Day: June 12, 2020

ଜେଲ୍‌କୁ ଉଦ୍ୟାନରେ ପରିଣତ କଲେ ପୋଲିସ କର୍ମଚାରୀ

କୃଷି ଏବଂ ଉଦ୍ୟାନ କୃଷି ବିଷୟରେ ଜ୍ଞାନ ଏବଂ ପାରଦର୍ଶିତା ଥିବା ଜଣେ ପୋଲିସ କର୍ମଚାରୀ ମଧ୍ୟପ୍ରଦେଶରର ନରସିଂହପୁର କେନ୍ଦ୍ରୀୟ କାରାଗାରକୁ \"ସବୁଜ ଜେଲ୍‌\'ରେ ପରିଣତ କରିଛନ୍ତି...

ଫ୍ଲିପ୍‌କାର୍ଟର \”ଷ୍ଟେ ଅ ।ଟ୍ ହୋମ୍‌\’ ପ୍ରତିଯୋଗିତାରେ ଜିତିଲେ ଯୁବରାଜ ସିଂହ

ଫ୍ଲିପ୍‌କାର୍ଟର \"ଷ୍ଟେ ଅ ।ଟ୍ ହୋମ୍‌\' ପ୍ରତିଯୋଗିତାରେ \"ଏଣ୍ଟର୍‌ଟେଇନର୍ ନଂ ୧\' ହୋଇ ୧ କୋଟି ଟଙ୍କା ଜିତିଛନ୍ତି ଯୋଦ୍ଧପୁରର ଜଣେ ଶ୍ରମିକଙ୍କ ପୁଅ ଯୁବରାଜ ସିଂହ...

ପୁଣି ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି ମହିମା ଚୌଧୁରୀ

(ପ୍ରବାହ ନ୍ୟୁଜ୍‌) : ବଲିଉଡରେ ମହିମା ଚୌଧୁରୀ ଶାହରୁଖ ଖାନ୍‌ଙ୍କ ସହ ସୁପରହିଟ୍ ଫିଲ୍ମ \"ପରଦେଶ\'ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ସହିତ ମହିମାଙ୍କ ଅଭିନୟକୁ...

ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଅ।ଦିଲ୍ଲୀ,(ଏଜେନ୍ସି):ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତିଛ ଗୁରୁବାର ତାମିଲନାଡୁର ମେଡିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଅ । ବର୍ଗ(ଓବିସି)ର ଅ ।ଶାୟୀମାନଙ୍କ ଲାଗି କୋଟାକୁ...

ପୁଣି ଡିଏଲ୍ ଓ ଏଲଏଲ୍ ପାଇଁ ସ୍ଲଟ ବୁକିଂ ବାତିଲ କଲେ ପରିବହନ କମିସନର

ଭୁବନେଶ୍ୱର,(ନି.ପ୍ର) : ଅ ।ଜିଠାରୁ ଡ୍ରାଇଭିଂ ଲାଇସେନ୍ସ ( ଡିଏଲ୍‌) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ପାଇଁ ସ୍ଲଟ ବୁକିଂ ହେ ବୋଲି ଗତକାଲି ପରିବହନ କମିସନର...

କିମ୍‌ସ କୋଭିଡ ହସପିଟାଲରେ ହଜାରେ ରୋଗୀ ଚିକିତ୍ସିତ

ଭୁବନେଶ୍ୱର, (ନି.ପ୍ର) : କିମ୍‌ସ ଓଡ଼ିଶା କୋଭିଡ ହସପିଟାଲରେ ଜୁନ ୧୧ ସୁଦ୍ଧା ୧୦୨୦ ରୋଗୀ ଚିକିତ୍ସିତ ହୋଇଛନ୍ତି । ଓଡ଼ିଶାର ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ...

ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ୍ ସାବିତ୍ରୀ ରଥଙ୍କ ଶପଥ

କଟକ, (ନି.ପ୍ର) : ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଗୁରୁବାର ଜଷ୍ଟିସ୍ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କନ୍‌ଫରେନ୍ସ ହଲରେ ନିରାଡ଼ମ୍ବର...

You may have missed