#human_rights_comissions

ଯୁବକ ନିଖୋଜ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ , କେବଳ ପୋଷ୍ଟର ମାରିଦେଇ ନିଜର ଦାୟିତ୍ୱ ତୁଲାଇଛି ପୋଲିସ

ଖୋର୍ଦ୍ଧା: ୧୬/୧୧(ପ୍ରବାହ ନିଉଜ୍) ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ କୁମ୍ଭୀଲୋ ଗ୍ରାମର ସନ୍ତୋଷ ବେହେରା(୨୪) ଓରଫ ରାଜା ନିଖୋଜ ଘଟଣାକୁ କୋଡ଼ିଏ ଦିନରୁ ଉର୍ଦ୍ଧ ସମୟ ବିତିଗଲାଣି...