Day: February 1, 2022

କେନ୍ଦ୍ର ବଜେଟ୍ ଐତିହାସିକ ଏବଂ ଯୁଗାନ୍ତକାରୀ: ସମୀର ମହାନ୍ତି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦ୍ବାରା ଆଜି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଉପସ୍ଥାପିତ ହୋଇଥିବା ବଜେଟ୍ ଐତିହାସିକ ଏବଂ ଯୁଗାନ୍ତକାରୀ। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବଜେଟକୁ...