Month: September 2020

ଭାରତୀୟ ନାରୀ

ହରେକୃଷ୍ଣ ପତି “ମାତା ଧରିତ୍ରୀ ଜନନୀ ଦୟାର୍ଦ୍ରହୃଦୟ ସତୀ । ଦେବୀବୁଭୂଧରଣୀ ଶ୍ରେଷ୍ଠା ନିର୍ଦ୍ଦୋଷ ଦୁଃଖପହା । ।”ଅର୍ଥାତ୍‌-ମାତା ବସୁମତୀଙ୍କ ବକ୍ଷ ଉପରେ ଆମ୍ଭେ ଜୀବଜଗତ କରୁଥିବା...

ବିଗୁଡ଼ୁଛି କରୋନା ସଂକ୍ରମଣ ସ୍ଥିତି

ବଡ଼ମ୍ବାଗଡ଼, (ନି.ପ୍ର) : ଅନଲକ୍‌-୪ ପରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖାଯାଉଛି । ଗ୍ରାମାଞ୍ଚଳରେ ହେଉ କି ସହରାଞ୍ଚଳରେ ଯେଉଁଠି ବି ଗୋଟିଏ...

କରୋନା ମୁକାବିଲା ଭାରତର ଉଦ୍ୟମକୁ ଜାତିସଂଘର ସମର୍ଥନ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ମିଳିତ ଜାତିସଂଘର ଅନେକ ସଂସ୍ଥା ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ସ୍ୱ୍ୱାସ୍ଥ୍ୟ ଏବଂ...

ମୁକ୍ତିର ଆନନ୍ଦ

ବୋଉ ରଖିଥିଲା ପଞ୍ଜୁରୀ ଭିତରେଦୁଇଗୋଟି ଶୁଆଶାରୀନିଇତି ସକାଳୁ ଶାରୀର କଣ୍ଠରୁଶୁଭୁଥିଲା ହରିହରି ।। (୧) ସରାଗରେ ମୁନି ଖାଇବାକୁ ଦିଏପିଜୁଳି ଓ ନାନା ଫଳକ୍ଷୀର ଭାତ ସଙ୍ଗେ...

ମୁସଲମାନ୍ ପ୍ରାଥୀଙ୍କର ୟୁପିଏସ୍‌ସି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ସିଦ୍ଧାର୍ଥ ସ୍ୱରୂପ ଦାଶ ସଦ୍ୟ ପ୍ରକାଶିତ ୟୁପିଏସ୍‌ସ ୨୦୧୯-୨୦ ପରୀକ୍ଷାଫଳରେ ମୁସଲିମ୍ ଛାତ୍ରମାନେ ସଫଳତାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଯେଉଁଥିରେ ଗତବର୍ଷ ୨୮ ଜଣ...