Day: June 27, 2020

ପ୍ରଶାସନ ବାଲିଚୋରି ଉପରେ ଚଢ଼ାଉ; ୨୧ ଟ୍ରାକ୍ଟର ଜବତ

ଚଢ଼ାଉ ଖବର ଲିକେଜ; ଖସିଗଲେ ଶତାଧିକ ଟ୍ରାକ୍ଟର; ଚଢ଼ାଉ ସାମୟିକ ନହେଉ; ଅନେକ ଅଞ୍ଚଳ ବାକି ରହିଗଲାଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳର ବାଲିପୋଖରୀ ଏସକେପ...

ରାଷ୍ଟ୍ର ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍‌ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି ।...

ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ

କଟକ କାର୍ଟ ମୋବାଇଲ ଲଣ୍ଡ୍ରୀର ଶୁଭାରମ୍ଭପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନଉପକୃତ ହେବେ ୨୧ ହଜାର ଶ୍ରମିକକଟକ, (ପ୍ରବାହ ନ୍ୟୁଜ୍‌): ଅଗ୍ରଣୀ ବ୍ୟାଙ୍କ୍ (ୟୁକୋ ବ୍ୟାଙ୍କ୍‌), କଟକଙ୍କ ଅ ।ନୁକୂଲ୍ୟରେ...

ଜବରଦଖଲରେ ଶ୍ରୀମନ୍ଦିର ଭୂ ସମ୍ପତ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯେଭଳି ଭାବାବେଗ ପ୍ରକାଶ ପାଇଛି...

ହେରାପଞ୍ଚମୀର ମହତ୍ୱ

ଜାଣନ୍ତୁ ହେରାପଞ୍ଚମୀର ମହତ୍ୱରଥଯାତ୍ରା ପାଳନ ଅନୁଯାୟୀ ହେରାପଞ୍ଚମୀ ଏକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ରଥଯାତ୍ରାଠାରୁ ପଞ୍ଚମ ଦିନ ପାଳନ କରାଯାଇଥାଏ । ଏହି ହେରା ପଞ୍ଚମୀକୁ...

ତିନି ବର୍ଷର ପିଲା ପୂର୍ବଜନ୍ମର ହତ୍ୟାକାରୀଙ୍କୁ ଧରାଇଲା

ଠାବ କଲା ମୃତ ଶରୀର ଲୁଚାଇଥିବା ସ୍ଥାନମୁମ୍ବାଇ- ଅନେକ ଲୋକ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି ନାହିଁ । ହେଲେ ବେଳେ ବେଳେ ଏପରି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରାଜ୍ୟ ବାହାରୁ ଅ ।ସିଥିବା ଓଡ଼ିଅ । କୁଶଳୀ ଶ୍ରମିକଙ୍କୁ ଲାଗିଛି ରୋଜଗାର ଚିନ୍ତା । ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇବା...

You may have missed