Month: June 2020

ପୁରୀରେ ବାହୁଡା ପାଇଁ କର୍ଫ୍ୟୁ

୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ପାଇଁ...

୫ ଆଇଏଏସଙ୍କୁ ସବ୍ କଲେକ୍ଟର ନିଯୁକ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ୨୭ ଜୁନ୍ - ରାଜ୍ୟ ସରକାର ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।...

କଟକରେ କରୋନା ମୁକାବିଲା : ସହଯୋଗ କରୁଛନ୍ତି ସାହି ପୂଜା କମିଟି

ଭୁବନେଶ୍ୱର/କଟକ, (ପ୍ରବାହ ନ୍ୟୁଜ୍‌): କଟକ ସହରରେ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ସହରର ୫୯ଟି...

ରଥଯାତ୍ରା ବନ୍ଦ ପାଇଁ ଫିକ୍ସିଂ କରିଥିଲେ ରାଜ୍ୟ ସରକାର

ଆଇନମନ୍ତ୍ରୀ , ଏଜିଙ୍କୁ ବହିଷ୍କାର ଦାବି କଲା କଂଗ୍ରେସଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ...

ହୀରାକୁଦ ଜଳ ଭଣ୍ଡାରରୁ ୧୫ ଗେଟ୍ ଖୋଲା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଛତିଶଗଡ଼ଠାରେ ବର୍ଷା ଲାଗି ରହିବା ଫଳରେ ସମ୍ପୃକ୍ତ ଜଳଭଣ୍ଡାର ଗେଟ୍ ଗୁଡ଼ିକ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଇଛି ।...

ଗଞ୍ଜାମ ସ୍ଥିତି ସଙ୍ଗୀନ

୩ ନୁହେଁ, ଜଣଙ୍କର ମୃତ୍ୟୁ: ଜିଲ୍ଲାପାଳ୩ଜଣଙ୍କ ମୃତ୍ୟୁ ହୋଇଛି: ସରପଞ୍ଚପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଘୋଷଣା କଲେ ସରପଞ୍ଚବ୍ରହ୍ମପୁର, (ପ୍ରବାହ ନ୍ୟୁଜ୍‌):କରୋନା ସଂକ୍ରମଣ ବ୍ୟାପୁଥିବାରୁ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର...

କୋଭିଡ-୧୯ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ସପ୍ତଦଶ ଜିଓଏମ ବୈଠକ

କୋଭିଡ-୧୯ ର ସାମ୍ପ୍ରତିକ ସ୍ଥିତି ଓ ପ୍ରତିହତ ପଦକ୍ଷେପର ସମୀକ୍ଷାନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯...

ସୋମବାର ଠାରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ, (ଏଜେନ୍ସି):ଆସନ୍ତା ଜୁନ୍ ୨୯ ତାରିଖ ସୋମବାର ଠାରୁ ପୁଣି କରତାରପୁର କରିଡର୍ ଖୋଲିବ । କରିଡର୍ ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ଥିବା ସୂଚନା ମିଳିଛି ।...

ଗୁରୁଗ୍ରାମରେ ପହଂଚିଲେ ପଙ୍ଗପାଳ ଦଳ

ଆଦିଲ୍ଲୀ, (ଏଜେନ୍ସି): ପାକିସ୍ତାନ ରାସ୍ତାରେ ରାଜସ୍ଥାନ ଏବଂ ହରିୟାଣାରେ ପହଂଚିବା ପରେ ଶନିବାର ଏନସିଆର ଗୁରୁଗ୍ରାମରେ ପହଂଚିଛନ୍ତି ପଙ୍ଗପାଳ ଦଳ । ଗୁରୁଗ୍ରାମର ବିଳାସମୟ ଆବାସିକ ଅଂଚଳରେ...

ପ୍ରଶାସନ ବାଲିଚୋରି ଉପରେ ଚଢ଼ାଉ; ୨୧ ଟ୍ରାକ୍ଟର ଜବତ

ଚଢ଼ାଉ ଖବର ଲିକେଜ; ଖସିଗଲେ ଶତାଧିକ ଟ୍ରାକ୍ଟର; ଚଢ଼ାଉ ସାମୟିକ ନହେଉ; ଅନେକ ଅଞ୍ଚଳ ବାକି ରହିଗଲାଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳର ବାଲିପୋଖରୀ ଏସକେପ...

ରାଷ୍ଟ୍ର ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍‌ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି ।...

ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ

କଟକ କାର୍ଟ ମୋବାଇଲ ଲଣ୍ଡ୍ରୀର ଶୁଭାରମ୍ଭପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନଉପକୃତ ହେବେ ୨୧ ହଜାର ଶ୍ରମିକକଟକ, (ପ୍ରବାହ ନ୍ୟୁଜ୍‌): ଅଗ୍ରଣୀ ବ୍ୟାଙ୍କ୍ (ୟୁକୋ ବ୍ୟାଙ୍କ୍‌), କଟକଙ୍କ ଅ ।ନୁକୂଲ୍ୟରେ...

ଜବରଦଖଲରେ ଶ୍ରୀମନ୍ଦିର ଭୂ ସମ୍ପତ୍ତି

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯେଭଳି ଭାବାବେଗ ପ୍ରକାଶ ପାଇଛି...

ହେରାପଞ୍ଚମୀର ମହତ୍ୱ

ଜାଣନ୍ତୁ ହେରାପଞ୍ଚମୀର ମହତ୍ୱରଥଯାତ୍ରା ପାଳନ ଅନୁଯାୟୀ ହେରାପଞ୍ଚମୀ ଏକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ରଥଯାତ୍ରାଠାରୁ ପଞ୍ଚମ ଦିନ ପାଳନ କରାଯାଇଥାଏ । ଏହି ହେରା ପଞ୍ଚମୀକୁ...