ଝାଡ଼ଖଣ୍ଡ ତ୍ରିକୂଟ ପର୍ବତ ‘ରୋପ୍ୱେ’ରେ ପରସ୍ପର ସହ ଧକ୍କା ଖାଇଲେ କେତେକ କେବୁଲ୍ କାର୍; ଅନ୍ୟୂନ ୧୦ ପର୍ଯ୍ୟଟକ ଆହତ
ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଲାଗିଥିବା ‘ରୋପ୍ୱେ’ କେତେଗୁଡ଼ିଏ କେବୁଲ୍ କାର୍ ପରସ୍ପର ସହିତ ଧକ୍କା ଖାଇବାରୁ...