କେରଳ ଫିଲ୍ମଫେଷ୍ଟରେ ସ୍କ୍ରିନିଂ ‘ସି ଆଣ୍ଡ ସେଭେନ୍‍ ଭିଲେଜସ’ ମନୋନୀତ

0
The-sea-Seven-Villages-poster1.png


ଭୁବନେଶ୍ୱର ୨୧ ।୭: ଅଚ୍ୟୁ ତ ସାମନ୍ତଙ୍କ ନେି ବଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ
ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠତି ହେବାକୁ ଥôବ । ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଅଗଷ୍ଟ ୪ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥôବ । ମହୋତ୍ସବର ଦୀର୍ଘ ଡକ୍ୟୁମେଣ୍ଟାରୀ ପ୍ରତିଯୋଗିତା ବିଭାଗରେ ଏହା ସ୍ଥାନ ପାଇଛି । କେନ୍ଦ୍ରାପଡା଼ ଜିଲ୍ଲା ସାତଭାୟା ଅଞ୍ଚଳରେ
ହେଉଥôବ ।

ସମୁଦ୍ର ପତ୍ତନ ବଦ୍ଧୃ ,ସମଦୁ ପଭ୍ର ।ବରେ କଭି ଳି ଉକକଳୂ କ୍ଷୟ ହେବାରେ ଲାଗଛି , ବାରମ୍ବାର ଘୂଣ୍ଣବି ର୍ ଳୟ ଓ ଉପକୂଳବର୍ତ୍ତୀ ଜମିର ପରିଚାଳନାଗତ ତ୍ରୁଟି ଯୋଗୁଁ କିଭଳି ବଙ୍ଗୋପସାଗର ଏହି ଅଞ୍ଚଳର ସାତୋଟି ଗ୍ରାମକୁ ନଷ୍ଟ କରିଦେଇଛି ତା ଉପରେ ଶ୍ରୀ ଖଟୁଆ ଦୀର୍ଘ ଦିନ ଧରି ଗବେଷଣା କରିବା ସହ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ସାତଭାୟା ଅଞ୍ଚଳ ଉପରେ ଏହାର ପ୍ରଭାବ ଉପରେ ଏହି ପ୍ରାମାଣିକ ଚଳଚ୍ଚତି ୍ର ପସ୍ତ୍ର ୁତ କରାଯାଇଛି । ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଠାରେ ବାସଗୃହ, ଚାଷଜମି ଓ ସମଗ୍ର ଜନବସତି କିଭଳି ନଷ୍ଟ ହୋଇଯାଇଛି ତାହା ବର୍ଣ୍ଣନା କରାଯାଇଛି ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ନମି ।ର୍ତାମାନଙ୍କ ପାଇଁସେମାନଙ୍କ ସର୍ଜନାତ୍ମକ ଚିନ୍ତାଧାରା ଉପରେ ନୂଆ କିଛି କରିଦେଖାଇବା ନିମନ୍ତେ କେରଳ ଚଳଚ୍ଚିତ୍ର
ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ସାତାଭାୟା ଅଞ୍ଚଳର ଲୋକଙ୍କ ଜୀବନ ଓ ସଂଘର୍ଷର ବାସ୍ତବ
ଚତି ୍ରକୁ ଉପସ୍ଥାପନ କରାଯିବା ସହ ଜଳବାୟୁର ପ୍ରଭାବ ଓ ସେଥିନେଇ ଅସୁରକ୍ଷିତ ସମ୍ପ୍ରଦାୟକଙ୍କ ସୁରକ୍ଷା ନେଇ ବିଶେଷ ଗୁରୁତ୍ୱ
ଦିଆଯାଇଛି । କାଦମ୍ବନି ମିଡ଼ିଆ ବ୍ୟାନରରେ ପ୍ରସ୍ତୁତ ଏହି ପ୍ରାମାଣିକ ଚଳଚ୍ଚିତ୍ର କୁ ଡ. ଇତି ସାମନ୍ତ ପ୍ରଯୋଜନା କରିଛନ୍ତି ।

Leave a Reply

Your email address will not be published. Required fields are marked *