Day: June 9, 2020

କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,(ଏଜେନ୍ସି): କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ । କରୋନାରୁ ମୁକ୍ତି...

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଅ ।ଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ୱତନ୍ତ୍ରଭାବରେ ସଜାଇଥାନ୍ତି । ଏହି ଭ୍ରୂଲତା ପାଇଁ ଏବେ ସୋସିଅ ।ଲ୍ ମିଡିଅ ।ରେ ସେନସେସନ୍...

ଦୁର୍ଦ୍ଦିନରେ ଦୁଗ୍ଧଚାଷୀ

ଭୁବନେଶ୍ୱର, (ନି.ପ୍ର) : ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କ୍ଷେତ୍ରରେ ଓମ୍ଫେଡର ଅଘୋଷିତ କଟକଣା ଏବେ ଘରୋଇ ଦୁଗ୍ଧ କମ୍ପାନୀ ଗୁହିକୁ ସୁହାଇଛି । ଓମ୍‌ମ୍ଫେଡ ଦ୍ୱାରା ଅନୁବନ୍ଧିତ...

ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟର୍କ,(ଏଜେନ୍ସି): ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷଲକ୍ଷ ଶିଶୁ । ପୁଣି ବର୍ଷକ ମଧ୍ୟରେ । ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ...

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଏପରିକି କୋଭିଡ୍‌-୧୯ ଅ ।ରମ୍ଭ ହେବା ପୂର୍ବରୁ ଏଭଳି...

ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟରେ ବର୍ତ୍ତମାନ ୮୬ଟି ଜେଲ୍ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ...

ନଦୀବନ୍ଧ ସୁରକ୍ଷା ପାଇଁ ବିଶ୍ୱବ୍ୟାଙ୍କ୍ ସହାୟତା

ନୂଅ ।ଦିଲ୍ଲୀ,(ଏଜେନ୍ସି): ନଦୀବନ୍ଧ ଗୁଡିକର ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୫୦୦ ନିୟୁତ ଡଲାରର ଋଣ ଯୋଗାଇବାର ପ୍ରସ୍ତାବ ଥିବାବେଳେ ଓଡିଶା ଏଥିରୁ ସର୍ବାଧିକ ଲାଭ ପାଇବ...

ସଂକ୍ରମଣ କାଳରେ ସଂଘର୍ଷ

ସୌମେନ୍ଦ୍ର ଜେନାସମଗ୍ର ପୃଥିବୀର ଦୁଇଶହରୁ ଅଧିକ ଦେଶରେ ସଂପ୍ରତି ଚୀନା ଭାଇରସର ଆକ୍ରମଣ ଜାରି ରହିଛି । ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିଲା ବେଳେ ମୃତ...

ନବୀନଙ୍କ ଦୁର୍ନୀତିମୁକ୍ତ ଶାସନ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୧ବର୍ଷରୁ ଉର୍ଦ୍ଧ୍ୱହେବ ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଭାବେ ସେ ବେଶ୍ ସୁନାମ...

ଜନମନର ଜନଶକ୍ତି, ରାଷ୍ଟ୍ରଶକ୍ତିର ଚେତନାକୁ ପ୍ରଜ୍ଜ୍ୱଳିତ କରୁଛି: ମୋଦୀ

ନୂଆଦିଲ୍ଲୀ, (ପିଆଇବି): ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା । ଦେଶରେ ବହୁ ଦଶନ୍ଧି ପରେ...

କରୋନା ଓ ଜ୍ୟୋତିକୁମାରୀଙ୍କ ପିତୃଭକ୍ତି

ଡ଼ଃ.ଅରୁନ୍ଧତୀ ଦେବୀତ୍ରେତୟା ଯୁଗରେ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ସମସ୍ତ ଦୁଃଖ କଷ୍ଟକୁ ନିଜ ଭିତରେ ପୁରାଇ ଶ୍ରବଣ କୁମାର ଯେଉଁ କୀର୍ତ୍ତି ଓ ଯଶ ଛାଡ଼ି...

You may have missed