b21-750x430

ଲାଦାଖ ଉତ୍ତେଜନା କାଳରେ ଅ ।ମେରିକା ପଠାଇଲା ପୃଥିବୀର ସବୁଠୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ
ଡ଼ିଅ ।ଗୋ ଗାର୍ସିଅ ।ରେ ସବୁଠୁ ଘାତକ ପରମାଣୁ ବର୍ଷୀ ବି-୨ ଏସଏସବି ବିମାନ ମୁତୟନ
ନୂଅ ।ଦିଲ୍ଲୀ, (ଏଜେନ୍ସି): ଲାଦାଖରେ ଭାରତ-ଚୀନ ଉତ୍ତେଜନା ଶେଷ ହେବାର ନାଁ ଧରୁନାହିଁ । ଚୀନ ବିରୋଧରେ ଭାରତୀୟ ସେନା ପାହାଡ଼ ପରି ଠିଅ । ହୋଇଛନ୍ତି ଛ ଚୀନକୁ ପଛକୁ ଯିବାକୁ ବାଧ୍ୟ କରୁଛନ୍ତି । ତଥାପି ଚୀନ ମାନୁନାହିଁ, ଓଲଟି ସୀମାନ୍ତରେ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି ଏବଂ ପରମାଣୁବାହୀ ଡ଼ିଏଫ୍‌-୨୬ ବିମାନ ମୁତୟନ କରିଛି । ଭାରତ ଏହାକୁ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରି ପାଲଟା ପଦକ୍ଷେପ ଗ୍ରହଣ କରୁଛି । ମାତ୍ର ଏହି ସମୟରେ ଭାରତ ପାଇଁ ଅ ।ଶ୍‌ସ୍ତି ଓ ଚୀନ ପାଇଁ ଅଶ୍‌ସ୍ତିକର ବାର୍ତା ଦେଇଛି ଅ ।ମେରିକା । ଡ଼ୋନାଲ୍ଡ ଟ୍ରମ୍ପ ପୃଥିବୀର ସବୁଠାରୁ ଘାତକ ତଥା ଶକ୍ତିଶାଳୀ ପରମାଣୁ ବୋମାବର୍ଷୀ ବିମାନ ବି-୨ ଷ୍ଟିଲ ବମ୍ବର (ବି-୨ଏଏସ୍‌ବି)କୁ ଡ଼ିଅ ।ଗୋ ଗାର୍ସିଅ ।ରେ ମୁତୟନ କରିଛନ୍ତି । ଏହି ବୋମାବର୍ଷୀ ବିମାନ ଏକ ସମୟରେ ୧୬ଟି ପରମାଣୁ ବମ୍ ପରିବହନ କରି ଚୀନକୁ ପୁରା ବିଧ୍‌ସ୍ତ କରିବାକୁ ସକ୍ଷମ । ଏହା ଏତେ ଶକ୍ତିଶାଳୀ ଯେ ଏହାର ଛବିକୁ ରାଡ଼ରରେ ଧରିବା ସମ୍ଭବ ନୁହେଁ ଓ କୌଣସି ମିଶାଇଲ୍ ତାକୁ ପିଛା କରିବା ବି ସମ୍ଭବ ନୁହେଁ ।
ଭାରତ-ଚୀନ ବିବାଦ ମଧ୍ୟରେ ଦୁଇ ଦେଶର ଶୀର୍ଷ ସେନା ଅଧିକାରୀମାନଙ୍କ ମଧ୍ୟରେ ବାରମ୍ବାର ଅ ।ଲୋଚନା ଚାଲିଛି ଛ ଏହା ସେôବ ଚୀନ ପୈଙ୍ଗଗ ଓ ଦେପସାଙ୍ଗ ଅଞ୍ଚଳରେ ନିଜର ସେନା ପଛକୁ ହଟାଉ ନାହିଁ । କେବଳ ସେତିକି ନୁହେଁ, ଭାରତ ସୀମାକୁ ଲାଗି ନିଜ ଅଞ୍ଚଳରେ ବିମାନଘାଟି ର୍ନିମାଣ କରିବାରେ ଲାଗିଛି ଏବଂ ନିଜ ଅଞ୍ଚଳର ବିଭିନ୍ନ ବିମାନଘାଟିରେ ଡ଼ିଏଫ୍‌-୨୬ ବିମାନ ମୁତୟନ କରିଛି । ଚୀନର ଏହି ମନ୍ଦ କାର୍ଯ୍ୟକଳାପ ବିରୋଧରେ ବନ୍ଧୁ ଭାରତକୁ ସହାୟତା ଦେବାକୁ ନିଜଅ ।ଡ଼ୁ ପ୍ରସ୍ତୁତି ଅ ।ରମ୍ଭ କରିଛି ଅ ।ମେରିକା । ଅ ।ମେରିକା ଭାରତର ନିକଟବର୍ତୀ କୁହାଯାଉଥିବା ନିଜର ନୌସେନାଘାଟି ଡ଼ିଅ ।ଗୋ ଗାର୍ସିଅ ।ରେ ପରମାଣୁ ବୋମାବର୍ଷୀ ବିମାନ ମୁତୟନ କରିଛି । ଭାରତ ପ୍ରତି କୌଣସି ବିପଦ ଅ ।ଶଙ୍କା ଅ ।ସିଲେ ଅ ।ମେରିକୀୟ ପରମାଣୁବର୍ଷୀ ବିମାନ ଏଠାରୁ ପୁରା ଚୀନକୁ ଧ୍‌ଂସ କରିବାକୁ ଉଡ଼ାଣ ଅ ।ରମ୍ଭ କରିବ ।


ଅ ।ମେରିକାର ଇଣ୍ଡୋ- ପ୍ୟାସିଫିକ କମାଣ୍ଡ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଡ଼ିଅ ।ଗୋ ଗାର୍ସିଅ ।ରେ ୩ଟି ବି-୨ଏସଏସବି ମୁତୟନ କରାଯାଇଛି । ଏହି ବିମାନ ୨୯ ଘଣ୍ଟା ଯାତ୍ରା କରି ଅ ।ମେରିକାର ମିଶୌରୀ ଏୟାରଫୋସ୍ ବେସରୁ ଡ଼ିଅ ।ଗୋ ଗାର୍ସିଅ । ଅ ।ସିଛି । ଅ ।ମେରିକା ନିଜର ବନ୍ଧୁ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକର ସହାୟତା ନିମନ୍ତେ ପୁରା ପ୍ରସ୍ତୁତ ରହିଛି । ଏହି ବିମାନ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଅ ।କ୍ରମଣପାଇଁ ସକ୍ଷମ ଛ ଅ ।ମେରିକୀୟ ଏୟାରଫୋର୍ସର କମାଣ୍ଡର କର୍ନେଲ ଖ୍ରୀଷ୍ଟୋଫର ଡ଼ିଅ ।ଗୋ ଗାର୍ସିଅ ।ରେ ବି-୨ ଘାତକ ବିମାନ ମୁତୟନ ନିମନ୍ତେ ବେଶ ଉତ୍ସାହିତ ଅଛନ୍ତି ଏବଂ ଶତ୍ରୁମାନଙ୍କୁ ମାଟିରେ ମିଶାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
କମାଣ୍ଡର ଖ୍ରୀଷ୍ଟୋଫରଙ୍କ ସୂଚନା ଅନୁସାରେ ଏହି ବୋମାବର୍ଷୀ ବିମାନ ଅ ।ମର ଜାତୀୟ ସୁରକ୍ଷାର ଏକ ଅଂଶବିଶେଷ । ଭାରତ ମହାସାଗରରେ ଅ ।ମର ବନ୍ଧୁ ଓ ସହଯୋଗୀଙ୍କ ସହ ସଂପର୍କ ଦୃଢ଼ କରିବା ସହ ନିଜର ଅ ।କ୍ରମଣ କ୍ଷମତାକୁ ଅଧିକ ସକ୍ରିୟ କରିବାକୁ ଯାଉଛୁ ।

Leave a Reply

Your email address will not be published. Required fields are marked *