ସେପ୍ଟେମ୍ବର ୨୬ ରୁ ୩୦ ମାଉଣ୍ଟଅ।ବୁ ଠାରେ ରାଷ୍ଟ୍ରୀୟ ମିଡିଅ। ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଅ । ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଅ ।ବୁ ସ୍ଥିତ ବ୍ରହ୍ମାକୁମାରୀ ଅ ।ଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅ ।ଗାମୀ ୨୦୨୪ ସେପ୍ଟେମ୍ବର ୨୬ ରୁ ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ମିଡିଅ । ୱିଙ୍ଗର ଚେୟାରମ୍ୟାନ ବି.କେ କରୁଣା ଓଡ଼ିଶା ରାଜ୍ୟ ଶାଖାକୁ ସୂଚନା ଦେଇଛନ୍ତି । ଏହି ରାଷ୍ଟ୍ରୀୟ ସମ୍ମିଳନୀରେ \”ସୁସ୍ଥ ଓ ସୁଖୀ ସମାଜ ପାଇଁ ଅ ।ଧ୍ୟାତ୍ମିକ ସଶକ୍ତିକରଣ-ଗଣମାଧ୍ୟମର ଭୂମିକା\’ ଶୀର୍ଷକ ଅ ।ଲୋଚନାଚକ୍ର ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ହଜାର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବାଦପତ୍ରର ସମ୍ପାଦକ ଓ ସାମ୍ବାଦିକ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବାକୁ ଇଚ୍ଛୁକ ଅଛନ୍ତି, ସେହି ସହରରେ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ । ମାଉଣ୍ଟଅ ।ବୁରେ ପହବା ପାଇଁ ପୂର୍ବରୁ ରେଳ ସଂରକ୍ଷଣର ଅ ।ବଶ୍ୟକତା ରହିଛି । ସେଠାରେ ପହବା ପରେ ଅନୁଷ୍ଠାନ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସମ୍ମିଳନୀର ଗୁରୁତ୍ୱ ଦୃଷ୍ଟିରୁ ଅ ।ପଣମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *