ଷ୍ଟେଟ ବ୍ୟାଙ୍କ ଦ୍ଵାରା ବାଲୁକା କଳାମାଧ୍ୟମରେ ଭୋଟର ସଚେତନତା ଅଭିଯାନ

ଭାରତୀୟ ଷ୍ଟେଟ ବ୍ୟାଙ୍କ, ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ

ଭୁବନେଶ୍ୱର ପକ୍ଷରୁଏହାର ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ ଓ ଶାଖା ମାନଙ୍କରେ ଭୋଟର ସଚେତନତା ନିମିତ୍ତ ବିଭିନ୍ନ କାର୍ଯକ୍ରମ ହାତକୁ ନିଆଯାଇଛି । ଏହି  ଅଭିଯାନର ଅଂଶ ବିଶେଷ ଏକ  ବାଲୁକା କଳାକୃତି  ଶ୍ରୀ ଦିନେଶ ପରୁଥି, ମୁଖ୍ୟ ମହାପ୍ରବନ୍ଧକଙ୍କ ଦ୍ଵାରା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ସମ୍ମୁଖ ରେ  ଉନ୍ମୋଚିତ  ହେଇଯାଇଛି।  

ଶ୍ରୀ ପରୁଥି ଗଣତନ୍ତ୍ରର ଏହି ମହାନ ପର୍ବରେ ଭୋଟ ଦାନ ସୁନିଶ୍ଚିତ କରିବାକୁ ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗତଥା ସମସ୍ତଙ୍କୁ  ପରାମର୍ଶ ଦେଇଥିଲେ। ଏହି ବାଲୁକା କଳାକୃତିଟି ଷ୍ଟେଟ ବ୍ୟାଙ୍କର କର୍ମଚାରୀ ଶ୍ରୀ ସୁବଳ ମହାରଣାଙ୍କ ଦ୍ଵାରା ନିର୍ମିତ କରାଯାଇଛି।

Leave a Reply

Your email address will not be published. Required fields are marked *