ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର
ନୂଅ ।ଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ୱତନ୍ତ୍ରଭାବରେ ସଜାଇଥାନ୍ତି । ଏହି ଭ୍ରୂଲତା ପାଇଁ ଏବେ ସୋସିଅ ।ଲ୍ ମିଡିଅ ।ରେ ସେନସେସନ୍ ପାଲଟିଛନ୍ତି ଅ ।ଞ୍ଝେଲିକା ପ୍ରୋଟୋଡ୍ୟାକୋନୋଭା । ବିରାଟ ଭ୍ରୂଲତା ପେଣ୍ଟିଂ ନିମନ୍ତେ ଆଞ୍ଝେଲିକାଙ୍କ ଇନ୍ଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋଅର୍ ଅଛନ୍ତି । ଋଷିଅ ।ର ୟାକୁତ୍ସ ଅଞ୍ଚଳର ଏହି ଯୁବତୀ ଜଣକ ଏକ ବିଶେଷ ଘଟଣା ପରେ ନିଜ ଭ୍ରୂଲତାକୁ ଏଭଳି ଢଙ୍ଗରେ ସଜାଇବା ଅ ।ରମ୍ଭ କରିଥିଲେ । ସେ ଥରେ ବସରେ ଯାଉଥିବା ବେଳେ ଜଣେ ବନ୍ଧୁ ତାଙ୍କର ଏକ ଫଟୋଉଠାଇ ତାକୁ ଅନ୍ଲାଇନ୍ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ଭ୍ରୂଲତାକୁ ଟିକେ ଅଧିକ କରି ଦେଖାଇଥିଲେ । କିଛିଦିନ ପରେ ସେ ଫ୍ୟାଶନ୍ ବ୍ଲଗରରେ ପରିଚିତି ହାସଲ କରିବାକୁ ଲାଗିଲେ । ଏହାପରେ ସେ ତାଙ୍କ ଭ୍ରୂଲତାକୁ ଅଧିକ ଅ ।କାର ଦେଇ ଫଟୋ ପୋଷ୍ଟ କରିବାକୁ ଲାଗିଲେ ଏବଂ ଖୁବ୍ କମ୍ ଦିନରେ ସେ ଷ୍ଟାର ପାଲଟିଗଲେ । ଏବେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ, ଋଷିଅ ।ର ବିଭିନ୍ନ ବିଜ୍ଞାପନ କମ୍ପାନୀ ତାଙ୍କୁ ସୁଯୋଗ ଦେବା ପାଇଁ ଅଫର ଦେଉଛନ୍ତିଛ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଯୁବତୀ ଜଣକ ଏକ ଭିଡିଓ ଗେମ୍ ଅ ।ନ୍ଙ୍ଗ୍ରି ବାର୍ଡ ଦେଖିବା ପରେ ଏଭଳି ଭ୍ରୂଲତା ପ୍ରତି ଅ ।କୃଷ୍ଟ ହୋଇଥିଲେଛ ତେବେ ଅ ।ଞ୍ଝେଲିନା କହନ୍ତି ଯେ, ପ୍ରଥମେ ତାଙ୍କର ଏଭଳି ଭ୍ରୂଲତା ଥିବା ଫଟୋ ଯେତେବେଳେ ସୋସିଅ ।ଲ୍ ମିଡିଅ ।ରେ ଅ ।ସିଥିଲା ସେ ବହୁତ ଲଜ୍ଜା ଅନୁଭବ କରିଥିଲେଛ କିନ୍ତୁ ପରେ ତାଙ୍କ ପ୍ରତି ଲୋକ ଅ ।କର୍ଷିତ ହେଉଥିବା ଅନୁଭବ କରିଥିଲେଛ ସେତେବେଳେ ନିଜ ଭ୍ରୂଲତାକୁ ଏଭଳି କରି ଇନ୍ଷ୍ଟାଗ୍ରାମ୍ରେ ସେ ଷ୍ଟାର୍ ପାଲଟି ଯାଇଥିଲେ ।
