Month: April 2022

ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌ଙ୍କୁ ଡେଟ୍‌ କରୁଛନ୍ତି କି ପଲକ ତିୱାରୀ? କ୍ୟାମେରା ସାମ୍ନାରେ ମୁହଁ ଲୁଚାଇବାର କାରଣ କହିଲେ

ମୁମ୍ବାଇ: ଶ୍ବେତା ତିୱାରୀଙ୍କ ଗେହ୍ଲୀ ଝିଅ ପଲକ ତିୱାରୀ ଖୁବ୍ କମ୍‌ ସମୟରେ ମନୋରଞ୍ଜନ ଦୁନିଆରେ ନିଜର ନାମ କମାଇବାରେ ସମର୍ଥ ହୋଇଛନ୍ତି। ନିଜର ଅଭିନୟ ଡେବ୍ୟୁକୁ...

ଆଇପିଏଲ୍ : ଦିଲ୍ଲୀ ଦଳର ଟିମ ସେଫର୍ଟ କରୋନା ସଂକ୍ରମିତ ଚିହ୍ନଟ, ମିଚେଲ ମାର୍ସଙ୍କ ପରେ ୨ୟ ଖେଳାଳି

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଉପରେ କରୋନାର କଳାବାଦଲ ପୁଣି ଘୋଟିବାରେ ଲାଗିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡ...

ଡିଏଭି ପବ୍ଲିକ ସ୍କୁଲ ପୋଖରୀପୁଟ ରେ ଜଳଦାନ ସେବାକେନ୍ଦ୍ର

ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡକ୍ଟର  ସୁଜାତା ସାହୁଙ୍କ ପ୍ରରୋଚନାରେ ତା16/4 ରିଖରେ ଗାଇଡ କ୍ୟାପ୍ଟେନ ନୀନା ତ୍ରିପାଠୀ ଓ ସ୍କାଉଟ ମାଷ୍ଟର ସଞୟ ସାହୁଙ୍କ ପ୍ରତ୍ଯକ୍ଷ...

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୧୭% ଲୋକ ପ୍ରିକସନ ଡୋଜ ନେଇଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ପ୍ରିକସନ ଡୋଜ ନେବା ପାଇଁ ଲୋକଙ୍କ...

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ

ଭୁବନେଶ୍ବର: କେନ୍ଦୁପତ୍ର  ସଂଗ୍ରହ  ମୂଲ୍ୟରେ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ  ହେବେ ବୋଲି ଜଣାଯାଇଛି।...

ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସ ଭାବେ ମାନ୍ୟତା

ଭୁବନେଶ୍ୱର: ବିଶ୍ୱ ଇସ୍ପାତ ସଂଘ ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍ ଓ ଟାଟା ଷ୍ଟିଲ ୟୁରୋପକୁ ୨୦୨୨ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍‌ସିପ୍ ମାନ୍ୟତା ଦିଆଯାଇଛି । ଲଗାତାର...

ୟୁକ୍ରେନ୍‌ ସଙ୍କଟ ୧୭୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ: ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ: ରୁଷୀୟ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରେ ଉପୁଜିଥିବା ସଙ୍କଟ ବିଶ୍ବ ଜନତାର ଏକପଞ୍ଚମାଂଶରୁ ଊର୍ଦ୍ଧ୍ବ ଅର୍ଥାତ୍‌ ୧୭୦ କୋଟି ଜନତାଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ...

ଲଖିମ୍‌ପୁର ହିଂସା ମାମଲାରେ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କଲେ ସୁପ୍ରିମ୍‌ କୋର୍ଟ; ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ

ନୂଆଦିଲ୍ଲୀ: ଲଖିମ୍‌ପୁର ହିଂସାକାଣ୍ଡ ମାମଲାର ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କରି ତାଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ଆଜି ସୁପ୍ରିମ୍‌ କ‌ୋର୍ଟ...

ଗୁଜରାଟର ମୋର୍ବିରେ ୧୦୮ ଫୁଟ୍‌ ଉଚ୍ଚ ହନୁମାନ ପ୍ରତିମା ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଗୁଜରାଟର ମୋର୍ବିରେ ୧୦୮ ଫୁଟ୍‌ ଉଚ୍ଚର ହନୁମାନ ପ୍ରତିମାଟିଏ ଉଦ୍‌ଘାଟନ କରିଛନ୍ତି।...

ଓୟୁଟିଆର୍‌ ବୁଲି ଦେଖିବା ସହ ବିକାଶମୂଳକ କାମର ତଦାରଖ କଲେ ୫ଟି ସଚିବ

ଭୁବନେଶ୍ବର: ଶନିବାର ୫ଟି ସଚିବ ଭି କେ ପାଣ୍ଡିଆନ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ କ୍ୟାମ୍ପସ ବୁଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମୀକ୍ଷା...

ଟିପିସିଓଡିଏଲ୍ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଜରିଆରେ ଗ୍ରାମୀଣ ଗ୍ରାହକ ସଂଯୋଗର ସୁଦୃଢ଼ୀକରଣ

*ଚଳିତ ଆର୍ଥିକ ବର୍ଷରେ ୬୮୮ ଗ୍ରାହକ ଆଲୋଚନା ଶିବିର ଆୟୋଜିତ*ଏହି ଶିିବିରଗୁଡ଼ିକ ଜରିଆରେ ୩୦,୦୦୦ରୁ ଅଧିକ ଗ୍ରାହକ ଉପକୃତ ଭୁବନେଶ୍ୱର: ଗ୍ରାହକ କେନ୍ଦ୍ରିକତାକୁ ନିଜର ମୂଳ ଲକ୍ଷ୍ୟ...

ନିଲାମରେ ୫ ଲକ୍ଷ ଡଲାର୍‌ରେ ବିକ୍ରି ହେଲା ଆପୋଲୋ ୧୧ ମିସନ୍‌ରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରୁ ଆଣିଥିବା ବାଲୁକା

ନୂଆଦିଲ୍ଲୀ: ଆପୋଲୋ ୧୧ ମିସନ୍‌ରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରୁ ଆଣିଥିବା ବାଲୁକାରୁ କାଣିଚାଏ (ଅତି ସ୍ବଳ୍ପ ପରିମାଣର) ୫୦୪,୩୭୫ ଡଲାର୍‌ରେ ବିକ୍ରୟ ହୋଇଛି। ବୁଧବାର ଦିନ ନ୍ୟୁୟର୍କରେ...

ଜୋର୍‌ଦାର୍‌ ହେବ କିବ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ରୁଷ୍‌

ମସ୍କୋ: ରୁଷୀୟ ଅଞ୍ଚଳରେ ଆକ୍ରମଣ କରୁଥିବାରୁ ୟୁକ୍ରେନୀୟ ରାଜଧାନୀ କିବ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ତୀବ୍ରତର ହେବ ବୋଲି ଆଜି ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ସତର୍କ କରାଇ...

ଆଶିଷ ଦାସ ପ୍ରଥମ ଓଡ଼ିଆ କ୍ରିଏଟର ଭାବରେ ମୋଜ୍‌ରେ ଏକ ଲକ୍ଷ ଅନୁଗାମୀସୃଷ୍ଟି କରିଛନ୍ତି

ଭୁବନେଶ୍ୱର, ୧୩ ଏପ୍ରିଲ ୨୦୨୨: ଆଶିଷ ଦାସ ମୋଜର ପ୍ରଥମ କ୍ରିଏଟର ଭାବରେ, ଏହି ପ୍ଲାଟଫର୍ମରେ ୧ ଲକ୍ଷ ଅନୁଗାମୀ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।...

ବିବା ଫେସନ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ବିବା ଫେସନ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।...