ସୋସିଆଲ ୱେଲ ଲଫେୟାର ୱାରୀୟାର ତରଫରୁ ବୃକ୍ଷ ରୋପଣ

ଭାପୁର : ପ୍ରବାହ ନ୍ୟୁଜ୍‌ : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ତିନିକୁଦି ଗ୍ରାମର ବୃନ୍ଦାବନ ହାଇ ସ୍କୁଲ ରହାଡମଲ୍ଲ ଗ୍ରାମରେ ସୋସିଆଲ ୱେଲଫେୟାର ୱାରୀୟାର ତରଫରୁ ଶିକ୍ଷକ ଯୁଧିଷ୍ଟିର ପ୍ରଧାନ ଙ୍କ ଏକାଦଶ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଅଛି l ଶିକ୍ଷକ ଯୁଧିଷ୍ଠିର ପ୍ର୍ରଧାନ ଙ୍କ ଆବ୍ରିଭାବ -୧୧.୦୮.୧୯୫୯ ରେ ହୋଇଥିବା ବେଳେ ତିରୋଧାନ -୧୮.୦୭.୨୦୨୪ ରେ ହୋଇଥିଲା l ସେ ଥିଲେ ଜଣେ ପ୍ରସିଦ୍ଧ ନିଃସ୍ଵାର୍ଥପର ଶିକ୍ଷକ। ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଢିବାରେ ତାଙ୍କର ଭୂମିକା ଅତୁଳନୀୟ। ଗତ ୧୮.୦୭ .୨୪ ରେ ଆମକୁ ଦୁଃଖ ସାଗରରେ ଛାଡ଼ି ଇଶ୍ୱୋର ପ୍ରାପ୍ତି ହୋଇଥିଲେ। ତାଙ୍କର ଏକାଦଶ ଉପଲକ୍ଷେ ସୋସିଆଲ ୱାଲଫେରେ ୱାରୀୟର- ତିନିକୁଦୀ ବ୍ରହ୍ମଗିରି ସ୍ୱୋଚାସେବି ତରଫରୁ ସମସ୍ତ ଛାତ୍ରଗଣ ଏକାଦଶ ର ସମସ୍ତ ଫୁଲରେ ସାଜସଜ୍ଜା କରିଥିଲୁ। ଏହି ଉପଲକ୍ଷେ ସୋସିଆଲ ୱାଲଫେରେ ୱାରୀୟର ତିନିକୁଦୀ ସୋଛସେବି ଅନୁଷ୍ଠାନ କୁ ଅଶେଷ ଅଶେଷ ଧନ୍ୟବାଦ ମଧ୍ୟ ଗ୍ରାମ ଲୋକମାନେ ପ୍ରଦାନ କରିଛନ୍ତି l ଏଥି ସହିତ ସହିଦ ହୋଇଥିବା ସୋମନାଥ ବରାଳଙ୍କ ସ୍ମୃତିରେ ତିନିକୁଦୀ ମେଲଣ ପଡିଆ ଠାରେ ମଧ୍ୟରେ ସୋସିଆଲ ୱେଲ ଲଫେୟାର ୱାରୀୟାର ତରଫରୁ ବୃକ୍ଷ ରୋପଣ କରାଯାଇଛି ।

Leave a Reply

Your email address will not be published. Required fields are marked *