ଗଂଜେଇ ହେରଫେର କରିଥିବା ଅପରାଧରେ ରାନ୍ୟ ଘରୋଇ ବିଭାଗ କାର୍ଯ୍ୟରୁ ଆଇଆଇସି ନିଲମ୍ବିତ
କନ୍ଧମାଳ ସଦର ଥାନା ଆଇଆଇ ସି ଶ୍ରୀ ସତୀଶ ଚନ୍ଦ୍ର ନାୟକ ଦୁଇ କୁଇଣ୍ଟାଲ ଜବତ ଗଂଜେଇ ହେର ଫେର କରିଥିବା ଅପରାଧରେ ରାନ୍ୟ ଘରୋଇ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣା ପଡିଛି ବର୍ତମାନ ନିଲମ୍ବିତ ଆଇ ଆଇ ସି ଶ୍ରୀ ନାୟକ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରିପୋର୍ଟ କରିବେ ବୋଲି ଆଦେଶରେ ଉଲ୍ଲେଖ ରହିଁଛି! କିଛି ଦିନ ତଳେ ସଦର ଥାନା ଅଂଚଳରୁ ୬କୁଇଣ୍ଟାଲ ଗଞ୍ଜେଇ ଜବତ ନବତ ହୋଇଲଥିଲା ତେବେ ଦୁଇ କୁଇଣ୍ଟାଲ ବଞ୍ଜେଇ ର ହିସାବ ଦେଇ ପାରିନଥିଲେ! ସତୀଶ ଙ୍କର ବିରୁଦ୍ଧରେ ଦିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ ଚାଲିବ! ସମ୍ପ୍ରତି ଶ୍ରୀ ନାୟକ ଡ଼ି ଏସପି ପଦବୀ କୁ ପଦନ୍ନ ତି ହୋଇଥିଲା!
