Day: April 6, 2022

ପ୍ରସାରଣ ସେବା ପୋର୍ଟାଲ (ବିଏସପି) ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ

ପୋର୍ଟାଲ ଦ୍ବାରା ଇକୋସିଷ୍ଟମରେ ପାରଦର୍ଶିତା, ଉତ୍ତରଦାୟିତ୍ବ ଏବଂ ତତ୍ପରତା ବୃଦ୍ଧି ପାଇବ : ଶ୍ରୀ ଅନୁରାଗ ଠାକୁରପୋର୍ଟାଲକୁ ଯଥାଶୀଘ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଜାତୀୟ ସିଙ୍ଗଲ ୱିଣ୍ଡୋ...

ୱି ପକ୍ଷରୁ ନିଯୁକ୍ତି ଓ ଦକ୍ଷତା ସୁଯୋଗ ସହ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରାଯିବ

ଚା ଅପ୍‌ନା, ଏନ୍‌ଗୁରୁ ଓ ପରୀକ୍ଷା ଭଳି ସଂସ୍ଥା ସହ ସହଯୋଗିତା ସ୍ଥାପନଭୁବନେଶ୍ୱର: ଭାରତୀୟ ଯୁବପିଢ଼ିଙ୍କୁ ଉତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ୱି ପକ୍ଷରୁ...

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନି; ୧୧ଶ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ: ‘ଫୋର୍ବସ୍‌’ର ବାର୍ଷିକ ବିଶ୍ବ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ‘ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଟାଇକୁନ୍‌’ ଗୌତମ ଅଦାନୀ ଯଥାକ୍ରମେ ୧୦ମ ଓ...

ୟୁକ୍ରେନ୍‌ ଆକ୍ରମଣ ହେତୁ ‘ୟୁରୋପୀୟ ସଂଘ’ କଟକଣାର ସମ୍ମୁଖୀନ ହୋଇପାରନ୍ତି ପୁଟିନ୍‌ଙ୍କ କନ୍ୟା

ମସ୍କୋ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କନ୍ୟାମାନଙ୍କ ଉପରେ କଟକଣା ଜାରି କରିବା ଲାଗି ‘ୟୁରୋପୀୟ ସଂଘ’ ଆଲୋଚନା କରୁଥିବା କଥା ସେ ସଂକ୍ରାନ୍ତରେ ଅବଗତ ଥିବା...