Year: 2020

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ସୋନୁ ସୁଦ୍‌

ପ୍ରବାସୀ ଶ୍ରମିକଙ୍କ ପାଇଁ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଖା କରିଛନ୍ତି । ଠାକ୍‌ରେଙ୍କ ବାସଭବନ \"ମାତୋଶ୍ରୀ\'ରେ ସୋନୁ,...

ପୃଥିବୀ ବନାମ ମହାକାଶ ଚେସ୍ ମ୍ୟାଚ୍ ଡ୍ର ରହିଲା

ନିର୍ଦ୍ଧାରିତ କାର୍ଯ୍ୟ ଅନୁଯାୟୀ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ପୃଥିବୀ ବନାମ ମହାକାଶ ମଧ୍ୟରେ ଚେସ୍ ମ୍ୟାଚ୍ । ଗୋଟିଏ ଅର୍ଦ୍ଧଶତାବ୍ଦୀ ପରେ ଦୁଇ ଟିମ୍ ମଧ୍ୟରେ ଏହା...

ଗାଇଡ୍‌ଲାଇନ୍ ଅନୁଯାୟୀ ଟିଭି ଶୁଟିଂ ଆରମ୍ଭ ଫିଲ୍ମ ଶୁଟିଂ ବନ୍ଦ ରହିଛି

ଅନ୍‌ଲକ୍ ୧.୦ କାର୍ଯ୍ୟକାରୀ ହେବାପରେ ନୂତନ କଟକଣାକୁ ଦୃଷ୍ଟିରେ ରଖି ଷ୍ଟୁଡିଓଗୁଡିକରେ ଟିଭି ଶୋ ଶୁଟିଂ ଅ ।ରମ୍ଭ ହୋଇଛି । ତେବେ ଫିଲ୍ମ ଶୁଟିଂ ପାଇଁ...

ବିଦ୍ୟୁତ୍‌ଙ୍କ ସହ ଏକ ହଟ୍ ଫଟୋଶୁଟ୍ କରିବାକୁ ଚାହାନ୍ତି ଇଶା

ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତାଙ୍କର ଏକ ଗୁପ୍ତ ଅଭିଳାଷ ରହିଛି । ଜଣେ ନିର୍ଦ୍ଦିଷ୍ଟ ଅ ।କ୍ଟର୍‌ଙ୍କ ସହ ସେ ଏକ ହଟ୍ ଫଟୋଶୁଟ୍ କରିବାକୁ ଚାହାନ୍ତି...

ଜେଲ୍‌କୁ ଉଦ୍ୟାନରେ ପରିଣତ କଲେ ପୋଲିସ କର୍ମଚାରୀ

କୃଷି ଏବଂ ଉଦ୍ୟାନ କୃଷି ବିଷୟରେ ଜ୍ଞାନ ଏବଂ ପାରଦର୍ଶିତା ଥିବା ଜଣେ ପୋଲିସ କର୍ମଚାରୀ ମଧ୍ୟପ୍ରଦେଶରର ନରସିଂହପୁର କେନ୍ଦ୍ରୀୟ କାରାଗାରକୁ \"ସବୁଜ ଜେଲ୍‌\'ରେ ପରିଣତ କରିଛନ୍ତି...

ଫ୍ଲିପ୍‌କାର୍ଟର \”ଷ୍ଟେ ଅ ।ଟ୍ ହୋମ୍‌\’ ପ୍ରତିଯୋଗିତାରେ ଜିତିଲେ ଯୁବରାଜ ସିଂହ

ଫ୍ଲିପ୍‌କାର୍ଟର \"ଷ୍ଟେ ଅ ।ଟ୍ ହୋମ୍‌\' ପ୍ରତିଯୋଗିତାରେ \"ଏଣ୍ଟର୍‌ଟେଇନର୍ ନଂ ୧\' ହୋଇ ୧ କୋଟି ଟଙ୍କା ଜିତିଛନ୍ତି ଯୋଦ୍ଧପୁରର ଜଣେ ଶ୍ରମିକଙ୍କ ପୁଅ ଯୁବରାଜ ସିଂହ...

ପୁଣି ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି ମହିମା ଚୌଧୁରୀ

(ପ୍ରବାହ ନ୍ୟୁଜ୍‌) : ବଲିଉଡରେ ମହିମା ଚୌଧୁରୀ ଶାହରୁଖ ଖାନ୍‌ଙ୍କ ସହ ସୁପରହିଟ୍ ଫିଲ୍ମ \"ପରଦେଶ\'ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ସହିତ ମହିମାଙ୍କ ଅଭିନୟକୁ...

ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଅ।ଦିଲ୍ଲୀ,(ଏଜେନ୍ସି):ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତିଛ ଗୁରୁବାର ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଅ । ବର୍ଗ(ଓବିସି)ର ଅ ।ଶାୟୀମାନଙ୍କ ଲାଗି କୋଟାକୁ...