ ପରୀକ୍ଷା: କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୬ ।୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ...

ଏସ୍‍ବିଆଇ ଜେନେରାଲ ଇନସ୍ୟୁରାନ୍ସ ଆରମ୍ଭ କଲା ସାଇବର ଭଲ୍‍ଟଏଜବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୂର୍ଣ୍ଣାଙ୍ଗ ସାଇବର ବୀମା କଭର୍‍

ମୁମ୍ବଇ,୬ା୭: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୂର୍ଣ୍ଣାଙ୍ଗ ସାଇବର ବୀମା କଭର୍‍ ଯୋଗାଇ ଦେଉଥବା ସାଇବର...

ଟାଙ୍ଗୀ ବନ ବିଭାଗ ପକ୍ଷରୁ ବନ ମହୋସ୍ଚଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ଟାଙ୍ଗୀ:୪/୭(ପ୍ରବାହ ନିୟୁଜ୍) ଟାଙ୍ଗୀ ବନ ବିଭାଗ ପକ୍ଷରୁ ବନ ମହୋସ୍ଚଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଟାଙ୍ଗୀ ବ୍ଲକର ନୁଆପଡା ସ୍ଥିତ ପଦ୍ମ...

ର୍ଣ୍ଣାଟକ ଟୁରିଜିମ ପକ୍ଷରୁ “କର୍ଣ୍ଣାଟକ ରୋଡ ସୋ” ଆୟୋଜିତ

କର୍ଣ୍ଣାଟକ ପର୍ଯ୍ୟଟକଙ୍କ ପାଇଁ ବର୍ଷ ତମାମ ଏକ ପର୍ଯ୍ୟଟନ ସ୍ଥଳ ଅଟେ; ୟୁନେସ୍କୋ ହେରିଟେଜ ସାଇଟ, ସୌନ୍ଦର୍ଯ୍ୟମୟୀ ସମୁଦ୍ରଉପକୂଳ ଓ ବନ୍ୟଜନ୍ତୁ ପର୍ଯ୍ୟଟନର ସ୍ୱତନ୍ତ୍ରତା ରହିଛି: ଟି....

ସରକାରୀ ଖୁଚୁରା ଦୋକାନୀ ମାନଙ୍କ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ଯୋଡ଼ା -ଅଲ ଇଣ୍ଡିଆ ଡିଲର୍ସ ଫେଡେରେସନ ଓ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ଜେନା ଙ୍କ ନିର୍ଦେଶ କ୍ରମେ ଆଜି ଯୋଡ଼ା...

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) କାର୍ଯ୍ୟକ୍ରମର ୧୬ତମ ସଂସ୍କରଣର ଶୁଭାରମ୍ଭ

ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ୟାଟସ୍‌ର ଆୟୋଜନ କରାଯାଉଛି ଭୁବନେଶ୍ୱର, ଜୁଲାଇ ୦୧, ୨୦୨୨: ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ...

କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନଭଲ ହୃଦୟ, ଭଲ ମଣିଷ ତିଆରି କରେ: ଜିଗ୍‍ମେ ରିନ୍‍ପୋଚେ

ଭୁବନେଶ୍ୱର, ୪ ।୭: ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ...

୪ରେ କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ

ଭୁବନେଶ୍ୱର, ୩ ।୭: ଆସନ୍ତା କାଲି କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏହି ସମାବର୍ତ୍ତନ ସମାରୋହରେ ବୌଦ୍ଧ ଗୁରୁ ତଥା ରିପା...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ବ୍ୟାଙ୍କ୍ ଦିବସ ପାଳିତ

ଭୁବନେଶ୍ୱର ୧/୭/୨୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା 66 ତମ ବ୍ୟାଙ୍କ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ମହାପ୍ରବନ୍ଧକ ଭାବେ...

You may have missed