AIBOC ଓଡିଶା ଶାଖା ଦ୍ଵାରା ବୃକ୍ଷ୍ୟରୋପଣ

ପ୍ରବାହ ନ୍ୟୁଜ୍‌ : ଅଖିଳ ଭାରତୀୟ ବ୍ଯାଙ୍କ ଅଧିକାରୀ ସଂଘ (AIBOC) ଓଡିଶା ଶାଖା ତରଫରୁ ସ୍ଥାନୀୟ ନନ୍ଦନ କାନନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । AIBOCରରାଜ୍ୟ ସଭାପତି ଶ୍ରୀ ବୈଲୋଚନ ସାହୁ , ସମ୍ପାଦକ ଶ୍ରୀ ଅମିତାଭ ଦାସ ,ସର୍ବ ଭାରତୀୟ ସ୍ତରର ଉପ-ସଭାପତି ଶ୍ରୀ ଅରୁଣ କୁମାର ବିଷୋୟୀ ଏବଂ ସହବନ୍ଧିତ ସାଧାରଣ ସମ୍ପାଦକ ଶ୍ରୀ ଗୌରୀ ଶଙ୍କର ଚୌଧୁରୀ , ଶ୍ରୀ ପି କେ ମହାନ୍ତି , ଶ୍ରୀ ସଂବିତ ରାଉତ , ଶ୍ରୀ ସୌମେନ୍ଦ୍ର ସାହୁ ଓ ଶ୍ରୀ ସୁକାନ୍ତ ଛାଟୋଇଙ୍କ ସମେତ EC ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବିଭିନ୍ନ କିସମର 50 ରୁ ଊର୍ଦ୍ଧ୍ଵ ଚାରାଗଛ ରୋପଣ କରାଯାଇଥିଲା । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଏହି ବୃକ୍ଷ୍ୟରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହାୟତା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *