Month: June 2020

ତିନି ବର୍ଷର ପିଲା ପୂର୍ବଜନ୍ମର ହତ୍ୟାକାରୀଙ୍କୁ ଧରାଇଲା

ଠାବ କଲା ମୃତ ଶରୀର ଲୁଚାଇଥିବା ସ୍ଥାନମୁମ୍ବାଇ- ଅନେକ ଲୋକ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି ନାହିଁ । ହେଲେ ବେଳେ ବେଳେ ଏପରି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟ ବାହାରୁ ଅ ।ସିଥିବା ଓଡ଼ିଅ । କୁଶଳୀ ଶ୍ରମିକଙ୍କୁ ଲାଗିଛି ରୋଜଗାର ଚିନ୍ତା । ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇବା...

ସଂରକ୍ଷିତ ଜଙ୍ଗଲରେ ପଥର ମାଫିଆଙ୍କ ରାଜ୍‌

ଅନୁମତି ନଥିବା ଜାଗାରେ ପଥର ବ୍ଲାଷ୍ଟିଂ କରି ସରକାରଙ୍କ ରାଜସ୍ୱ ଲୁଟ୍ନୟାଗଡ଼଼ , (ପ୍ରବାହ ନ୍ୟୁଜ୍‌): ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକ୍‌ର ସିମାନ୍ତରେ ପଥର ବ୍ଲାଷ୍ଟିଂ କରି...

ବର୍ଷାଋତୁ ଆସିଲା : ବିପଦ ଆଶଙ୍କାରେ ନଈକୂଳିଆବାସୀ

ନ୍ତ, (ପ୍ରବାହ ନ୍ୟୁଜ୍‌): ଆବାହନ କାଳରୁ ସାଳନ୍ଦି ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର...

ଋଣକିସ୍ତି ଆଦାୟ ବନ୍ଦ କରିବାକୁ ପ୍ରଗତିଶୀଳ ମହିଳାମଞ୍ଚର ଦାବି

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଘରୋଇ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ବର୍ଷବର୍ଷ ଧରି ଗ୍ରାମୀଣ ମହିଳାମାନଙ୍କୁ ଟଙ୍କା ଋଣ ଦେଇ କିସ୍ତି ଆଦା କରିଆସୁଥିଲେ । ତେବେ କରୋନା...

ଭଦ୍ରକରେ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ଶ୍ରମିକଙ୍କ ସାତଦଫାଦାବୀ ନେଇ ବିକ୍ଷୋଭ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କର ସାତଦଫା ଦାବୀ ନେଇ ଏଆଇସିସିଟିୟୁ ଓ ଏଆଇସିଡବ୍ଲ୍ୟୁଏଫ୍ ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସରେ ମଣ୍ଡଳ...

ଗୋପବନ୍ଧୁ କୋଭିଡ୍ ଚିକିତ୍ସାଳୟ ଲୋକାର୍ପିତ

ଏହି ସର୍ବଶ୍ରେଷ୍ଠ ଚିକିତ୍ସାଳୟ କରୋନାପୀଡ଼ିତଙ୍କୁ ଉତ୍ତମ ସେବା ଦେବ\'କଟକ, (ନି.ପ୍ର) : ଅ ।ଠଗଡ଼ ମାଧବପୁରଠାରେ ପ୍ରତିଷ୍ଠିତ ୧୫୦ରୁ ଊଦ୍ଧର୍‌ବ ଶଯ୍ୟା ବିଶିଷ୍ଟ କୋଭିଡ୍ ଚିକିତ୍ସାଳୟ ଓ...

ମହାନ୍ ବିଭୂତି ଶ୍ରୀମଜ୍ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ

ମନୋଜ କୁମାର ରଥ ଦେବଭୂମି ଭାରତବର୍ଷରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ଯେତେବେଳେ ଖ୍ରୀ.ପୂ. ୫୦୭ ବର୍ଷରେ କେରଳର କାଲାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭଗବାତ୍‌ପାଦ...

ପୁଞ୍ଜି ବିନିଯୋଗ ନେଇ ଆଲୋଚନା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଓଡିଶାରେ ପୁଞ୍ଜି ବିନିଯୋଗ ନେଇ ଅ ।ର୍ସେଲର ମିତ୍ତଳ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଅ ।ରେ ମୁଖ୍ୟମନ୍ତ୍ରୀ ନବୀନ...

ଆଲୁମିନିୟମ ପାର୍କ ନେଇ ଆଲୋଚନା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଅନୁଗୁଳ ଠାରେ ପ୍ରସ୍ତାବିତ ଅ ।ଲୁମିନିୟମ ପାର୍କର କାର୍ଯ୍ୟକୁ ଅ ।ଗେଇ ନେବା ଏବଂ ଏହାକୁ ଶୀଘ୍ର ଶେଷ କରିବା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ...

ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତା ଶୋଚନୀୟ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଆଡ଼ିଆ ପଞ୍ଚାୟତ ସ୍ଥିତ ପନ୍ଦାଡ଼ୋ-ଓଲଡ଼ାଙ୍ଗ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି...

୧କୋଟି ବ୍ୟୟରେ ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଦ୍ରକ ପୁରୁଣାବଜାରସ୍ଥିତ ସର୍ବପୁରାତନ ଜାମା ମସଜିଦ୍‌ର ଉନ୍ନତିକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥି ନିମନ୍ତେ ରାଜ୍ୟ ସରକାର ୧କୋଟି ଟଙ୍କା...

You may have missed