ଏସ୍ବିଆଇ ପକ୍ଷରୁମିଳିତଭାବେଗୃହ ଋଣ ଦେବାଲାଗିହାଉସିଂ ଫାଇନାନ୍ସକଂପାନିଗୁଡ଼ିକସହସହଭାଗିତାସ୍ଥାପନ
ଭୁବନେଶ୍ୱର:ଗୃହ ଋଣ ପହଂଚୁନଥିବାକିମ୍ବା ଅଭାବରହୁଥିବାକ୍ଷେତ୍ର ପାଇଁଗୃହ ଋଣ ମଂଜୁରକରିବା ନିମନ୍ତେ ଭାରତରସର୍ବବୃହତ ଋଣ ପ୍ରଦାନକାରୀଭାରତୀୟଷ୍ଟେଟ୍ବ୍ୟାଙ୍କ (ଏସବିଆଇ) ପକ୍ଷରୁ ପାଂଚଟିହାଉସିଂ ଫାଇନାନ୍ସକଂପାନିସହିତସହଭାଗିତାସ୍ଥାପନ କରାଯାଇଛି ।ସେହିସଂସ୍ଥାଗୁଡ଼ିକହେଉଛି ପିଏନ୍ବିହାଉସିଂ ଫାଇନାନ୍ସଲିମିଟେଡ୍, ଆଇଆଇଏଫ୍ଏଲ୍ହୋମ୍ ଫାଇନାନ୍ସଲିମିଟେଡ୍, ଶ୍ରୀରାମହାଉସିଂ ଫାଇନାନ୍ସଲିମିଟେଡ୍, ଏଡେଲ୍ୱିସ୍ହାଉସିଂ ଫାଇନାନ୍ସଲିମିଟେଡ୍ ଓ କାପ୍ରିଗ୍ଲୋବାଲ୍ହାଉସିଂ ଫାଇନାନ୍ସଲିମିଟେଡ୍ ।
ଏହିସହଯୋଗିତାସମ୍ପର୍କରେଏସ୍ବିଆଇର ଅଧ୍ୟକ୍ଷଶ୍ରୀଯୁକ୍ତ ଦୀନେଶଖାରାକହିଛନ୍ତି ଯେ, “ମିଳିତଭାବେ ଋଣ ପ୍ରଦାନ କରିବାକାର୍ଯ୍ୟକ୍ରମ ପାଇଁହାଉସିଂ ଫାଇନାନ୍ସକଂପାନିଗୁଡ଼ିକସହିତହାତମିଳାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।
ଆମେସେବା ପହଂଚିନଥିବା ଓ ଅଳ୍ପ ପହଂଚିଥିବାକ୍ଷେତ୍ରରେଗୃହ ଋଣ ଗ୍ରାହୀତାଙ୍କ ପାଖରେ ଅଧିକ ଋଣ ପହଂଚାଇବାକୁଲକ୍ଷ୍ୟରଖିଥିବାବେଳେଏଡିସହଯୋଗିତା ଆମବଂଟନ ନେଟ୍ୱର୍କରେଉନ୍ନତି ଆଣିବ ।
ଭାରତରେକ୍ଷୁଦ୍ର ଗୃହ ଋଣ ଗ୍ରାହକଙ୍କୁ ପ୍ରଭାବୀ ଓ ସୁଲଭମୂଲ୍ୟର ଋଣ ପ୍ରଦାନକୁତ୍ୱରାନ୍ୱିତକରିବାଏବଂ ୨୦୨୪ ସୁଦ୍ଧାସମସ୍ତଙ୍କ ପାଇଁ ଘରର ଯେଉଁଲକ୍ଷ୍ୟରହିଛିସେଥିପ୍ରତିଯୋଗଦାନ ପ୍ରଦାନ କରିବାଲାଗି ଆମରରହିଥିବା ପ୍ରତିବଦ୍ଧତା ଅନୁସାରେଏହିସହଯୋଗିତାସ୍ଥାପନ କରାଯାଇଛି ।’’
ମୁମ୍ବାଇରେଏନେଇରାଜିନାମାସ୍ୱାକ୍ଷରକାର୍ଯ୍ୟକ୍ରମ ଅନୁଷ୍ଠିତହୋଇଛି ।ହାଉସିଂ ଫାଇନାନ୍ସକଂପାନିଗୁଡ଼ିକରମୁଖ୍ୟମାନଙ୍କୁଏସବିଆଇର ଅଧ୍ୟକ୍ଷଶ୍ରୀଯୁକ୍ତ ଦୀନେଶଖାରାଚୁକ୍ତିନାମାହସ୍ତାନ୍ତରକରିଛି ।ଏହି ଅବସରରେଶ୍ରୀଯୁକ୍ତଚେଲ୍ଲାଶ୍ରୀନିଭାସୁଲୁସେଟ୍ଟି, ପରିଚାଳନା ନିର୍ଦେଶକ, ଏସବିଆଇ, ଶ୍ରୀମତୀସଲୋନି ନାରାୟଣ, ଉପ ପରିଚାଳନା ନିର୍ଦେଶକ (ଆରବି), ଏସବିଆଇ ଓ ଶ୍ରୀଯୁକ୍ତମହେଶଗୋଏଲ, ସିଜିଏମ (ଆରଇ), ଏସବିଆଇଉପସ୍ଥିତ ଥିଲେ ।
ଅର୍ଥନୀତିରଯେଉଁକ୍ଷେତ୍ରରେ ଋଣ ପହଂଚୁନାହିଁକିମ୍ବାକମ୍ ପରିମାଣରେ ପହଂଚୁଛିସେଠାରେ ଋଣ ପ୍ରବାହରେଉନ୍ନତି ଆଣିବାଲାଗିବ୍ୟାଙ୍କ ଓ ହାଉସିଂ ଫାଇନାନ୍ସକଂପାନି/ ଅଣ ବ୍ୟାଙ୍କିଙ୍ଗ ଆର୍ଥିକସଂସ୍ଥା ପକ୍ଷରୁ ଅଗ୍ରାଧିକାରକ୍ଷେତ୍ରକୁ ଋଣ ପ୍ରଦାନ କରିବା ଓ ସୁଲଭମୂଲ୍ୟରେଋଣଗ୍ରହୀତାଙ୍କ ପାଇଁ ପାଣ୍ଠି ଉପଲବ୍ଧ କରିବାଲାଗିରିଜର୍ଭବ୍ୟାଙ୍କ ପକ୍ଷରୁକୋ-ଲେଣ୍ଡିଂସ୍କିମ୍ ପାଇଁଗାଇଡ୍ଲାଇନ୍କରାଯାଇଛି ।