ବିଧାୟକ ବିଷ୍ଣୁ ବ୍ରତଙ୍କ କଣ୍ଠରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଙ୍ଗୀତ   

0
IMG-20240515-WA0122

 ବାସୁଦେବପୁର – ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ବିଭିନ୍ନ ଦଳର କସରତ। ଏହି ଅବସର ରେ ଏକ ଅଭିନବ ଉପାୟ ରେ ସଙ୍ଗୀତ ପରିବେଷଣ କରି ନବୀନ ପଟ୍ଟନାୟକ ଙ୍କ ସଫଳତା  ବଖାଣି ଛନ୍ତି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ତାଙ୍କ ପତ୍ନୀ ଋତୁ ପୂର୍ଣା ରାଉତ ରାୟ। ବିଧାୟକ ଓ ତାଙ୍କ ପତ୍ନୀ ଋତୁପୁର୍ଣା ଙ୍କ କଣ୍ଠ ରେ ଏହି ସଂଗୀତ ରେ ନବୀନ ପଟ୍ଟନାୟକ ଙ୍କ ସଫଳ ଯୋଜନା କୁ ଲୋକ ଲୋଚନ କୁ ଆଣିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ର ଏହି ସଙ୍ଗୀତ ରେ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଦେଇଥିବା ବେଳେ କୋରିଓ ଗ୍ରାଫି ଏମ ଯେ ଜିତୁ ଅଛନ୍ତି। ଏହି ସଂଗୀତ ଟିକୁ ଆଜି ଏକ ଖବର ଦାତା ସମ୍ମିଳନୀ କରି ଶୁଭ ଉନ୍ମୋଚନ କରିଥିଲେ ବିଷ୍ଣୁ ବ୍ରତ ରାଉତ ରାୟ ଓ ଋତୁ ପୁର୍ଣା ରାଉତ ରାୟ।

Leave a Reply

Your email address will not be published. Required fields are marked *