ଋଷିକୂଲ୍ୟାଙ୍କ୍‌ତଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ

ମୁଖ୍ୟମନ୍ତ୍ରୀଙ୍କୁ ଙ୍କ୍‌ତିବେଦଙ୍କ୍‌ତ କଲା ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍‌ତୁଷ୍ଠାଙ୍କ୍‌ତ କମିଟି

ବ୍ରହ୍ମପୁର : ଗଞ୍ଜାମ ଜୀବଙ୍କ୍‌ତଧାରା ଭାବେ ବିବେଚିତ ହେଉଥିବା ଋଷିକୂଲ୍ୟା ଙ୍କ୍‌ତଦୀର ଉପର ମୁଣ୍ଡରେ ପିପଳପଙ୍କା ପ୍ରକଳ୍ପ ଙ୍କ୍‌ତିର୍ମାଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଋଷିକୂଲ୍ୟା ଙ୍କ୍‌ତଦୀର ଅସ୍ତତ୍ୱ ବିପଦରେ ପଡ଼ିବ । ଏହା ଉପରେ ଙ୍କ୍‌ତିର୍ଭର କରୁଥିବା ଲକ୍ଷାଧ୍‌? ଜଙ୍କ୍‌ତସାଧାରଣ ଏହା ଦ୍ୱାରା ପ୍ରଭାବିତ ହେବେ । ତେଣୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ ବୋଲି ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍‌ତୁଷ୍ଠାଙ୍କ୍‌ତ କମିଟି ଅ ।ଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହଙ୍କ୍‌ତ ମାଝିଙ୍କୁ ଏକ ଲିଖୁ ଙ୍କ୍‌ତିବେଦଙ୍କ୍‌ତ କରିଛି । ଏହି ପରିପ୍ରେକ୍ଷୀରେ ଏକ ସମାବେଶ ଅ ।ୟୋଜଙ୍କ୍‌ତ କରି କମିଟି ଏହି ଙ୍କ୍‌ତିଷ୍ପତ୍ତି ଙ୍କେ୍‌ତଇଛି । ସୂଚଙ୍କ୍‌ତା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଦିଅ ।ଯାଇଥିବା ଙ୍କ୍‌ତିବେଦଙ୍କ୍‌ତରେ କମିଟି ଉଲ୍ଲେଖ କରିଛି ଯେ ଗତ ୧୯୯୬ ମସିହାରେ ରାଜ୍ୟରେ କଂଗ୍ରେସ ଶାସଙ୍କ୍‌ତ କାଳରେ ଏହି ପ୍ରକଳ୍ପ ଙ୍କ୍‌ତିର୍ମାଣ ପ୍ରସ୍ତାବକୁ ବିଭିନ୍ନ ଗଣ ସଂଗଠଙ୍କ୍‌ତ ଏବଂ ଅଞ୍ଚଳ ବାସିନ୍ଦା ବିରୋଧ କରିଥିଲେ । କାରଣ ଜଳବାୟୁ ପରିବର୍ତ୍ତଙ୍କ୍‌ତର ପ୍ରଭାବରେ ସମ୍ପ୍ରତି ଋଷିକୂଲ୍ୟା ଙ୍କ୍‌ତଦୀରେ ଜଳସ୍ରୋତ କମିବା ସହ ଏହାର ସମସ୍ତ ଶାଖା ଙ୍କ୍‌ତଦୀମାଙ୍କ୍‌ତଙ୍କରେ ଉପର ମୁଣ୍ଡ ତଥା ଉତ୍ପତ୍ତି ସ୍ଥଳରେ ଛୋଟ, ବଡ଼ ଡ୍ୟାମ ଙ୍କ୍‌ତିର୍ମାଣ ହୋଇସାରିଛି । ଫଳରେ ବର୍ଷା ଦିଙ୍କ୍‌ତ ଛଡ଼ା ଅଙ୍କ୍‌ତ୍ୟ ଦିଙ୍କ୍‌ତରେ ସେହି ଶାଖା ଙ୍କ୍‌ତଦୀ ଗୁଡ଼ିକରେ ମୂଳ ଉତ୍ସରୁ ଋଷିକୂଲ୍ୟାକୁ ଜଳ ଅ ।ସୁଙ୍କ୍‌ତାହିଁ । ଙ୍କ୍‌ତଦୀର ଦୁଇଟି ମୂଳସ୍ରୋତ ଅଡ଼ଙ୍ଗୀ ଙ୍କ୍‌ତାଳ ଓ ଋଷିକୂଲ୍ୟା ମିଶିଛନ୍ତି ପିପଳପଙ୍କା ଜଙ୍ଗଲରେ । ଏହା ଋଷିକୂଲ୍ୟା ଙ୍କ୍‌ତଦୀର ମୂଳ ଜଳାଧାର ରୂପେ ସୋରଡ଼ାରୁ ଛତ୍ରପୁର, ଗଞ୍ଜାମ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ବହୁଛି । ଏହି ମୂଳ ଜଳଧାର ଗତ ୪୦ ବର୍ଷ ଭିତରେ କ୍ରମଶଃ କମିକମି ଯାଉଛି । କିନ୍ତୁ ଙ୍କ୍‌ତଭେମ୍ୱର ମାସରୁ ଜୁଙ୍କ୍‌ତ ପର୍ଯ୍ୟନ୍ତ କେବଳ ଜଳଧାର ଏହି ମୂଳସ୍ରୋତରୁ ଅ ।ସୁଛି, ଯାହାକି ଋଷିକୂଲ୍ୟା ଙ୍କ୍‌ତଦୀକୁ ବଂଚାଇ ରଖୁଛି । ଏହା ଦ୍ୱାରା ଙ୍କ୍‌ତଦୀର ଦୁଇ କୂଳର ଗ୍ରାମବାସୀମାଙ୍କେ୍‌ତ ପିଇବା ପାଣି, ଗୃହପାଳିତ ପଶୁଙ୍କ ପାଇଁ ବ୍ୟବହାର କରିପାରୁଛନ୍ତି । ଏହା ବ୍ୟତୀତ ଶହ ଶହ ଉଠା ଜଳସେଚଙ୍କ୍‌ତ ପଏଣ୍ଟ କାର୍ଯ୍ୟକ୍ଷମ ହୋଇ ସେଇ ଜଳଯୋଗାଣ ହୋଇପାରୁଛି । ଯଦି ମୂଳସ୍ରୋତକୁ ଅଟକାଇ ଡ୍ୟାମ ଙ୍କ୍‌ତିର୍ମାଣ ହେବ ତାହା ହେଲେ ଏହାର ଏକ ମାତ୍ର ମୂଳଧାର ବନ୍ଦ ହୋଇଯିବ । ଏହାର କୁପରିଣାମ ଯୋଗୁଁ ଙ୍କ୍‌ତଦୀର ଜୈବ ବିବିଧତା ଙ୍କ୍‌ତଷ୍ଟ ହେବା ସହ ଋଷିକୂଲ୍ୟା ଙ୍କ୍‌ତଦୀ ମୃତଙ୍କ୍‌ତଦୀରେ ପରିଣତ ହୋଇଯିବ । ଜାଙ୍କ୍‌ତିବିଲିଠାରୁ ବ୍ରହ୍ମପୁର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହେବା ସହ ଙ୍କ୍‌ତଦୀର ଦୁଇ ପାଶ୍ୱର୍ରେ ଥିବା ଅଞ୍ଚଳରେ ସମସ୍ତ କୁଅ,ପୋଖରୀ ଶୁଖୁଯିବ ବୋଲି ଅ ।ଶଙ୍କା ପ୍ରକାଶ କରିଛି ଋଷିକୂଲ୍ୟା ବଞ୍ଚାଅ କ୍ରିୟାଙ୍କ୍‌ତୁଷ୍ଠାଙ୍କ୍‌ତ କମିଟି । ଏହି ପ୍ରକଳ୍ପ ଙ୍କ୍‌ତିର୍ମାଣ ହେଲେ ଜଳସେଚଙ୍କ୍‌ତ କରାଯିବ ବୋଲି କୁହାଯାଇଥିଲେ ବି ଏହାର ପାଣି ଲୁହାପାଇପ ଯୋଗେ ଛତ୍ରପୁର ସ୍ଥିତ ଟାଟାର ଅ ।ର୍ଥିକ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜଳ ଯୋଗାଣ ହେବ ବୋଲି ପ୍ରଶାସଙ୍କ୍‌ତିକ ସ୍ତରରେ ଙ୍କ୍‌ତିଷ୍ପତ୍ତି ହୋଇଛି । ଏହି ଡ୍ୟାମ ଙ୍କ୍‌ତିର୍ମାଣ ଦ୍ୱାରା ୨୩ଟି ଗ୍ରାମର ଶହ ଶହ ଲୋକ ବିସ୍ଥାପିତ ହେବେ । ତେଣୁ ଏହି ପ୍ରକଳ୍ପ ଙ୍କ୍‌ତିର୍ମାଣ ପୁର୍ବରୁ ପ୍ରକଳ୍ପର ଲାଭ, କ୍ଷତି ବୈଷୟିକ ଓ ପରିବେଶ ବୈଜ୍ଞାଙ୍କ୍‌ତିକ ମାଙ୍କ୍‌ତଙ୍କ ଦ୍ୱାରା କରାଯାଉ । ଏହି ପ୍ରକଳ୍ପ ସଂକ୍ରାନ୍ତରେ ଜଳସେଚଙ୍କ୍‌ତ ବିଭାଗର ସର୍ବୋଚ୍ଚ ଇଞ୍ଜିଙ୍କ୍‌ତିୟର ମାଙ୍କେ୍‌ତ ସର୍ବସାଧାରଣଙ୍କ ଉପସ୍ଥିତିରେ ଜଳଭଣ୍ଡାର ଦ୍ୱାରା ହେବାକୁ ଥିବା କ୍ଷୟକ୍ଷତି ଓ ଲାଭଜଙ୍କ୍‌ତିତ ତଥ୍ୟ ପ୍ରଦାଙ୍କ୍‌ତ କରି ଅ ।ଲୋଚଙ୍କ୍‌ତା କରନ୍ତୁ ବୋଲି କମିଟିର ସଦସ୍ୟ ମାଙ୍କେ୍‌ତ ମୁଖ୍ୟମନ୍ତ୍ରୀଙ୍କୁ ଙ୍କ୍‌ତିବେଦଙ୍କ୍‌ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍‌? ପ୍ରଫୁଲ୍ଲ ସାମନ୍ତରା, ଅ ।ର୍ଯ୍ୟଭଟ୍ଟ ପାଉଣ୍ଡେସଙ୍କ୍‌ତର ପ୍ରତିଷ୍ଠାତା ସୁଧର ରାଉତ, ଶିକ୍ଷାବିତ୍‌? ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବରିଷ୍ଠ ସାମ୍ବାଦିକ ରବି ରଥ, ରାଜେନ୍ଦ୍ର କୁମାର ପଣ୍ଡା, ବିଘ୍ନେଶ୍ୱର ସାହୁ, ସୀମାଞ୍ଚଳ ଙ୍କ୍‌ତାହାକ, ଅଶୋକ କୁମାର ଦଳେଇ, ସୁବାସ ଚନ୍ଦ୍ର ମିଶ୍ର, ଅ ।ଦିତ୍ୟ ଙ୍କ୍‌ତାରାୟଣ ରଥ, ସୁବାସ ଚନ୍ଦ୍ର ରାଉତ, ଗଗଙ୍କ୍‌ତ ଚନ୍ଦ୍ର ମଲ୍ଲିକ, ଏ. ସଞ୍ଜିବ ରେଡ଼ିଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *