Year: 2020

ଆଲୁମିନିୟମ ପାର୍କ ନେଇ ଆଲୋଚନା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅନୁଗୁଳ ଠାରେ ପ୍ରସ୍ତାବିତ ଅ ।ଲୁମିନିୟମ ପାର୍କର କାର୍ଯ୍ୟକୁ ଅ ।ଗେଇ ନେବା ଏବଂ ଏହାକୁ ଶୀଘ୍ର ଶେଷ କରିବା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ...

ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତା ଶୋଚନୀୟ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଆଡ଼ିଆ ପଞ୍ଚାୟତ ସ୍ଥିତ ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି...

ଫିକା ପଡ଼ିଲା ରଜ ମହୋତ୍ସବ

ଦ୍ରକ, (ପ୍ରବାହ ନ୍ୟୁଜ୍‌): ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଆଗରପଡ଼ା ଓ ତା...

୧କୋଟି ବ୍ୟୟରେ ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ପୁରୁଣାବଜାରସ୍ଥିତ ସର୍ବପୁରାତନ ଜାମା ମସଜିଦ୍‌ର ଉନ୍ନତିକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥି ନିମନ୍ତେ ରାଜ୍ୟ ସରକାର ୧କୋଟି ଟଙ୍କା...

‘‘ଜାରରେ ଓଡ଼ିଶା ଘୁଂଚୁ ତୋ ଦୁର୍ଦ୍ଦଶା’’

ମୌଲାନା ଫଜଲ ହକ ଖାଁ ମୁଁ ନୁହେଁ ବଇରି ସଂସାରେ କାହାରି ସଭିଏଁ ମୋହର ମିତ୍ର । ମାନବ ଜଗତେ ସର୍ବ ପ୍ରାଣୀ ହିତେ ଯାଉ ଏ...

ରଜ ଉତ୍ସବ ପାଳନ ନେଇ ଜାରି ହେଲା ୧୪୪ ଧାରା

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନର ଅବବ୍ୟହିତ ପୂର୍ବରୁ ଆଜି ଉପଜିଲ୍ଲାପାଳ ପୀତାମ୍ବର ସାମଲ ବିଭିନ୍ନ ଉତ୍ସବ ସ୍ଥଳରେ ୧୪୪ ଧାରା...

ଅର୍ଜୁନ ସେଠୀଙ୍କୁ ଜିଲ୍ଲା ବିଜେପିର ଶ୍ରଦ୍ଧାଞ୍ଜଳି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ରାଜନୀତି ଇତିହାସରେ ବହୁ ଯୁଗଜନ୍ମା ଜନ୍ମ ନେଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଜନ୍ମ ନେବେ । ମାତ୍ର ଅର୍ଜୁନଙ୍କ ଭଳି...

ଅନ୍ତେବାସୀଙ୍କୁ ବସ୍ତ୍ର ଓ ଆମ୍ବ ଉପହାର ଦେଲେ ତେସିଙ୍ଗା ସରପଞ୍ଚ

ଭଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତର ବିଶୋଳ ଅଙ୍ଗନୱାଡି କେନ୍ଦ୍ରରେ ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କୁ ନବବସ୍ତ୍ର ଓ ଆମ୍ବ ଉପହାର ସ୍ଥାନୀୟ ସରପଞ୍ଚ...

କରୋନା ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ôଚଲା

ଣ୍ଡାରିପୋଖରୀ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ବ୍ଲକରେ ଶନିିବାର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିର୍ଗୁଣ୍ଡି ପଞ୍ଚାୟତ ଅନନ୍ତପୁର ଗ୍ରାମର ୨୭ ବର୍ଷୀୟ ମହିଳା...

୨ ଦିନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ

ପାରମ୍ପରିକ ଉତ୍ସବ ଉପରେ କଟକଣା ଜାରିକଲେ ଜିଲ୍ଲାପାଳଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଗତକାଲି ଓ ଆଜି ୨ ଦିନରେ ମୋଟ ୬ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ...

କାନ୍ତକବି ମଞ୍ଚପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା

ଭଦ୍ରକ(ପ୍ରବାହ ନ୍ୟୁଜ୍‌):. କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ...

ଲିଭର୍ ସିରୋସିସ୍‌

ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଯକୃତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଏଡସ୍ ରୋଗୀଙ୍କ ଅପେକ୍ଷା ଦୁର୍ବଳ । ଯକୃତ ସଂକ୍ରମିତ ହେଲେ ଏହାର ରୋଗୀମାନେ ଅନ୍ୟ ରୋଗ...

ମାଗିଲେ ଫ୍ରାଏଡ୍ ରାଇସ୍‌ ମିଳିଲା ସାପ ତରକାରୀ

୨୦୧୯ ଶେଷ ହେବାବେଳକୁ ଭେଟେରାନ୍ ଟେନିସ୍ ଖେଳାଳି ଲିଅ ।ଣ୍ଡର୍ ପେସ୍ ୨୦୨୦ ଟୋକିଓ ଅଲମ୍ପିକ୍ସ ପରେ ଅବସର ଘୋଷଣା କରିବାର ପ୍ଲାନିଂ କରିଥିଲେ । ଟୋକିଓ...

ବିମାନବନ୍ଦର ପାଇଁ ସ୍ୱୟଂଚାଳିତ ହ୍ୱିଲ୍‌ଚେୟାର୍‌

ହ୍ୱିଲ୍‌ଚେୟାର୍‌ଟି ସ୍ୱୟଂଚାଳିତ । ଏହାକୁ ପଛରୁ କେହି ଠେଲି ଠେଲି ନେବା ଦରକାର ନାହିଁ । କରୋନାଭାଇରସ୍‌ର ମୁକାବିଲା ସମୟରେ ଏହି ଅଟୋନମସ୍ ହ୍ୱିଲ୍‌ଚେୟାର୍ ମଧ୍ୟ ସାମାଜିକ...

ପୁଅ ହାରିଗଲେ ମାଆ ଜିତିଲେ

ସଙ୍ଗୀତଜ୍ଞ ୱାଜିଦ୍ ଖାନ୍ ଡାକ୍ତରଖାନାରେ ଅସୁସ୍ଥ ଥିଲାବେଳେ ୱାଜିଦଙ୍କ ଯତ୍ନ ନେବାକୁ ତାଙ୍କ ମାଅ । ସେଠାରେ ରହିଥିଲେ । ଡାକ୍ତରଖାନାରେ ଅନ୍ୟ କରୋନା ରୋଗୀଙ୍କ ସହ...