Month: February 2022

ୟୁକ୍ରେନ୍‌ରୁ ଭାରତୀୟଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସମନ୍ବୟ ରକ୍ଷା ପାଇଁ ୪ କେନ୍ଦ୍ରମନ୍ତ୍ରୀଙ୍କୁ ୟୁରୋପ୍‌ ପଠାଇବେ ମୋଦୀ

ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ପାଇଁ ଚାଲିଥିବା ଅଭିଯାନ ପ୍ରକ୍ରିୟାରେ ସମନ୍ବୟ ରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ୪ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁରୋପୀୟ ଦେଶମାନଙ୍କୁ ପଠାଇବା ଲାଗି...

ସମ୍ବଲପୁର: ବିଜେଡି ୧୬ ଓ ବିଜେପି ୨ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି  ୯ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୭ଟି ଜୋନରେ...

ଋଷ ସରକାରୀ ଗଣମାଧ୍ୟମର ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇଲା ଫେସ୍‌ବୁକ

ଓ୍ଵାଶିଂଟନ୍‌: ଋଷ ସରକାରୀ ଗଣମାଧ୍ୟମର ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇଛି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ। ସାମାଜିକ ଗଣମାଧ୍ୟମ ଫେସ୍‌ବୁକ ନେଟୱାର୍କ ସୁରକ୍ଷା ନୀତିର ମୁଖ୍ୟ ନାଥାନିଏଲ୍‌ ଗ୍ଲିଚର୍‌...

ଗଜପତି ଜିଲ୍ଲାର ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଆଗୁଆ, ୩ଟିରେ କଂଗ୍ରେସ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଦେଖାଯାଉଛି। ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି...

ୟୁକ୍ରେନ ପାଇଁ ବଡ ବିପଦ : ୟୁକ୍ରେନ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଦଖଲ କଲା ଋଷ୍

ଦିଲ୍ଲୀ: ଆଗକୁ ମାଡିଚାଲିଛି ଋଷ ସେନା । ୟୁକ୍ରେନର ସୀମାବର୍ତ୍ତୀ ଇଲାକା ଗୁଡିକୁ ଦଖଲ କରିନେବା ପରେ ଏବେ ରାଜଧାନୀ କିବ୍ ଆଡକୁ ମାଡିଚାଲିଛି ଋଷ ସେନା...

ୟୁକ୍ରେନରୁ ଫେରିବେ ଓଡ଼ିଆ: ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ...

ଥମ୍‍ସ ଅପ୍‍ ସହିତ ଶାହରୁଖ ଖାଁଙ୍କ ତୁଫାନି ସହଭାଗିତା ପ୍ରଶଂକଙ୍କୁ ଉଲ୍ଲସିତ କରୁଛି

ନୂଆଦିଲ୍ଲୀ,୨୨ା୨: ନିଜର ସାହସୀ ଏବଂ ଦୁଃସାହସିକ ମନୋଭାବ ପାଇଁ ସୁପରିଚିତ କୋକା-କୋଲା ଇଣ୍ଡିଆର ସ୍ୱଦେଶୀବ୍ରାଣ୍ଡ୍‍ ଥମ୍‍ସ ଅପ୍‍ #ଥମ୍‍ସ ଅପ୍‍ ଷ୍ଟ୍ରଙ୍ଗ ପ୍ଲାଟଫର୍ମ ଉପସ୍ଥାପନ କରିବାକୁ ଭାରତର...

ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ବୁଧବାର ସ୍ୱଦେଶୀ ଜ୍ଞାନକୌଶଳକୁ ପ୍ରାଥମିକତା ଦେବା ପାଇଁ ଭାରତ ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କରିଛି । ଏହି ଡ୍ରୋନ ୩...

ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା

ମାଲକାନଗିରି : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା । ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି...

କାମ କରୁଥିବା ବେଳେ ଇଟା ଭାଟି ବ୍ୟବସାୟୀଙ୍କୁ ମିଳିଲା ୧.୨୦ କୋଟି ଟଙ୍କାର ହୀରା

ଭୋପାଲ: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ ୨୬.୧୧ କ୍ୟାରେଟର ହୀରା ମିଳିଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ହୀରାର ମୂଲ୍ୟ ୧.୨୦ କୋଟି ଟଙ୍କାରୁ ଅଧିକ...

ସିଏମ୍‌ସି ପରିମଳ ଟେଣ୍ଡର୍‌କୁ ସରକାରଙ୍କ ଟେକ୍ନିକାଲ୍‌ ଅନୁମତି, ୫୯ ୱାର୍ଡ ୬ଟି ଜୋନ୍‌ରେ ଭାଗ; ୬ ଜୋନ୍‌ ପାଇଁ ହେବ ୬ଟି ଟେଣ୍ଡର୍‌

କଟକ: ସିଏମ୍‌ସି ପରିମଳ ଟେଣ୍ଡର ପାଇଁ ଏବେ ବାଟ ଫିଟିଛି। ସରକାରଙ୍କ ପକ୍ଷରୁ ପରିମଳ ଟେଣ୍ଡର ପାଇଁ ସିଏମ୍‌ସିକୁ ଟେକ୍ନିକାଲ୍‌ ଅନୁମତି ପ୍ରଦାନ କରାଯାଇଛି। ଦୀର୍ଘ ୭ବର୍ଷ ଧରି...

କେନ୍ଦ୍ରାପଡ଼ା ବ୍ଲକ୍‌ର ଓସ୍ତପୁର ପଞ୍ଚାୟତ : ପ୍ରସନ୍ନ ରାଉତ ବହୁ ଆଗରେ

କେନ୍ଦ୍ରାପଡ଼ା ବ୍ଲକ୍‌ର ଓସ୍ତପୁର ପଞ୍ଚାୟତରେ ନିର୍ବାଚନ ମାହୋଲ ସରଗରମ ହେଉଅଛି । ନିର୍ବାଚନକୁ ଆଉମାତ୍ରଦୁଇଦିନ ବାକି ରହୁଥିବା ବେଳେ ବର୍ତ୍ତମାନର ସ୍ଥିତି ଯାହା ରହିଛି ଏଠାରେ ସବୁ...

ଆଦିତ୍ୟ ଆଲୁମିନିୟମ ଆରଆର କଲୋନିବାସୀଙ୍କ ଭୋଟ ବର୍ଜନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଆଦିତ୍ୟ ଆଲୁମିନିୟମ କାରଖାନା ଦ୍ୱାରା ବିସ୍ଥାପିତ ହୋଇଥିବା ୩୦୦ ଜଣ ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ବର୍ଜନ...

ପୁଣି ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି: ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୧୧କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଅପମିଶ୍ରିତ ମସଲା କାରଖାନା ଠାବ; ୫ କ୍ବିଣ୍ଟାଲ୍‌ କଞ୍ଚାମାଲ୍‌ ଜବତ, କାରଖାନା ସିଲ୍‌, ମାଲିକ ଅଟକ

ବୟାଳିଶମୌଜା: କଟକରେ ପୁଣି ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ୪୨ ମୌଜା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ...