Year: 2020

ମୋ ଜୀବନର ଅଙ୍କ

ତେଜସ୍ୱିନୀ ସାମଲ ରାସ୍ତା କଡରେ କାଗଜ ଠୁଲାବିକ୍ରି କଲାବେଳେଭୋକରେ ଫୁତଫାତରେ ହାତ ପାତିବା ବେଳେସଭିଙ୍କ ଠାରୁ ତଡା ଖାଏକେଇଟା ଟଙ୍କା ପାଇଁନୀରିହ ଜୀନର ଆଶା ସୁମରୀଚିକା ପାଲଟି...

ଦାରୁବ୍ରହ୍ମ ଜଗନ୍ନାଥ

ରଞ୍ଜନ କୁମାର ଦାସ******************* ରେ ଆତ୍ମନ୍ !ଶୂନ୍ୟେ ଶୂନ୍ୟେ ପାରି କର୍ଣ୍ଣ                      କର କର ତୁ ଶ୍ରବଣ,ଅଖିଳ ବ୍ରହ୍ମାଣ୍ଡ ଭେଦି                    ଶୁଭେ ମିଶି ନିଶୀ ଦିନ।                            ଓଁକାର ଶବଦେ...

ପୁରୀରେ ବାହୁଡା ପାଇଁ କର୍ଫ୍ୟୁ

୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ପାଇଁ...

୫ ଆଇଏଏସଙ୍କୁ ସବ୍ କଲେକ୍ଟର ନିଯୁକ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ୨୭ ଜୁନ୍ - ରାଜ୍ୟ ସରକାର ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।...

କଟକରେ କରୋନା ମୁକାବିଲା : ସହଯୋଗ କରୁଛନ୍ତି ସାହି ପୂଜା କମିଟି

ଭୁବନେଶ୍ୱର/କଟକ, (ପ୍ରବାହ ନ୍ୟୁଜ୍‌): କଟକ ସହରରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ସହରର ୫୯ଟି...

ରଥଯାତ୍ରା ବନ୍ଦ ପାଇଁ ଫିକ୍ସିଂ କରିଥିଲେ ରାଜ୍ୟ ସରକାର

ଆଇନମନ୍ତ୍ରୀ , ଏଜିଙ୍କୁ ବହିଷ୍କାର ଦାବି କଲା କଂଗ୍ରେସଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ...

ହୀରାକୁଦ ଜଳ ଭଣ୍ଡାରରୁ ୧୫ ଗେଟ୍ ଖୋଲା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଛତିଶଗଡ଼ଠାରେ ବର୍ଷା ଲାଗି ରହିବା ଫଳରେ ସମ୍ପୃକ୍ତ ଜଳଭଣ୍ଡାର ଗେଟ୍ ଗୁଡ଼ିକ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଇଛି ।...

ଗଞ୍ଜାମ ସ୍ଥିତି ସଙ୍ଗୀନ

୩ ନୁହେଁ, ଜଣଙ୍କର ମୃତ୍ୟୁ: ଜିଲ୍ଲାପାଳ୩ଜଣଙ୍କ ମୃତ୍ୟୁ ହୋଇଛି: ସରପଞ୍ଚପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଘୋଷଣା କଲେ ସରପଞ୍ଚବ୍ରହ୍ମପୁର, (ପ୍ରବାହ ନ୍ୟୁଜ୍‌):କରୋନା ସଂକ୍ରମଣ ବ୍ୟାପୁଥିବାରୁ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର...

କୋଭିଡ-୧୯ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ସପ୍ତଦଶ ଜିଓଏମ ବୈଠକ

କୋଭିଡ-୧୯ ର ସାମ୍ପ୍ରତିକ ସ୍ଥିତି ଓ ପ୍ରତିହତ ପଦକ୍ଷେପର ସମୀକ୍ଷାନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯...

ସୋମବାର ଠାରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ, (ଏଜେନ୍ସି):ଆସନ୍ତା ଜୁନ୍ ୨୯ ତାରିଖ ସୋମବାର ଠାରୁ ପୁଣି କରତାରପୁର କରିଡର୍ ଖୋଲିବ । କରିଡର୍ ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ଥିବା ସୂଚନା ମିଳିଛି ।...

ଗୁରୁଗ୍ରାମରେ ପହଂଚିଲେ ପଙ୍ଗପାଳ ଦଳ

ଆଦିଲ୍ଲୀ, (ଏଜେନ୍ସି): ପାକିସ୍ତାନ ରାସ୍ତାରେ ରାଜସ୍ଥାନ ଏବଂ ହରିୟାଣାରେ ପହଂଚିବା ପରେ ଶନିବାର ଏନସିଆର ଗୁରୁଗ୍ରାମରେ ପହଂଚିଛନ୍ତି ପଙ୍ଗପାଳ ଦଳ । ଗୁରୁଗ୍ରାମର ବିଳାସମୟ ଆବାସିକ ଅଂଚଳରେ...

ପ୍ରଶାସନ ବାଲିଚୋରି ଉପରେ ଚଢ଼ାଉ; ୨୧ ଟ୍ରାକ୍ଟର ଜବତ

ଚଢ଼ାଉ ଖବର ଲିକେଜ; ଖସିଗଲେ ଶତାଧିକ ଟ୍ରାକ୍ଟର; ଚଢ଼ାଉ ସାମୟିକ ନହେଉ; ଅନେକ ଅଞ୍ଚଳ ବାକି ରହିଗଲାଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳର ବାଲିପୋଖରୀ ଏସକେପ...