ବେଦାନ୍ତ ଆଲୁମିନିୟମ ପକ୍ଷରୁ ନ୍ୟାସନାଲ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ),ଗାନ୍ଧିନଗର ସହିତ ଏମଓୟୁ ସ୍ୱାକ୍ଷର
ଏହାର ସିକ୍ୟୁରିଟି ବୃତିଧାରୀଙ୍କ ପାଇଁ ଗବେଷଣା, ତାଲିମ ଓ ଶିକ୍ଷଣୀୟ ପଦକ୍ଷେପ ହାସଲ ଲକ୍ଷ୍ୟ ରଖିଛି ନୂଆଦିଲ୍ଲୀ, ୧୦ମଇ ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ମେଟାରଲଜିକାଲ...