ସୂଚନା ଓ ଲୋକସମ୍ଭର୍କ ବିଭାଗରେ ଅବସରକାଳୀନ ସଞ୍ଚର୍ଦ୍ଧନା ସଭା

ଭୁବନେଶ୍ୱର, ଆଜି ସୂଚନା ଓ ଲୋକସମ୍ଭର୍କ ବିଭାଗରେ ବିଶ୍ୱନାଥ ସ୍ୱାଇଁଙ୍କୁ ବିଦାୟକାଳୀନ ସଞ୍ଚର୍ଦ୍ଧନା ଜ୍ଞା ପନ କରା୩⁄୪ାଇଛି ।
ଲୋକସମ୍ଭର୍କ ଭବନର ସ୧⁄୪ିଳନୀ କକ୍ଷରେ ଆୟୋଜିତ ସଞ୍ଚର୍ଦ୍ଧନା ସଭାରେ େ୩⁄୪ାଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ୩⁄୪ୁକ୍ତ
ସରୋଜ କୁମାର ସାମଲ ସେବାନିବୃତ୍ତ କର୍ମଚାରୀ ଶ୍ରୀ ସ୍ୱାଇଁଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା
କରିଥିଲେ । ଏ ଅବସରରେ ନିର୍ଦ୍ଦେଶକ ଶ୍ରୀ ସାମଲ କହିଛନ୍ତି, ଶ୍ରୀ ସ୍ୱାଇଁଙ୍କ କର୍ମତତ୍ପରତା ଓ ନି…ସ୍ୱାର୍ଥ ପର ସେବା ଓ
ବ୍ୟକ୍ତିଗତସ୍ତରରେ ସମାଜସେବା ମନୋଭାବ ସର୍ବଦା ପ୍ରଶଂସନୀୟ ହୋଇ ରହିବ । ସେ ଥିଲେ ବିଭାଗର ଅଭିଜ୍ଞତାସଂ ପନ୍ନ ଓ
ନିଷ୍ଠା ପର କର୍ମଚାରୀ । ତାଙ୍କ ଅନୁ ପସ୍ଥିତି ବିଭାଗର ଅନ୍ୟ କର୍ମଚାରୀମାନଙ୍କ ପାଇଁ ଦୁ…ଖଦ ରହିବ ବୋଲି ଶ୍ରୀ ସାମଲ ମତ
ବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ନିର୍ଗମନ ଶାଖାରେ କା୩⁄୪ର୍୍ୟରତ ଶ୍ରୀ ସ୍ୱାଇଁ ନିଜର କର୍ମମୟ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ
ବିଭାଗ ତରଫରୁ ପାଇଥିବା ସ୍ନେହ ଓ ଶ୍ରଦ୍ଧା ପାଇଁ ସମସ୍ତ କର୍ମଚାରୀ ଓ ଅଞଗିକାରୀଙ୍କୁ ଞଗନ୍ୟବାଦ ଜଣାଇଥିଲେ । ବିଭାଗୀୟ
ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉ ପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଅଞଗିକାରୀ ଓ
କର୍ମଚାରୀମାନେ ଶ୍ରୀ ସ୍ୱାଇଁଙ୍କ ଅବସରକାଳୀନ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇ ତାଙ୍କର ପ୍ରସଂଶା କରିଥିଲେ । ଶେଷରେ
ନିର୍ଦ୍ଦେଶକ ଶ୍ରୀ ସାମଲ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶୁଭକାମନା ଜ୍ଞା ପନ କରିଥିଲେ ।

Leave a Reply

Your email address will not be published. Required fields are marked *